Manab premi Nila Bhaula

Manab premi Nila Bhaula ଆପଣଙ୍କ କର୍ମ ହିଁ ଆପଣଙ୍କର ପରିଚୟ।
କର୍ମ ହିଁ ଭଗବାନ social worker And
insurance Advisor (LIC)
(2)

ଜନ୍ମାଷ୍ଟମୀ ଉପଲକ୍ଷେ ରାଳବ ଗ୍ରାମର କୁଞ୍ଜବିହାରୀ ମନ୍ଦିର ଉତ୍ସବ ମୁଖର।
04/09/2026

#ବିପଦର_ବନ୍ଧୁ_ଓଡ଼ିଶା_ସଙ୍ଗଠନ_ପକ୍ଷରୁ_ଭିନ୍ନକ୍ଷମ_ଭଉଣୀଙ୍କୁ_ସ୍ବାବଲମ୍ବୀ_କରେଇବାର_ପ୍ରୟାସ।
କ୍ଷଣସ୍ଥାୟୀ ସାହାଯ୍ୟରେ ଆମେ ସୀମିତ ରହିବା ନୁହେଁ ଚିର କାଳ ସ୍ୱାବଲମ୍ବୀ କରି ସ୍ୱାଭିମାନି ମଣିଷ ସୃଷ୍ଟି କରିବା ବିପଦର ବନ୍ଧୁ ଓଡ଼ିଶାର ସର୍ବୋତ୍ତମ ଲକ୍ଷ୍ୟ। ସେହି ଧାରାରେ ଛତ୍ରପୁରସ୍ଥିତ ଆର୍ଯ୍ୟପଲ୍ଲୀର ଓଡ଼ିଆରପି କଲୋନୀର ଭାଗ୍ୟଲକ୍ଷ୍ମୀ ବେହେରାଙ୍କ ବିପଦର ବନ୍ଧୁ ସାଜିଛି ଆମ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା। ଶାରୀରିକ ଅକ୍ଷମତା ଲାଗି ପିଲାଠୁ ଦିନରୁ ସଂଘର୍ଷ କରୁଥିବା ଭାଗ୍ୟ ଭଉଣୀ ଜୀବନର ଆଉ ଜଣେ ଦିବ୍ୟାଙ୍ଗ ସହାରା ସାଜିବା ପାଇଁ ଅଣ୍ଟା ଭିଡିଥିଲେ ତେଣୁ କିଛି ଦିନ ତଳେ ସେ ବିବାହ କରିଥିଲେ। କିନ୍ତୁ ସୀମିତ ସୁବିଧା ମଧ୍ୟରେ ମୁଣ୍ଡ ଉପରେ ଦି ଜଣଙ୍କ ଗୁଜୁରାଣ ମେଣ୍ଟାଇବାର ବୋଝ ଏବଂ ଅକ୍ଷମତା ଭାଗ୍ୟଲକ୍ଷ୍ମୀ ଭଉଣୀଙ୍କ ମନୋବଳ ଦୁର୍ବଳ କରୁଥିଲା। ଏଭଳି ଏକ ପରିସ୍ଥିତିରେ ତାଙ୍କ ବିପଦର ବନ୍ଧୁ ସାଜି ତାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସଂଗଠନ ତରଫରୁ ଏକ ଛୋଟିଆ ଦୋକାନ କରି ଦିଆଯାଇଅଛି। ଅନୁଷ୍ଠାନର ସଦସ୍ୟମାନେ ଭଉଣୀଙ୍କ ପାଖରେ ପହଞ୍ଚି ଦୋକାନ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା ସହ ଆଜୀବନ ସେମାନଙ୍କ ସେବାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭଉଣୀ ଅନୁଷ୍ଠାନର ସହଯୋଗକୁ ଶେଷ ନିଶ୍ୱାସ ଯାଏଁ ମନେ ରଖିବା ସହ ନିଜ ପରିଶ୍ରମ ଦ୍ୱାରା ସଂଗଠନର ଲକ୍ଷ୍ୟକୁ ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସ କରିବେ ବୋଲି କହିଛନ୍ତି।
#ଛତ୍ରପୁର #ଗଞ୍ଜାମ Bipadara Bandhu,Odisha

