ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟୀ, ମୟୂରଭଞ୍ଜ

  • Home
  • India
  • Baripada
  • ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟୀ, ମୟୂରଭଞ୍ଜ

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟୀ, ମୟୂରଭଞ୍ଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ,ବେତନଟୀ , ମୟୂରଭଞ୍ଜ

ଓଡ଼ିଶା ଦିବସ ଉପଲକ୍ଷେ ସୁସଜ୍ଜିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗଡଦେଉଳିଆ  #ଓଡ଼ିଶପକ୍ଷ୨୦୨୫  Odia Language Literature & Culture Depar...
01/04/2025

ଓଡ଼ିଶା ଦିବସ ଉପଲକ୍ଷେ ସୁସଜ୍ଜିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗଡଦେଉଳିଆ

#ଓଡ଼ିଶପକ୍ଷ୨୦୨୫ Odia Language Literature & Culture Department, Government of Odisha

Basudha drinking water facility visit  and PMAY survey by PEO Gaddeulia GP
04/02/2025

Basudha drinking water facility visit and PMAY survey by PEO Gaddeulia GP

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ । ଗଡଦେଉଳିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟ...
31/01/2025

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ । ଗଡଦେଉଳିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟୀ, ମୟୂରଭଞ୍ଜ

ପ୍ରଧାନମନ୍ତ୍ରୀ ଆଵାସ ଯୋଜନା (ଗ୍ରାମୀଣ) ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେର ଶୁଭାରମ୍ଭ।  #ପୂରଣ_ହେବ_ପକ୍କା_ଘର_ଆଶା  #ବିକଶିତ_ହେବ_...
24/01/2025

ପ୍ରଧାନମନ୍ତ୍ରୀ ଆଵାସ ଯୋଜନା (ଗ୍ରାମୀଣ) ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେର ଶୁଭାରମ୍ଭ। #ପୂରଣ_ହେବ_ପକ୍କା_ଘର_ଆଶା #ବିକଶିତ_ହେବ_ଆମ_ଓଡ଼ିଶା

15/11/2024

ଗଡଦେଉଳିଆ ଗ୍ରାମ କୁ ନିଶା ମୁକ୍ତ ଗ୍ରାମ ଗଠନ କରିବା ପାଇଁ ଶପଥ ପାଠ କରାଗଲା । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟୀ, ମୟୂରଭଞ୍ଜ

ବିଶିଷ୍ଟ ଆଦିବାସୀ ନେତା ତଥା ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସ୍ବତନ୍ତ୍ର ଗ୍ରାମ ସଭା ଏ...
15/11/2024

ବିଶିଷ୍ଟ ଆଦିବାସୀ ନେତା ତଥା ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସ୍ବତନ୍ତ୍ର ଗ୍ରାମ ସଭା ଏବଂ ପ୍ରଶିକ୍ଷଣ ଶିବିର , ଗଡଦେଉଳିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟୀ, ମୟୂରଭଞ୍ଜ

Food arrangement at Temporary shelter for Cyclone "Dana" , Gaddeulia GP
25/10/2024

Food arrangement at Temporary shelter for Cyclone "Dana" , Gaddeulia GP

Evacuation people from their katccha house to the temporary shelter, Gaddeulia GP
25/10/2024

Evacuation people from their katccha house to the temporary shelter, Gaddeulia GP

Preparatory meeting at panchayat level and pre visit of temporary shelter for Cyclone "Dana" , Gaddeulia GP
25/10/2024

Preparatory meeting at panchayat level and pre visit of temporary shelter for Cyclone "Dana" , Gaddeulia GP

ଗାନ୍ଧୀ ଜୟନ୍ତୀ ପାଳନ ଏବଂ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ଗଡଦେଉଳିଆ ଗ୍ରାମପଞ୍ଚାୟତ
02/10/2024

ଗାନ୍ଧୀ ଜୟନ୍ତୀ ପାଳନ ଏବଂ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ଗଡଦେଉଳିଆ ଗ୍ରାମପଞ୍ଚାୟତ

Address

Gaddeulia
Baripada

Opening Hours

Monday 10am - 5pm
Tuesday 10am - 5pm
Wednesday 10am - 5pm
Thursday 10am - 5pm
Friday 10am - 5pm
Saturday 10am - 5pm

Alerts

Be the first to know and let us send you an email when ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଗଡଦେଉଳିଆ ,ବେତନଟୀ, ମୟୂରଭଞ୍ଜ posts news and promotions. Your email address will not be used for any other purpose, and you can unsubscribe at any time.

Share