Pradyumna Tripathy

Pradyumna Tripathy Pradyumna Kumar Tripathy (Babulu) is now working as PRESIDENT BARGARH DIST BIJU YUVA JANATA DAL.

EX Vice Chairman NAC Barpali
Ex Senate Member Sambalpur University
Ex president/General secretary student's union barpali college barpali
president LifeLine

Today my son's Birth day Aditya@Atul Need Your Bless.
29/03/2026

Today my son's Birth day
Aditya@Atul Need Your Bless.

10/03/2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ଚିନ୍ତା ପ୍ରକଟ କଲେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ। ଯୁଦ୍ଧ ଭୂମିରୁ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଲେ ଅପିଲ୍ ।

ଭୁବନେଶ୍ୱର ଚାଲୋ 24 ଫେବୃୟାରୀ 2026
23/02/2026

ଭୁବନେଶ୍ୱର ଚାଲୋ
24 ଫେବୃୟାରୀ 2026

ତୃତୀୟ ଥର ପାଇଁ ବରଗଡ ଜିଲ୍ଲା ଯୁବ ସଭାପତି ଦାୟିତ୍ଵ ପୁନର୍ବାର ଦେଇଥିବାରୁ  ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ...
12/02/2026

ତୃତୀୟ ଥର ପାଇଁ ବରଗଡ ଜିଲ୍ଲା ଯୁବ ସଭାପତି ଦାୟିତ୍ଵ ପୁନର୍ବାର ଦେଇଥିବାରୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ, ଜିଲ୍ଲା ର ସମସ୍ତ ନେତୃତ୍ୱ,ସମସ୍ତ କର୍ମୀ ଏବଂ ଶୁଭେଚ୍ଛୁ ମାନଙ୍କୁ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଦଳ କୁ କିଭଳି ସଶକ୍ତ ହେବ ତା ପାଇଁ ନିଷ୍ଠା ର ସହ କାର୍ଯ୍ୟ କରିବି 🙏🙏

ଆମ ସମସ୍ତ ଙ୍କ ପ୍ରିୟ  #ଗୌର_ହରି_ମିଶ୍ର ଙ୍କ ଜନ୍ମ ଦିବସ ରେ  ମାଁ ସମଲେଶ୍ୱରୀ ଙ୍କ ନିକଟରେ ତାଙ୍କ ଉତୋରତ୍ତର ପାଇଁ ପ୍ରାର୍ଥନା
09/02/2026

ଆମ ସମସ୍ତ ଙ୍କ ପ୍ରିୟ #ଗୌର_ହରି_ମିଶ୍ର ଙ୍କ ଜନ୍ମ ଦିବସ ରେ ମାଁ ସମଲେଶ୍ୱରୀ ଙ୍କ ନିକଟରେ ତାଙ୍କ ଉତୋରତ୍ତର ପାଇଁ ପ୍ରାର୍ଥନା

Address

Barpali

Website

Alerts

Be the first to know and let us send you an email when Pradyumna Tripathy posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Pradyumna Tripathy:

Share

Category