04/09/2026
  ଆମ ରାଳବ ଗ୍ରାମର ପ୍ରଭୁ କୁଞ୍ଜବିହାରୀ ମନ୍ଦିର ରେ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ରାଧା କୃଷ୍ଣ ଙ୍କ ଭେସ ପଡ଼ି ପ୍ରଭୁଙ୍କୁ ଦର୍ଶନ କରିବ...
04/09/2026

ଆମ ରାଳବ ଗ୍ରାମର ପ୍ରଭୁ କୁଞ୍ଜବିହାରୀ ମନ୍ଦିର ରେ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ରାଧା କୃଷ୍ଣ ଙ୍କ ଭେସ ପଡ଼ି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି।

ସିକିରି ମଣ୍ଡଳର ମଣ୍ଡଳ ସଭାପତି ମାର୍କଣ୍ଡ ପାଣିଗ୍ରାହୀଙ୍କ ସଭାପତିତ୍ବ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ସିକିରି ରାଜୀବ ଗାନ୍ଧୀ ସେବାକେନ...
03/09/2026

ସିକିରି ମଣ୍ଡଳର ମଣ୍ଡଳ ସଭାପତି ମାର୍କଣ୍ଡ ପାଣିଗ୍ରାହୀଙ୍କ ସଭାପତିତ୍ବ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ସିକିରି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରକାଶ ମଙ୍ଗରାଜ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ହିଞ୍ଜିଳି ବିଧାୟକ ପାର୍ଥି ଶ୍ରୀ ଶିଶିର ମିଶ୍ର ଭାଇନା ଯୋଗ ଦେଇଥିଲେ।
CMO Odisha Manmohan Samal Sisir Mishra

 #ଭିନ୍ନକ୍ଷମ_ଭଉଣୀକୁ_ସ୍ବାବଲମ୍ବୀ_କରିବାର_ପ୍ରୟାସ।କ୍ଷଣସ୍ଥାୟୀ ସାହାଯ୍ୟରେ ଆମେ ସୀମିତ ରହିବା ନୁହେଁ ଚିର କାଳ ସ୍ୱାବଲମ୍ବୀ କରି ସ୍ୱାଭିମାନି...
03/09/2026

#ଭିନ୍ନକ୍ଷମ_ଭଉଣୀକୁ_ସ୍ବାବଲମ୍ବୀ_କରିବାର_ପ୍ରୟାସ।
କ୍ଷଣସ୍ଥାୟୀ ସାହାଯ୍ୟରେ ଆମେ ସୀମିତ ରହିବା ନୁହେଁ ଚିର କାଳ ସ୍ୱାବଲମ୍ବୀ କରି ସ୍ୱାଭିମାନି ମଣିଷ ସୃଷ୍ଟି କରିବା ବିପଦର ବନ୍ଧୁ ଓଡ଼ିଶାର ସର୍ବୋତ୍ତମ ଲକ୍ଷ୍ୟ। ସେହି ଧାରାରେ ଛତ୍ରପୁରସ୍ଥିତ ଆର୍ଯ୍ୟପଲ୍ଲୀର ଓଡ଼ିଆରପି କଲୋନୀର ଭାଗ୍ୟଲକ୍ଷ୍ମୀ ବେହେରାଙ୍କ ବିପଦର ବନ୍ଧୁ ସାଜିଛି ଆମ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା। ଶାରୀରିକ ଅକ୍ଷମତା ଲାଗି ପିଲାଠୁ ଦିନରୁ ସଂଘର୍ଷ କରୁଥିବା ଭାଗ୍ୟ ଭଉଣୀ ଜୀବନର ଆଉ ଜଣେ ଦିବ୍ୟାଙ୍ଗ ସହାରା ସାଜିବା ପାଇଁ ଅଣ୍ଟା ଭିଡିଥିଲେ ତେଣୁ କିଛି ଦିନ ତଳେ ସେ ବିବାହ କରିଥିଲେ। କିନ୍ତୁ ସୀମିତ ସୁବିଧା ମଧ୍ୟରେ ମୁଣ୍ଡ ଉପରେ ଦି ଜଣଙ୍କ ଗୁଜୁରାଣ ମେଣ୍ଟାଇବାର ବୋଝ ଏବଂ ଅକ୍ଷମତା ଭାଗ୍ୟଲକ୍ଷ୍ମୀ ଭଉଣୀଙ୍କ ମନୋବଳ ଦୁର୍ବଳ କରୁଥିଲା। ଏଭଳି ଏକ ପରିସ୍ଥିତିରେ ତାଙ୍କ ବିପଦର ବନ୍ଧୁ ସାଜି ତାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସଂଗଠନ ତରଫରୁ ଏକ ଛୋଟିଆ ଦୋକାନ କରି ଦିଆଯାଇଅଛି। ଅନୁଷ୍ଠାନର ସଦସ୍ୟମାନେ ଭଉଣୀଙ୍କ ପାଖରେ ପହଞ୍ଚି ଦୋକାନ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା ସହ ଆଜୀବନ ସେମାନଙ୍କ ସେବାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭଉଣୀ ଅନୁଷ୍ଠାନର ସହଯୋଗକୁ ଶେଷ ନିଶ୍ୱାସ ଯାଏଁ ମନେ ରଖିବା ସହ ନିଜ ପରିଶ୍ରମ ଦ୍ୱାରା ସଂଗଠନର ଲକ୍ଷ୍ୟକୁ ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସ କରିବେ ବୋଲି କହିଛନ୍ତି।
Bipadara Bandhu,Odisha

