Tigiria Congress

Tigiria Congress ତିଗିରିଆ ବ୍ଲକ କଂଗ୍ରେସ ସଂଗଠନ | ହିଂସା ବିରୋଧରେ ଅହିଂସାର ଲଢେଇ | ଅନ୍ୟାୟ ବିରୋଧରେ ନ୍ୟାୟର ଲଢେଇ

01/07/2026

ଅଯୋଧ୍ୟା… ଏବେ ବି ଯଦି ଆପଣଙ୍କ ଭିତରେ ମାନବିକତା ବଞ୍ଚିଛି, ତେବେ ସମ୍ଭଳି ଯାଆନ୍ତୁ।

ଧର୍ମ ହେଉଛି ଜୀବନ ବଞ୍ଚିବାର ପଥ, ତାହାକୁ ସଂଘର୍ଷର ଅସ୍ତ୍ର କରନ୍ତୁ ନାହିଁ।

ଧର୍ମ ଲୋକଙ୍କୁ ଯୋଡ଼ିବା ପାଇଁ, ଭାଗ କରିବା ପାଇଁ ନୁହେଁ।

#बीजेपी #अयोध्या #राम_मंदिर #भाजपा #आरएसएस

30/06/2026

ମିଛୁଆ ମୋଦି ଆଉ ତାଙ୍କ ମିଛ ଆୱାର୍ଡ

ତାମିଲନାଡ଼ୁ ରେ କଂଗ୍ରେସ ଦଳ ତରଫରୁ ଆମ ପ୍ରିୟ Banti Bhai କୁ ପୁଷ୍ପ ମାଳ ଦେଇ ସ୍ବାଗତ କରିଛନ୍ତି
27/06/2026

ତାମିଲନାଡ଼ୁ ରେ କଂଗ୍ରେସ ଦଳ ତରଫରୁ ଆମ ପ୍ରିୟ Banti Bhai କୁ ପୁଷ୍ପ ମାଳ ଦେଇ ସ୍ବାଗତ କରିଛନ୍ତି

ପୁରୁଣାତିଗିରିଆରେ ୨୫ ବର୍ଷ ପରେ ପୁଣି ଜୀବନ୍ତ ହେଲା ମା’ ରାମଚଣ୍ଡୀ ତରୁଣ ଦଣ୍ଡ ନୃତ୍ୟକଟକ ଜିଲ୍ଲାର ପୁରୁଣାତିଗିରିଆ ସ୍ଥିତ ମା’ ରାମଚଣ୍ଡୀ ପୀ...
27/06/2026

ପୁରୁଣାତିଗିରିଆରେ ୨୫ ବର୍ଷ ପରେ ପୁଣି ଜୀବନ୍ତ ହେଲା ମା’ ରାମଚଣ୍ଡୀ ତରୁଣ ଦଣ୍ଡ ନୃତ୍ୟ

କଟକ ଜିଲ୍ଲାର ପୁରୁଣାତିଗିରିଆ ସ୍ଥିତ ମା’ ରାମଚଣ୍ଡୀ ପୀଠରେ ଦୀର୍ଘ ୨୫ ବର୍ଷ ପରେ ତରୁଣ ଦଣ୍ଡ ନୃତ୍ୟ ପୁଣି ନୂଆ ରୂପରେ ଆରମ୍ଭ ହୋଇଛି। କଳାନ୍ଦୀ, ତାପନ, ପ୍ରଶାନ୍ତ ଓ ଷ୍ଟାଫ୍‌ଙ୍କ ଅପ୍ରାଣ ଚେଷ୍ଟାରେ ଗଢ଼ି ଉଠିଥିବା ଏହି ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ନିଜକୁ ଗର୍ବିତ ମନେ କରୁଛି ବୋଲି କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସମ୍ପାଦକ **ସାଇରାମ ମହାନ୍ତି**।

ମା’ ରାମଚଣ୍ଡୀଙ୍କ ଆଶୀର୍ବାଦରେ ଏହି ପାରମ୍ପରିକ କଳା ଆଗକୁ ଆହୁରି ପ୍ରସାର ଲାଭ କରୁ — ଏହା ହିଁ ସମସ୍ତଙ୍କ କାମନା। 🙏

୪ର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା।ତଥାପି ୮୦ କୋଟି ଭାରତୀୟ ଏବେ ବି ମାଗଣା ରାସନ ଉପରେ ନିର୍ଭର କରୁଛନ୍ତି।ଅଭିବୃଦ୍ଧି କେବଳ କୋଟିପତି ସୃଷ୍ଟି କରିବ...
24/06/2026

୪ର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା।

ତଥାପି ୮୦ କୋଟି ଭାରତୀୟ ଏବେ ବି ମାଗଣା ରାସନ ଉପରେ ନିର୍ଭର କରୁଛନ୍ତି।

ଅଭିବୃଦ୍ଧି କେବଳ କୋଟିପତି ସୃଷ୍ଟି କରିବା ନୁହେଁ,
ଏହା ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ।

୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହେଲା।ଆମେରିକାର ବିବୃତ୍ତିରେ ନା ଦୁଃଖ ପ୍ରକାଶ ଥିଲା, ନା କ୍ଷମା ପ୍ରାର୍ଥନା।ବରଂ ସ୍ପଷ୍ଟ ଚେତାବନୀ ଦିଆଗଲା —...
14/06/2026

୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହେଲା।

ଆମେରିକାର ବିବୃତ୍ତିରେ ନା ଦୁଃଖ ପ୍ରକାଶ ଥିଲା, ନା କ୍ଷମା ପ୍ରାର୍ଥନା।

ବରଂ ସ୍ପଷ୍ଟ ଚେତାବନୀ ଦିଆଗଲା —
“Violations of the U.S. blockade and illicit transport of Iranian oil will not be tolerated.”

