Nuagarh

Nuagarh Nuagarh is a Village in Astaranga Tehsil in Puri District of Odisha State, India.

It is located 64 KM towards East from District head quarters Puri. 7 KM from Astarang. 70 KM from State capital Bhubaneswar.Nuagarh Pin code is 752109.

Understand with logic
04/03/2024

Understand with logic

07/06/2023

ବିଦ୍ୟୁତ୍ ବିଲ୍ ପୈଠ ନକଲେ ବିଦ୍ୟୁତ୍ ବିଭାଗ ଯେପରି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରୁଛି, ଯଦି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନ ହୁଏ ଆଗାମୀ ଦିନରେ ଅସ୍ତରଙ୍ଗ ଅଞ୍ଚଳବାସି ବିଦ୍ୟୁତ୍ ବିଲ୍ ପୈଠ କରିବେ ନାହିଁ। 10 ମିନିଟ୍ ବିଦ୍ୟୁତ୍ କଟିଲେ ୧୦ଟଙ୍କା କମ୍ ଦିଆ ହେବ । ଏହିପରି ଭାବରେ T P C O D L - A Tata Power and Odisha Government Joint Venture ଉଚିତ୍ ଶିକ୍ଷ୍ୟା ପ୍ରଦାନ କରାଯିବ।

29/01/2023

Nuagarh festival 🎎🎎....

ନୂଆଗଡ ଗ୍ରାମର ଜଣେ ଦଲାଲ୍ ୭ଜଣ ଗରିବ ପିଲାଙ୍କୁ ଆଣି ଚିଙ୍ଗୁଡ଼ି ଘେରିରେ ନିର୍ଯାତନା ଦେବାରୁ ସେ ଆଜି ସକାଳେ ନୂଆଗଡ ସରପଞ୍ଚଙ୍କୁ ଫୋନରେ ଯୋଗାଯ...
05/08/2022

ନୂଆଗଡ ଗ୍ରାମର ଜଣେ ଦଲାଲ୍ ୭ଜଣ ଗରିବ ପିଲାଙ୍କୁ ଆଣି ଚିଙ୍ଗୁଡ଼ି ଘେରିରେ ନିର୍ଯାତନା ଦେବାରୁ ସେ ଆଜି ସକାଳେ ନୂଆଗଡ ସରପଞ୍ଚଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ସରପଞ୍ଚ ଜିତୁ ଭାଇ ତୁରନ୍ତ ସେଠାକୁ ଯାଇ ତାଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ କିଛି ଖାଇବା ଦେବା ସହିତ ଗାଡି ଖର୍ଚ୍ଚ ବାବଦକୁ କିଛି ଟଙ୍କା ଦେଇ ଆଜି ତାଙ୍କ ଘରକୁ ପଠେଇଲେ। ଧନ୍ୟବାଦ ଜିତୁ ଭାଇ🙏

ନୂଆଗଡ ସରପଞ୍ଚ ଜିତୁ ଭାଇ ପରିବେଶ ଓ ସ୍ବଚ୍ଛତା ଉପରେ ଯେଉଁ ନୋଟିସ୍ ଜାରି କରିଥିଲେ ତାହାର ଅବଧି ପୁରିବା ପରେ ଆଜି ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍...
04/06/2022

ନୂଆଗଡ ସରପଞ୍ଚ ଜିତୁ ଭାଇ ପରିବେଶ ଓ ସ୍ବଚ୍ଛତା ଉପରେ ଯେଉଁ ନୋଟିସ୍ ଜାରି କରିଥିଲେ ତାହାର ଅବଧି ପୁରିବା ପରେ ଆଜି ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟ /ସଭ୍ୟା ମାନଙ୍କୁ ନେଇ ନୂଆଗଡ ଗ୍ରାମ ପଞ୍ଚାୟତରୁ ଦିଆ ଯାଇଥିବା ସର୍ତ୍ତ ମୁତାବକ ରାସ୍ତା କଡ଼ରୁ ୬ଫୁଟ୍ ଛାଡ଼ିବା , ଗୋବର ଖାତ , କୁଟା ଗଦା , ଗୋ ମାତା ବାନ୍ଧିବା ଇତ୍ୟାଦି ସଫେଇ କାର୍ଯ୍ୟ ୧ନଂ ୱାର୍ଡରୁ ଅନୁଷ୍ଠିତ ହୋଇଯାଇଅଛି ଏବଂ ଏହା ସମସ୍ତ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହେବ ।
.