ଦେଶର ପ୍ରଗତିକୁ ନିଜ ହାତରେ ତ୍ୱରାନ୍ୱିତ କରୁଥିବା, ପରିବହନ ମାଧ୍ୟମରେ ଦେଶକୁ ଯୋଡି ରଖୁଥିବା ଭିନ୍ନ ମଣିଷମାନେ ହେଉଛନ୍ତି ଡ୍ରାଇଭର। ସେଇ ଡ୍ରା...
03/09/2026

ଦେଶର ପ୍ରଗତିକୁ ନିଜ ହାତରେ ତ୍ୱରାନ୍ୱିତ କରୁଥିବା, ପରିବହନ ମାଧ୍ୟମରେ ଦେଶକୁ ଯୋଡି ରଖୁଥିବା ଭିନ୍ନ ମଣିଷମାନେ ହେଉଛନ୍ତି ଡ୍ରାଇଭର। ସେଇ ଡ୍ରାଇଭର ଭାଇମାନଙ୍କ ସ୍ୱର ଓଡିଶା ଡ୍ରାଇଭର ମହାସଂଘ ଏବଂ ସେଇମାନଙ୍କ ଏକତାର ପର୍ବ "ଡ୍ରାଇଭର ଦିବସ"। ଆଜି ତା ୦୧/୦୯/୨୦୨୫ ରିଖ ସୋମବାର ଦିନ ଡ୍ରାଇଭର ଦିବସ ପାଳନ ଅବସରରେ ଓଡିଶା ଡ୍ରାଇଭର ମହାସଂଘ କଙ୍କୋରଡ଼ା, ବିପଦର ବନ୍ଧୁ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସତ୍ୟସାଇ ମନ୍ଦିର, କଙ୍କୋରଡ଼ା ପରିସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ଏହି ଶିବରରେ ସତ୍ୟ ସାଇ ସେବା ସମିତିର ସଦସ୍ୟମାନେ ସକ୍ରିୟ ସହଯୋଗ ରଖିଥିବା ବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇଥିଲା। ଶିବିରରେ ସର୍ବମୋଟ ୩୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୬ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ପଠା ଯାଇଥିଲା। ଡ୍ରାଇଭର ଭାଇମାନଙ୍କ ମଧ୍ୟରେ ଏକତା ରଖିବା ସହ ସେମାନଙ୍କୁ ଏଭଳି ସମାଜ ହିତରେ ନିୟୋଜିତ କରିବାର ଏ ପ୍ରୟାସ ସତରେ ଉଚ୍ଚକୋଟୀର.....🙏

