21/02/2026
*ବିଶେଷ ସୂଚନା* ‼️‼️‼️‼️‼️ *ବିଶେଷ ସୂଚନା*
*ଏତଦ୍ୱାରା ସୋର ପୌରପାଳିକା ଅଧିନସ୍ଥ ସମସ୍ତ ଭାଇ ଏବଂ ଭଉଣୀ ମାନଙ୍କୁ ଜଣାଇ ଦିଆଯାଉଛି ଯେ ଆସନ୍ତା ୨୪.୦୨.୨୦୨୬ ମଙ୍ଗଳବାର ଦିନ ଭୀମଭୋଇ ସ୍ୱାସ୍ଥ୍ୟ ସେବା ଶିବିର ( ବିକଳାଙ୍ଗ ପ୍ରମାଣପତ୍ର କ୍ୟାମ୍ପ) ଏନ.ଏ.ସି ହାଇସ୍କୁଲ ପଡିଆରେ ସୋର ପୌରପାଳିକା ତରଫରୁ ଆୟଜିତ କରଯାଇଛି। ଯେଉଁମାନେ ହାତଲେଖା ପ୍ରମାଣପତ୍ର କିମ୍ବା ନୂତନ ପ୍ରମାଣପତ୍ର କରିବା ପାଇଁ ଇଛୁକ ଅଛନ୍ତି ଯଥାଶୀଘ୍ର ଆସି ବାଦଲ ଡିଜିଟାଲ ପଏଣ୍ଟ ରୁ ଅନଲାଇନ ଆବେଦନ କରାଇନିଅନ୍ତୁ*
*ଆବଶ୍ୟକୀୟ ଦସ୍ତାବିଜ*
*ଆଧାର କାର୍ଡ*
*ଆଧାର ସଂଯୁକ୍ତ ମୋବାଇଲ*
*ଫୋଟୋ*
*ଦସ୍ତଖତ*
*ହାତଲେଖା ପ୍ରମାଣପତ୍ର(ଯଦି ଥିବ)*
*ନିବେଦକ*
*ବାଦଲ ଡିଜିଟାଲ ପଏଣ୍ଟ*
*ହସ୍ପିଟାଲ ରୋଡ଼ ସୋର,ବାଲେଶ୍ଵର*
*7873743139/8018506645/8917561763*