DSWO, Angul District

DSWO, Angul District Contact information, map and directions, contact form, opening hours, services, ratings, photos, videos and announcements from DSWO, Angul District, Government Organization, Angul, Anugul.

Visited by DSWO nd PO THR chhatua mixing of Dharitri shg  Angul.  District Administration, Angul
23/05/2025

Visited by DSWO nd PO THR chhatua mixing of Dharitri shg Angul.

District Administration, Angul

08/05/2025

ଅନୁଗୁଳ ଜିଲ୍ଲାର ଅଙ୍ଗନୱାଡ଼ି କର୍ଯ୍ୟ କର୍ତ୍ତା ନାଚ ଓ ସଙ୍ଗୀତ ଦ୍ୱାରା କୁନି କୁନି ପିଲାମାନଙ୍କୁ କବିତା ଶିକ୍ଷା ପ୍ରଦନ କରୁଛନ୍ତି ।


District Administration, Angul

ଆଜି ଅନୁଗୁଳ ରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ରୋକିବା ପାଇଁ ସଚେତନତା ରାଲି ଓ ବୈଠକ କରାହୋଇଛି ।
07/05/2025

ଆଜି ଅନୁଗୁଳ ରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ରୋକିବା ପାଇଁ ସଚେତନତା ରାଲି ଓ ବୈଠକ କରାହୋଇଛି ।

Dist level  Convergence meeting of Health nd ICDS  nd Development of infrastructure in Awc  reviewed under the chairmans...
07/05/2025

Dist level Convergence meeting of Health nd ICDS nd Development of infrastructure in Awc reviewed under the chairmanship of Collector sir in the presence of CDMO,CDEO , ADMO, CDPOS , PO, DPM ,DPC nd MOs today

District Administration, Angul

ଅନୁଗୁଳ ଜିଲ୍ଲାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ରୋକିବା ପାଇଁ ସଚେତନତା ବୈଠକ ଏବଂ ରାଲି ହୋଇଛି।  District Administration,...
30/04/2025

ଅନୁଗୁଳ ଜିଲ୍ଲାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ରୋକିବା ପାଇଁ ସଚେତନତା ବୈଠକ ଏବଂ ରାଲି ହୋଇଛି।

District Administration, Angul

ଅନୁଗୁଳ ଜିଲ୍ଲା ମହୋତ୍ସବ ରେ ଅନୁଗୁଳ ଜିଲ୍ଲାର ତୁରଙ୍ଗ ଗ୍ରାମ ପଞ୍ଚାୟତ କୁ ସର୍ବୋତ୍ତମ ପୁଷ୍ଟି ପଞ୍ଚାୟତ ରୂପେ ସରକାର ତତଫରୁ ପ୍ରୋତ୍ସାହନ ରାଶ...
29/04/2025

ଅନୁଗୁଳ ଜିଲ୍ଲା ମହୋତ୍ସବ ରେ ଅନୁଗୁଳ ଜିଲ୍ଲାର ତୁରଙ୍ଗ ଗ୍ରାମ ପଞ୍ଚାୟତ କୁ ସର୍ବୋତ୍ତମ ପୁଷ୍ଟି ପଞ୍ଚାୟତ ରୂପେ ସରକାର ତତଫରୁ ପ୍ରୋତ୍ସାହନ ରାଶି ୫୦,୦୦୦/- ପୁରସ୍କୃତ କରାଗଲା ।
ପୁରସ୍କୃତ କରିଛନ୍ତି ତଥା ମାନ୍ୟବର ମନ୍ତ୍ରୀ
*ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ
ମାନ୍ୟବର ଆଇନ, ପୂର୍ଭ, ଅବକାରୀ ବିଭାଗ ମନ୍ତ୍ରୀ, ଓଡିଶା ସରକାର
*ଶ୍ରୀଯୁକ୍ତ ସୁରେଶ ପୂଜାରୀ
ରାଜସ୍ବ ଏବଂ ବିପର୍ଯ୍ୟୟ ମନ୍ତ୍ରୀ , ଓଡିଶା ସରକାର
*ଶ୍ରୀଯୁକ୍ତ ରବି ନାରାୟଣ ନାଏକ
ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ, ଓଡିଶା ସରକାର ।

Project level Poshan Pakhwada observation-AngulDistrict Administration, Angul DSWO, Angul District
24/04/2025

Project level Poshan Pakhwada observation-Angul
District Administration, Angul
DSWO, Angul District

DSWO, Angul Visit PROJECT LEVEL OBSERVATION OF POSHAN PAKHWADA at ICDS Meeting Hall, Talcher
21/04/2025

DSWO, Angul Visit PROJECT LEVEL OBSERVATION OF POSHAN PAKHWADA at ICDS Meeting Hall, Talcher

Address

Angul
Anugul
759122

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Website

Alerts

Be the first to know and let us send you an email when DSWO, Angul District posts news and promotions. Your email address will not be used for any other purpose, and you can unsubscribe at any time.

Share