ଆମ ଅସ୍ତରଙ୍ଗ ସମୃଦ୍ଧ ଲୁଣା ଜଙ୍ଗଲ, ବନ୍ୟଜନ୍ତୁ, ନଦୀ, ସମୁଦ୍ର ପ୍ରଭୃତି ପ୍ରାକୃତିକ ପରିବେଶରେ ଭରି ରହିଛି | ଏମାନଙ୍କ ସୁରକ୍ଷା ଆମର ପ୍ରାଥମି...
25/05/2022

ଆମ ଅସ୍ତରଙ୍ଗ ସମୃଦ୍ଧ ଲୁଣା ଜଙ୍ଗଲ, ବନ୍ୟଜନ୍ତୁ, ନଦୀ, ସମୁଦ୍ର ପ୍ରଭୃତି ପ୍ରାକୃତିକ ପରିବେଶରେ ଭରି ରହିଛି | ଏମାନଙ୍କ ସୁରକ୍ଷା ଆମର ପ୍ରାଥମିକ ଦାୟିତ୍ଵ | ଏମାନଙ୍କ ବିଲୟ ଘଟିଲେ, ଆମକୁ ବାରମ୍ବାର ବାତ୍ୟା, ମହାବାତ୍ୟା ପରି ପ୍ରାକୃତିକ ଦୁର୍ବିପାକକୁ ଆମକୁ ସାମ୍ନା କରିବାକୁ ପଡ଼ିବ | ପ୍ରତିବର୍ଷ ୨ ରୁ ୩ ଗୋଟି ବାତ୍ୟା ମହାବାତ୍ୟା ଆସୁଛି ଓ ଭୟଭୀତ ଅବସ୍ଥାରେ ଆମକୁ ନିଜ ଘର ଓ ଗାଆଁ ଛାଡ଼ି ଦୂର ଦୁରାନ୍ତର ଯିବାକୁ ପଡୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆଗାମୀ ଦିନରେ ଏହି ପ୍ରାକୃତିକ ଦୁର୍ବିପାକ ଅପେକ୍ଷାକୃତ ଭାବରେ ଭୟଙ୍କର ହେବାକୁ ଯାଉଅଛି ଯାହା ଆମ ପାଇଁ ଚିନ୍ତାର ବିଷୟ।।

ଆମ ନିଜ ସୁରକ୍ଷା ଏବଂ ଆମ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଆମେ କିଛି ପଦକ୍ଷେପ ବର୍ତ୍ତମାନ ଠାରୁ ନେଇ ପାରିଲେ, ଆଗମୀ ଦିନରେ ପ୍ରାକୃତିକ ଦୁର୍ବିପାକରୁ ଆମେ ସୁରକ୍ଷା ପାଇ ପାରିବା।।

ଆମେ କଣ କଣ କରି ପାରିବା?

-ନଦୀ କୂଳରେ ଗଢି ଉଠିଥିବା ଗାଆଁ ଓ ବଜାର ଛକ ମାନଙ୍କରେ ଆମେ ଦୈନନ୍ଦିନ ଅଳିଆ ଆବର୍ଜ୍ଜନା ନଦୀରେ ନ ଫିଙ୍ଗି ଏକ ସ୍ବତନ୍ତ୍ର ଜାଗାରେ ରଖିବା ।।

-ଲୁଣା ଜଙ୍ଗଲ କେବେ କାଟି ଧଂସ୍ଵ ନ କରି ଏହାର ସୁରକ୍ଷା କରିବା ଓ ଅନ୍ୟମାନଙ୍କୁ ଏ ଦିଗରେ ବୁଝାଇବା ।।

-ନଦୀ ଓ ମୁହାଣ ଅଞ୍ଚଳର ଆର୍ଦ୍ରଭୂମିକୁ ଅବରୋଧ ଓ ନଷ୍ଟ କରିବା ନାହିଁ।।

ଆପଣମାନଙ୍କୁ ନିବେଦନ ଆମ ନିଜର, ନିଜ ପରିବାରର ଓ ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ଆମ ଅସ୍ତରଙ୍ଗ ଅଞ୍ଚଳର ଦୁର୍ଲଭ ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଜାଗ ରୁହନ୍ତୁ ।।

ନୂଆଗଡ ଗ୍ରାମ କୁ ସ୍ୱଚ୍ଛ ଭାବେ ଗଢି ତୋଳିବା ପାଇଁ ଆମର ନୂତନ ସରପଞ୍ଚ Mr. Jitendra Swain  ..ଏକ ନୂତନ ପଦକ୍ଷେପ  ନେଉଛନ୍ତି ସମସ୍ତଙ୍କୁ ଅନୁ...
16/05/2022

ନୂଆଗଡ ଗ୍ରାମ କୁ ସ୍ୱଚ୍ଛ ଭାବେ ଗଢି ତୋଳିବା ପାଇଁ ଆମର ନୂତନ ସରପଞ୍ଚ Mr. Jitendra Swain ..ଏକ ନୂତନ ପଦକ୍ଷେପ ନେଉଛନ୍ତି ସମସ୍ତଙ୍କୁ ଅନୁରୋଧ ସହଯୋଗ ର ହାତ ବଢ଼ାନ୍ତୁ

31/03/2022

Address

Nuagarh
Astarang
752109

Telephone

+917795667913

Website

Alerts

Be the first to know and let us send you an email when Nuagarh posts news and promotions. Your email address will not be used for any other purpose, and you can unsubscribe at any time.

Share