Rajib Mishra

Rajib Mishra MP Nominee ( Health Coordinator )
Berhampur Parliament Constituency
Dist-Secretary,BJP
Ex-Dist Covenor,Health Cell, Ganjam.Odisha.

22/05/2026

ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling ଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ ସ୍ୱାଗତ କରିବା ଅବସରରେ |
BJP Odisha

ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟ ସୃଷ୍ଟି କରୁଥିବା ଅପରାଧୀଙ୍କ ପ୍ରତି  #ବ୍ରହ୍ମପୁର  #ପୋଲିସ ର କଠୋର କାର୍ଯ୍ୟାନୁଷ୍ଠାନ ପାଇଁ SP BERHAMPUR   ଙ...
21/05/2026

ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟ ସୃଷ୍ଟି କରୁଥିବା ଅପରାଧୀଙ୍କ ପ୍ରତି #ବ୍ରହ୍ମପୁର #ପୋଲିସ ର କଠୋର କାର୍ଯ୍ୟାନୁଷ୍ଠାନ ପାଇଁ SP BERHAMPUR ଙ୍କୁ ଧନ୍ୟବାଦ।

ସାବିତ୍ରୀ ବ୍ରତର ଅନେକ ଅନେକ ଶୁଭେଚ୍ଛା।ମା’ ସାବିତ୍ରୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ରହୁ।, 🙏 ଜୟ ଜଗନ୍ନାଥ 🙏
16/05/2026

ସାବିତ୍ରୀ ବ୍ରତର ଅନେକ ଅନେକ ଶୁଭେଚ୍ଛା।
ମା’ ସାବିତ୍ରୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ରହୁ।,
🙏 ଜୟ ଜଗନ୍ନାଥ 🙏

15/05/2026

ସରକାର ଙ୍କ ସଫଳତା ର ବାର୍ତ୍ତା ତଥା ମୋର ବକ୍ତବ୍ୟ କୁ ସ୍ଥାନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ହୃଦୟ ରୁ ଧନ୍ୟବାଦ ଜଣାଉଛି |🙏
Mohan Charan Majhi
Bibhuti Bhusan Jena

ଜନସାଧାରଣଙ୍କ ସୁରକ୍ଷା ଓ ଜୀବନରକ୍ଷା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ବରିତ ଓ ଉନ୍ନତ ଚିକିତ୍ସା ସେବା ଯୋ...
14/05/2026

ଜନସାଧାରଣଙ୍କ ସୁରକ୍ଷା ଓ ଜୀବନରକ୍ଷା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ବରିତ ଓ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ‘ପିଏମ୍-ରାହତ’ ଯୋଜନା ଏକ ଦୃଢ଼ ପଦକ୍ଷେପ । ଦୁର୍ଘଟଣା ପରେ ପ୍ରଥମ ୭ ଦିନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଟଙ୍କା ଯାଏଁ ସହାୟତା, ସରକାରୀ ଡାକ୍ତରଖାନାଗୁଡ଼ିକରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଚିକିତ୍ସା ଏବଂ ଆୟୁଷ୍ମାନ ଭାରତ ଯୋଜନାରେ ଅନୁବନ୍ଧିତ ଘରୋଇ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ ଏହି ସେବା ।

ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମୂଳଦୁଆ ପକାଉଥିବା ସମଗ୍ର ନର୍ସିଂ କର୍ମଚାରୀମାନଙ୍କୁ ଅନ୍ତର୍ଜାତୀୟ ନର୍ସ ଦିବସର ଶୁଭେଚ୍ଛା।
12/05/2026

ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମୂଳଦୁଆ ପକାଉଥିବା ସମଗ୍ର ନର୍ସିଂ କର୍ମଚାରୀମାନଙ୍କୁ ଅନ୍ତର୍ଜାତୀୟ ନର୍ସ ଦିବସର ଶୁଭେଚ୍ଛା।

11/05/2026

ଆଜି ଗଞ୍ଜାମ ଜିଲ୍ଲା ଵ୍ରହ୍ମପୁର MCH ଠାରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ Babita Patro ଅପା ଓ ସଭ୍ୟା ଶ୍ରୀମତୀ Kasturi Mishra ଅପା ଓ Manasmita Khuntia ଅପା ଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବା ଅବସରରେ |💐💐💐

10/05/2026

ତାମିଲନାଡୁର ମାନ୍ୟବର ମୁଖ୍ୟମନ୍ତ୍ରୀ ଥିରୁ ବିଜୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜନସେବା, ନୂତନ ଚିନ୍ତାଧାରା ଓ ଲୋକମାନଙ୍କ ଆଶା ଆକାଂକ୍ଷାକୁ ସାଥି କରି ଆପଣଙ୍କ ନେତୃତ୍ୱରେ ତାମିଲନାଡୁ ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରୁ ବୋଲି ମୋର ଶୁଭକାମନା।

ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବର ନିର୍ବାଚିତ ହୋଇଥିବାରୁ ଲୋକପ୍ରିୟ ଜନନେତା ଶ୍ରୀ Suvendu Adhikari  ଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ...
08/05/2026

ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବର ନିର୍ବାଚିତ ହୋଇଥିବାରୁ ଲୋକପ୍ରିୟ ଜନନେତା ଶ୍ରୀ Suvendu Adhikari ଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 🪷

ସେବା ହିଁ ପରମ ଧର୍ମ। ମାନବିକତାର ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଥିବା ସମସ୍ତ ସେବାଭାବୀ ବନ୍ଧୁମାନଙ୍କୁ ବିଶ୍ୱ ରେଡ୍ କ୍ରସ୍ ଦିବସର ଅନେକ ଅନ...
08/05/2026

ସେବା ହିଁ ପରମ ଧର୍ମ।
ମାନବିକତାର ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଥିବା ସମସ୍ତ ସେବାଭାବୀ ବନ୍ଧୁମାନଙ୍କୁ ବିଶ୍ୱ ରେଡ୍ କ୍ରସ୍ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ, ସମସ୍ତଙ୍କ ସହଯୋଗରେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା।

Address

Berhampur

Telephone

+919040377590

Website

Alerts

Be the first to know and let us send you an email when Rajib Mishra posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Rajib Mishra:

Share

Category