cpim, Baleswar

cpim, Baleswar CPIM, Baleswar

21/03/2026
ଗତ 20ମାର୍ଚ୍ଚ ଠାରୁ ଯାଜପୁର, ଭଦ୍ରକ, ମୟୁରଭଞ୍ଜ ଏବଂ ବାଲେଶ୍ୱର ଠାରୁ ଆସିଥିବା ସିପିଆଇଏମ ର ଆଗୁଆ ସାଥୀ ମାନଙ୍କର ଜୋନ ସ୍ତରୀୟ ଶିକ୍ଷା ଶିବିର...
21/03/2026

ଗତ 20ମାର୍ଚ୍ଚ ଠାରୁ ଯାଜପୁର, ଭଦ୍ରକ, ମୟୁରଭଞ୍ଜ ଏବଂ ବାଲେଶ୍ୱର ଠାରୁ ଆସିଥିବା ସିପିଆଇଏମ ର ଆଗୁଆ ସାଥୀ ମାନଙ୍କର ଜୋନ ସ୍ତରୀୟ ଶିକ୍ଷା ଶିବିର ଚାଲିଛି l ଏହି ଶିକ୍ଷା ଶିବିର ଆସନ୍ତା 22ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ l ମୁଖ୍ୟତଃ ସମ୍ରାଜ୍ୟବାଦ ଓ ନବ୍ୟ ଉଦାରବାଦର ପ୍ରଭାବ, ପାର୍ଟି କର୍ମସୂଚୀ, ହିନ୍ଦୁତ୍ୱ ଓ ହିନ୍ଦୁ ରାଷ୍ଟ୍ର, ପାର୍ଟି ସଂଗଠନ ଏବଂ ସାମ୍ପ୍ରତିକ ପରସ୍ଥିତି ଓ ପାର୍ଟି ସମ୍ମୁଖରେ କର୍ତ୍ତବ୍ୟ ଉପରେ ଆଲୋଚନା କରା ଯାଇଛି l ଏଥିରେ କ. ଜନାର୍ଦନ ପତି, କ. ସନ୍ତୋଷ ଦାସ, କ. ବସନ୍ତ ମାଝୀ, କ. ଶିଶିର ହୁଇ ଏବଂ କ. ସୁରେଶ ପାଣିଗ୍ରାହୀ ଶିକ୍ଷକ ଭାବେ ଯୋଗ ଦେଇ ଥିଲେ l

15/02/2026

19,ଜାନୁଆରୀ, 2026 ସିଟୁ, କୃଷକ ସଭା, କ୍ଷେତମଜଦୁର ର ମିଳିତ ପ୍ରତିବାଦ ବିକ୍ଷୋଭ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମନାରେ ll

ଆଜି ରାସଗୋବିନ୍ଦପୁର ଠାରେ ସିପିଆଇଏମ ର ଗଣ ବିକ୍ଷୋଭ l
14/11/2025

ଆଜି ରାସଗୋବିନ୍ଦପୁର ଠାରେ ସିପିଆଇଏମ ର ଗଣ ବିକ୍ଷୋଭ l

I got 4 reactions on my recent top post! Thank you all for your continued support. I could not have done it without you....
14/11/2025

I got 4 reactions on my recent top post! Thank you all for your continued support. I could not have done it without you. 🙏🤗🎉

ଗତ 13,ଅକ୍ଟୋବର, 2025 ଦିନ ବାଲେଶ୍ୱର ଜିଲ୍ଲାର ସମସ୍ତ ପାର୍ଟି ବ୍ରାଞ୍ଚ ସମ୍ପାଦକ, ଆଞ୍ଚଳିକ କମିଟି ସଭ୍ୟ ଏବଂ ଜିଲ୍ଲା କମିଟି ସଭ୍ୟ ମାନଙ୍କର ...
18/10/2025

ଗତ 13,ଅକ୍ଟୋବର, 2025 ଦିନ ବାଲେଶ୍ୱର ଜିଲ୍ଲାର ସମସ୍ତ ପାର୍ଟି ବ୍ରାଞ୍ଚ ସମ୍ପାଦକ, ଆଞ୍ଚଳିକ କମିଟି ସଭ୍ୟ ଏବଂ ଜିଲ୍ଲା କମିଟି ସଭ୍ୟ ମାନଙ୍କର ସାଧାରଣ ବୈଠକ ଓ ଜିଲ୍ଲା କମିଟି ବୈଠକ ହୋଇଥିଲା l ଏହି ବୈଠକରେ ପାର୍ଟି ର ପିବିଏମ କ. ଶ୍ରୀଦୀପ ଭଟ୍ଟାଚାର୍ଯ୍ୟ ଏବଂ ରାଜ୍ୟ ସମ୍ପାଦକ ଶିଶିର ହୁଇ ଯୋଗ ଦେଇଥିଲେ l

ଗତ କାଲି ୨୯, ଅଗଷ୍ଟ, ୨୦୨୫ ନୀଳଗିରିସ୍ତ ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ସିପିଆଇଏମ ର ପ୍ରଥମ ରାଜ୍ୟ ସମ୍ପାଦକ, ନୀଳଗିରି ପ୍ରଜାଆନ୍ଦୋଳନର ...
30/08/2025

ଗତ କାଲି ୨୯, ଅଗଷ୍ଟ, ୨୦୨୫ ନୀଳଗିରିସ୍ତ ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ସିପିଆଇଏମ ର ପ୍ରଥମ ରାଜ୍ୟ ସମ୍ପାଦକ, ନୀଳଗିରି ପ୍ରଜାଆନ୍ଦୋଳନର ମୁଖ୍ୟ କାଣ୍ଡାରୀ କ୍ରାନ୍ତି ପୁରୁଷ ବନମାଳୀ ଦାସଙ୍କ ୧୦୭ ଜନ୍ମ ଜୟନ୍ତୀ ରେ ସଂଗଠିତ ହୋଇଥିବା କାର୍ଯ୍ୟକ୍ରମ ର ସମ୍ବାଦ ପରିବେଷଣ କରିଥିବା ସମ୍ବାଦ ପତ୍ର l

27/08/2025
20/08/2025
15/08/2025
15/08/2025

Address

Nuabazar, Near Fandi Square, Baleswar
Balasore

Website

Alerts

Be the first to know and let us send you an email when cpim, Baleswar posts news and promotions. Your email address will not be used for any other purpose, and you can unsubscribe at any time.

Share