ANANT #BHIM ARMY

ANANT #BHIM ARMY i am an ambedkarit &social worker

24/04/2026

ଭାରତ ରତ୍ନ ,ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ୍ ଆମ୍ବେଦକର ଙ୍କ ୧୩୬ ତମ ଜନ୍ମ ଜୟନ୍ତୀ ଉତ୍ସବ ଭୀମ ଆର୍ମି ଅନୁଗୋଳ ସଂଘ ଆନୁକୁଲ୍ୟରେ ପାଳନ ହେଲା ଯାହା ଏକ ଭବ୍ୟ ଶୋଭାଯାତ୍ରା ତେଣ୍ଟୋଲୋଇ ଗ୍ରାମ ଠାରୁ ଭଞ୍ଜ ମଣ୍ଡପ ,ଭଞ୍ଜ ମଣ୍ଡପ ଠାରୁ ବିକ୍ରମ୍ପୂର୍ ଭୀମ ଆର୍ମି ଫାଉଣ୍ଡେସନ ,ଏକ ଗ୍ରାଣ୍ଡ ପ୍ରୋସେଶନ ରେ ନୀଳ ମୟ ହୋଇଥିଲା ,ଏଥିରେ ଅତିଥି , ଧିମାନ କୁଞ୍ଜ ବିହାରୀ ବେହେରା ମହାସଚିବ coal India (CISTEA), ମନୋଜ କୁମାର ନାଏକ ପ୍ରେସିଡେଣ୍ଟ ,ଦଳିତ ମହାସଂଘ ସାଉଥ୍ ବଲଣ୍ଡା ଓ ଚାତୁରାନନ୍ ନାଏକ ସମ୍ପାଦକ ଲିଙ୍ଗରାଜ (CISTEA) ଉପସ୍ଥିତ ଥିଲେ।
ଜୟ ଭୀମ ,ଜୟ ଭୀମ ଆର୍ମି ,ଜୟ ଭାରତ

16/04/2026

Aambedkar jayanty 135th inaguratinon angul

135 th birth ceremony of maha maanav dr baba saheb aambedkar
16/04/2026

135 th birth ceremony of maha maanav dr baba saheb aambedkar

19/03/2026

Bhim army azad

02/03/2026

କଣିହାଁ ବ୍ଲକ NTPC ଥାନା ଅନ୍ତର୍ଗତ ବିଜୁଗୋଲ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଯାହା 11 ବର୍ଷର ନାବାଳିକା ର ଦୁଷ୍କର୍ମ ଓ ହତ୍ୟା ଅତି ନିନ୍ଦନୀୟ ।
ଆମର ଦାବି # ଦୃବୁତ କୁ ଫାଶୀ #୨୦ଲକ୍ଷ ଅନୁଦାନ #ଇନ୍ଦିରା ଆବାସ ଗୃହ #
ଅପାରଗତା ସରକାର #ଢିଲା ଆଇନ ବ୍ୟବସ୍ଥା #
ମହିଳା ଅସୁରକ୍ଷିତ ରାଜ୍ୟ ରିପୋର୍ଟ ନୋ ONE # odisha sarkar lajya #
Bhim army

24/02/2026

Jaybhim army angul

24/02/2026

Kandsar cricket turnament #
Bhim army

23/02/2026
କାଣ୍ଡସର୍ ଗ୍ରାମର ଜୟ ଭୀମ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବ ଆନୁକୁଲ୍ୟରେ ଆଜି ହେଉଥିବା ଫାଇନାଲ ମ୍ୟାଚ୍ ଅବସରରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେ...
23/02/2026

କାଣ୍ଡସର୍ ଗ୍ରାମର ଜୟ ଭୀମ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବ ଆନୁକୁଲ୍ୟରେ ଆଜି ହେଉଥିବା ଫାଇନାଲ ମ୍ୟାଚ୍ ଅବସରରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ,ଖେଳ କୁ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରି, ଟ୍ରଫି ବିତରଣ କଲି।
Jaybhim guest
Bhim army

21/02/2026

Jay bhim cc army

Address

TENTOI, Angul
Anugul

Website

Alerts

Be the first to know and let us send you an email when ANANT #BHIM ARMY posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share