ପ୍ରଶ୍ନ ହେଉଛି…

୩ ଜଣ ଭାରତୀୟଙ୍କ ଜୀବନର ମୂଲ୍ୟ କ’ଣ?

ସେହି “ଲାଲ ଆଖି” କେଉଁଠି ଗଲା, ଯାହାର କଥା ଆମେ ବାରମ୍ବାର ଶୁଣୁଛୁ?

ଭାରତୀୟଙ୍କ ଜୀବନ ଓ ସମ୍ମାନ ଦୁନିଆର ଯେକୌଣସି କୋଣରେ ସୁରକ୍ଷିତ ରହିବା ଉଚିତ।

ଆଠଗଡ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ର ତିଗିରିଆ ବ୍ଲକ ସୋମପଡା ପଞ୍ଚାୟତରେ  କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ |
12/06/2026

ଆଠଗଡ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ର ତିଗିରିଆ ବ୍ଲକ ସୋମପଡା ପଞ୍ଚାୟତରେ କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ |

ଆଠଗଡ଼ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଭପୁଟ ପଞ୍ଚାୟତ ବଉଳାଙ୍ଗ ଗ୍ରାମ ରେ ବାବା ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାଦେବ ଙ୍କ ପ୍ର...
16/02/2026

ଆଠଗଡ଼ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଭପୁଟ ପଞ୍ଚାୟତ ବଉଳାଙ୍ଗ ଗ୍ରାମ ରେ ବାବା ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାଦେବ ଙ୍କ ପ୍ରଥମ ଜନ୍ମ ବାର୍ଷିକ ଉତ୍ସବରେ ତିଗିରିଆ ଯୁବ ନେତା ଶୁଭାଶିଷ ମିଶ୍ର, ହିମାଂଶୁ ମହାନ୍ତି, ରମେଶ ରାଉତ ଯୋଗ ଦେଇ ପ୍ରଭୁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରଭୁ ଙ୍କ ପାଖରେ ଅଞ୍ଚଳ ବାସି ଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଥିଲେ ।

ତିଗିରିଆ ବ୍ଳକ ଗଦାଧରପୁର ପଞ୍ଚାୟତ ହରିଶରଣପୁର ଗ୍ରାମ ରେ ୨୦ ତମ  ବାର୍ଷିକ ଭାଗବତ ମହାଯଜ୍ଞ  ରେ ଯୋଗ ଦେଲେ ତିଗିରିଆ କଂଗ୍ରେସ ର ଯୁବ ନେତା ସୁ...
15/02/2026

ତିଗିରିଆ ବ୍ଳକ ଗଦାଧରପୁର ପଞ୍ଚାୟତ ହରିଶରଣପୁର ଗ୍ରାମ ରେ ୨୦ ତମ ବାର୍ଷିକ ଭାଗବତ ମହାଯଜ୍ଞ ରେ ଯୋଗ ଦେଲେ ତିଗିରିଆ କଂଗ୍ରେସ ର ଯୁବ ନେତା ସୁଭାଶିଷ ମିଶ୍ର, ହିମାଂଶୁ ମହାନ୍ତି, ରମେଶ ରାଉତ, ପ୍ରଭୁ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରଭୁ ଙ୍କ ପାଖରେ ତିଗିରିଆ ବାସି ଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କଲେ।

ତିଗିରିଆ ବ୍ଲକ ପୁରୁଣା ତିଗିରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପରମ କଲ୍ୟାଣ ମୟୀ ମା ଉଗ୍ରତାରା ଙ୍କ ଏକବିଂଶ ତମ ଜନ୍ମ ମହୋତ୍ସବ ଯଜ୍ଞ ରେ ଯୋଗଦେଲ...
01/02/2026

ତିଗିରିଆ ବ୍ଲକ ପୁରୁଣା ତିଗିରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପରମ କଲ୍ୟାଣ ମୟୀ ମା ଉଗ୍ରତାରା ଙ୍କ ଏକବିଂଶ ତମ ଜନ୍ମ ମହୋତ୍ସବ ଯଜ୍ଞ ରେ ଯୋଗଦେଲେ କଂଗ୍ରେସ ଯୁବ ନେତା ମନୋରଞ୍ଜନ ପଟ୍ଟନାୟକ ଓ ସୁଭାଶିଷ ମିଶ୍ର l

Address

Tigiria
Athagarh
754030

Website

Alerts

Be the first to know and let us send you an email when Tigiria Congress posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share