 #ବିପଦର_ବନ୍ଧୁ_ଓଡ଼ିଶା_ସଙ୍ଗଠନ_ପକ୍ଷରୁ_ଭିନ୍ନକ୍ଷମ_ଭଉଣୀଙ୍କୁ_ସ୍ବାବଲମ୍ବୀ_କରେଇବାର_ପ୍ରୟାସ।କ୍ଷଣସ୍ଥାୟୀ ସାହାଯ୍ୟରେ ଆମେ ସୀମିତ ରହିବା ନୁହ...
03/09/2026

#ବିପଦର_ବନ୍ଧୁ_ଓଡ଼ିଶା_ସଙ୍ଗଠନ_ପକ୍ଷରୁ_ଭିନ୍ନକ୍ଷମ_ଭଉଣୀଙ୍କୁ_ସ୍ବାବଲମ୍ବୀ_କରେଇବାର_ପ୍ରୟାସ।
କ୍ଷଣସ୍ଥାୟୀ ସାହାଯ୍ୟରେ ଆମେ ସୀମିତ ରହିବା ନୁହେଁ ଚିର କାଳ ସ୍ୱାବଲମ୍ବୀ କରି ସ୍ୱାଭିମାନି ମଣିଷ ସୃଷ୍ଟି କରିବା ବିପଦର ବନ୍ଧୁ ଓଡ଼ିଶାର ସର୍ବୋତ୍ତମ ଲକ୍ଷ୍ୟ। ସେହି ଧାରାରେ ଛତ୍ରପୁରସ୍ଥିତ ଆର୍ଯ୍ୟପଲ୍ଲୀର ଓଡ଼ିଆରପି କଲୋନୀର ଭାଗ୍ୟଲକ୍ଷ୍ମୀ ବେହେରାଙ୍କ ବିପଦର ବନ୍ଧୁ ସାଜିଛି ଆମ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା। ଶାରୀରିକ ଅକ୍ଷମତା ଲାଗି ପିଲାଠୁ ଦିନରୁ ସଂଘର୍ଷ କରୁଥିବା ଭାଗ୍ୟ ଭଉଣୀ ଜୀବନର ଆଉ ଜଣେ ଦିବ୍ୟାଙ୍ଗ ସହାରା ସାଜିବା ପାଇଁ ଅଣ୍ଟା ଭିଡିଥିଲେ ତେଣୁ କିଛି ଦିନ ତଳେ ସେ ବିବାହ କରିଥିଲେ। କିନ୍ତୁ ସୀମିତ ସୁବିଧା ମଧ୍ୟରେ ମୁଣ୍ଡ ଉପରେ ଦି ଜଣଙ୍କ ଗୁଜୁରାଣ ମେଣ୍ଟାଇବାର ବୋଝ ଏବଂ ଅକ୍ଷମତା ଭାଗ୍ୟଲକ୍ଷ୍ମୀ ଭଉଣୀଙ୍କ ମନୋବଳ ଦୁର୍ବଳ କରୁଥିଲା। ଏଭଳି ଏକ ପରିସ୍ଥିତିରେ ତାଙ୍କ ବିପଦର ବନ୍ଧୁ ସାଜି ତାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସଂଗଠନ ତରଫରୁ ଏକ ଛୋଟିଆ ଦୋକାନ କରି ଦିଆଯାଇଅଛି। ଅନୁଷ୍ଠାନର ସଦସ୍ୟମାନେ ଭଉଣୀଙ୍କ ପାଖରେ ପହଞ୍ଚି ଦୋକାନ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିବା ସହ ଆଜୀବନ ସେମାନଙ୍କ ସେବାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭଉଣୀ ଅନୁଷ୍ଠାନର ସହଯୋଗକୁ ଶେଷ ନିଶ୍ୱାସ ଯାଏଁ ମନେ ରଖିବା ସହ ନିଜ ପରିଶ୍ରମ ଦ୍ୱାରା ସଂଗଠନର ଲକ୍ଷ୍ୟକୁ ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସ କରିବେ ବୋଲି କହିଛନ୍ତି।
#ଛତ୍ରପୁର #ଗଞ୍ଜାମ Bipadara Bandhu,Odisha

Address

Berhampur

Website

Alerts

Be the first to know and let us send you an email when Manab premi Nila Bhaula posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Manab premi Nila Bhaula:

Shortcuts

Share

Category