12/08/2026
ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଦେଶ ଓ ରାଜ୍ୟର ସମସ୍ତ ଯୁବସାଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଯୁବଶକ୍ତିର କଠୋର ପରିଶ୍ରମ, ନବୋନ୍ମେଷୀ ଚିନ୍ତାଧାରା ଓ ସମର୍ପଣ ଭାବନା ହିଁ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନର ମୂଳଦୁଆ। ଆପଣଙ୍କର ସ୍ୱପ୍ନ ଓ ଶକ୍ତି ଦେଶକୁ ନୂତନ ଉଚ୍ଚତାକୁ ନେଇଯାଉ।