Jharkhand Mukti morcha Mayurbhanj

Jharkhand Mukti morcha Mayurbhanj at/po khunta Mayurbhanj odisha

28/03/2026

ଏହା ଦ୍ୱାରା ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ବ୍ଲକ ସଭାପତି ଏବଂ ସଦସ୍ୟ/ସଦସ୍ୟାମାନଙ୍କୁ ଅବଗତ କରାଯାଉଛି ଯେ—
ଆସନ୍ତା ତାରିଖ ୨୯-୦୩-୨୦୨୬ (ରବିବାର) ଦିନ ପୂର୍ବାହ୍ନ ୧୧ଟା ସମୟରେ ଆମ ରାଜ୍ୟର ମାନନୀୟା ରାଜ୍ୟ ସଭାପତି ଶ୍ରୀମତୀ ଅଞ୍ଜନୀ ସୋରେନଙ୍କର ବହଳଦା ବ୍ଲକ ଅନ୍ତର୍ଗତ ସୋନାପୋଷି ଗ୍ରାମକୁ ଆଗମନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଥିଲା। କିନ୍ତୁ କୌଣସି ଅନିବାର୍ୟ କାରଣବଶତଃ ଉକ୍ତ କାର୍ଯ୍ୟକ୍ରମଟିକୁ ପରିବର୍ତ୍ତନ କରାଯାଇ ଏବେ ତାରିଖ ୩୦-୦୩-୨୦୨୬ (ସୋମବାର) ଦିନ ପୂର୍ବାହ୍ନ ୧୧ଟା ସମୟରେ ଅନୁଷ୍ଠିତ ହେବ।
ଉଲ୍ଲେଖ୍ୟ ଯେ, ଗତ ୧୨-୦୩-୨୦୨୬ ତାରିଖରେ ବହଳଦା ବ୍ଲକର ବିଂଝୁଆ ଗ୍ରାମରେ ଘଟିଥିବା ଏକ ଲଜ୍ଜାଜନକ ଘଟଣାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ତୀବ୍ର ପରିସ୍ଥିତି ପରିପ୍ରେକ୍ଷିତରେ, ସୋନାପୋଷି ଗ୍ରାମର ୩୪ ଜଣ ନିର୍ଦୋଷ ମହିଳା ଓ ପୁରୁଷଙ୍କୁ ଜିଲ୍ଲା ପୋଲିସ ଦ୍ୱାରା ଜେଲ ହାଜତକୁ ପଠାଯାଇଥିଲା।
ଏହି ପରିପ୍ରେକ୍ଷିତରେ ମାନନୀୟା ରାଜ୍ୟ ସଭାପତି ଉକ୍ତ ପୀଡିତ ଲୋକମାନଙ୍କୁ ଭେଟିବା ସହିତ ଘଟଣା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବେ।
ଏହେତୁ, ସମସ୍ତଙ୍କୁ ବିନମ୍ର ଅନୁରୋଧ ଯେ, ପୂର୍ବ ନିର୍ଦ୍ଧାରିତ ତାରିଖ ୨୯-୦୩-୨୦୨୬ (ରବିବାର) ପରିବର୍ତ୍ତେ ନବନିର୍ଦ୍ଧାରିତ ତାରିଖ ୩୦-୦୩-୨୦୨୬ (ସୋମବାର) ଦିନ ପୂର୍ବାହ୍ନ ୧୧ଘଟିକା ସମୟରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିବେ।

ଆବାହକ
ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା
ମୟୁରଭଞ୍ଜ ଜିଲ୍ଲା କମିଟି

ଆଦିବାସୀ ଙ୍କ ମେଳା ରେ ଆଦିବାସୀ ଙ୍କ ପରମ୍ପପରା ଦୃଶ୍ୟ ମାନ କରାଯାଇଛି ମେଳା ରେ
02/03/2026

ଆଦିବାସୀ ଙ୍କ ମେଳା ରେ ଆଦିବାସୀ ଙ୍କ ପରମ୍ପପରା ଦୃଶ୍ୟ ମାନ କରାଯାଇଛି ମେଳା ରେ

ଖୁଣ୍ଟା ବ୍ଲକ କରକୋଚିଆ ଗ୍ରାମପଞ୍ଚାୟତ ର ପଞ୍ଚାୟତ କମିଟି ଗୋଠନ କରାଗଲା ଖୁଣ୍ଟା ବ୍ଲକ ର ସଭାପତି ଶ୍ରୀ ଯୁକ୍ତି ବିକରମ ମୁର୍ମୁ ଙ୍କ ନେତୃତ୍ୱ ର...
01/03/2026

ଖୁଣ୍ଟା ବ୍ଲକ କରକୋଚିଆ ଗ୍ରାମପଞ୍ଚାୟତ ର ପଞ୍ଚାୟତ କମିଟି ଗୋଠନ କରାଗଲା ଖୁଣ୍ଟା ବ୍ଲକ ର ସଭାପତି ଶ୍ରୀ ଯୁକ୍ତି ବିକରମ ମୁର୍ମୁ ଙ୍କ ନେତୃତ୍ୱ ରେ ଓ jmm ର ସମର୍ଥକ କର୍ମୀ ଙ୍କ ସହଯୋଗ ରେ

14/01/2026
23/12/2025

Kisan tandi community health center(CHC) ରେ JMM murada block committee ତରଫ ରୁ ଖାଲି ଥିବା ଡ଼ାକ୍ତର ପଦବୀ ପୂରଣ ସହିତ x-ray ଓ ultrasound machine ବସାଇ ବା ପାଇଁ ଧାରଣା ସହିତ Health minister ଙ୍କ ଉଦ୍ଦେଶ୍ୟ ରେ ମେଡିକାଲ superintendent ଜରିଆରେ memorandum ଦୀୟା ଗଲା।

ବରିଷ୍ଠ ଝାରଖଣ୍ଡ କର୍ମୀ  ଜଗନ୍ନାଥ ମାର୍ଣ୍ଡି ଙ୍କ ବିୟୋଗରେ ଶୋକ ସନ୍ତତ୍ପ ପରିବାର ଙ୍କୁ ସମବେଦନା ଜଣାଇବା ପାଇଁ ଶ୍ରୀଯୁକ୍ତ କୃଷ୍ଣ ଦାସ,ମୟୂରଭ...
16/11/2025

ବରିଷ୍ଠ ଝାରଖଣ୍ଡ କର୍ମୀ ଜଗନ୍ନାଥ ମାର୍ଣ୍ଡି ଙ୍କ ବିୟୋଗରେ ଶୋକ ସନ୍ତତ୍ପ ପରିବାର ଙ୍କୁ ସମବେଦନା ଜଣାଇବା ପାଇଁ ଶ୍ରୀଯୁକ୍ତ କୃଷ୍ଣ ଦାସ,ମୟୂରଭଞ୍ଜ jmm ପ୍ରେସିଡେଣ୍ଟ,ଙ୍କ ସହିତ ଦିବାକର ସୋରେନ ଓ ସନାତନ ମୁର୍ମୁ।

ଯୁବ ନେତୃତ୍ୱ
09/11/2025

ଯୁବ ନେତୃତ୍ୱ

MISSION GHATSILA JMM
27/10/2025

MISSION GHATSILA JMM

26/10/2025

Address

Khunta
Baripada
757075

Website

Alerts

Be the first to know and let us send you an email when Jharkhand Mukti morcha Mayurbhanj posts news and promotions. Your email address will not be used for any other purpose, and you can unsubscribe at any time.

Share