10/10/2026
ପବିତ୍ର ମହାଳୟା ଅବସରରେ ଆମର ଇଷ୍ଟ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନର ସୌଭାଗ୍ୟ ଲାଭ କଲି।
ମା’ଙ୍କର ଏହି ଦିବ୍ୟ ଓ ମନୋମୁଗ୍ଧକର ରୂପ ଦର୍ଶନ କରି ମୋର ମନ ଭକ୍ତି ଓ ଆନନ୍ଦରେ ଭରିଗଲା। ମା’ଙ୍କ ଅପାର କରୁଣା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।
ଜୟ ମା’ ସମଲେଶ୍ୱରୀ। 🚩