BJD IT Cell

BJD IT Cell The official page of Biju Janata Dal, Odisha. Responsible for all digital presence of the Party.

ଓଡ଼ିଶାର ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ସଂଶୋଧିତ MMDR ବିଲ୍‌କୁ ପ୍ରତ୍ୟାହାର କରିବା ଅତ୍ୟନ୍ତ ଆବଶ୍ୟକ।ଓଡ଼ିଶାର ହକ୍‌ ପାଇଁ ଆମେ ସ୍ୱର ଉ...
29/08/2026

ଓଡ଼ିଶାର ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ସଂଶୋଧିତ MMDR ବିଲ୍‌କୁ ପ୍ରତ୍ୟାହାର କରିବା ଅତ୍ୟନ୍ତ ଆବଶ୍ୟକ।
ଓଡ଼ିଶାର ହକ୍‌ ପାଇଁ ଆମେ ସ୍ୱର ଉଠାଇବା ଜାରି ରଖିବୁ।


ଇତିହାସ ସେମାନଙ୍କୁ ହିଁ ମନେରଖେ, ଯେଉଁମାନେ ନିଜ ମାଟିର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସାହସର ସହ ସ୍ୱର ଉଠାନ୍ତି।ଓଡ଼ିଶା ବିଜେପିର ସାଂସଦମାନଙ୍କୁ...
29/08/2026

ଇତିହାସ ସେମାନଙ୍କୁ ହିଁ ମନେରଖେ, ଯେଉଁମାନେ ନିଜ ମାଟିର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସାହସର ସହ ସ୍ୱର ଉଠାନ୍ତି।
ଓଡ଼ିଶା ବିଜେପିର ସାଂସଦମାନଙ୍କୁ ଆହ୍ୱାନ..ଜାଗନ୍ତୁ, ଓଡ଼ିଶାର ହକ୍‌ ପାଇଁ ସ୍ୱର ଉଠାନ୍ତୁ।


ସଂଶୋଧିତ MMDR ଆଇନ ଯୋଗୁଁ ପ୍ରତିବର୍ଷ ଓଡ଼ିଶା ୧୨ ହଜାର କୋଟିରୁ ଅଧିକ ରାଜସ୍ୱ ହରାଇବାକୁ ଯାଉଛି। ସବୁ ଜାଣି ମଧ୍ୟ ଓଡ଼ିଶା ବିଜେପିର ସାଂସଦମାନ...
29/08/2026

ସଂଶୋଧିତ MMDR ଆଇନ ଯୋଗୁଁ ପ୍ରତିବର୍ଷ ଓଡ଼ିଶା ୧୨ ହଜାର କୋଟିରୁ ଅଧିକ ରାଜସ୍ୱ ହରାଇବାକୁ ଯାଉଛି। ସବୁ ଜାଣି ମଧ୍ୟ ଓଡ଼ିଶା ବିଜେପିର ସାଂସଦମାନେ କାହିଁକି ନିରବ?
ଓଡ଼ିଶାର ମାଟି, ସମ୍ପଦ ଓ ଭବିଷ୍ୟତ ସହ କୌଣସି ସାଲିସ୍‌କୁ ବିଜେଡି କେବେ ବି ଚୁପ୍‌ଚାପ୍‌ ସହିବ ନାହିଁ।


ଖଣିଜ ଓଡ଼ିଶାର, ସମ୍ପଦ ଓଡ଼ିଶାର, ରାଜସ୍ୱ ଓଡ଼ିଶାର ଅଧିକାର।ଓଡ଼ିଶାର ଅଧିକାର ଉପରେ ନିଷ୍ପତ୍ତି ହେବ, ଆଉ ଓଡ଼ିଶାର ସାଂସଦ ଚୁପ୍ ରହିବେ ଏ କେମି...
29/08/2026

ଖଣିଜ ଓଡ଼ିଶାର, ସମ୍ପଦ ଓଡ଼ିଶାର, ରାଜସ୍ୱ ଓଡ଼ିଶାର ଅଧିକାର।
ଓଡ଼ିଶାର ଅଧିକାର ଉପରେ ନିଷ୍ପତ୍ତି ହେବ, ଆଉ ଓଡ଼ିଶାର ସାଂସଦ ଚୁପ୍ ରହିବେ ଏ କେମିତିକା ନ୍ୟାୟ?


ଏହା କେବଳ ଖଣିର ପ୍ରଶ୍ନ ନୁହେଁ, ଏହା ଓଡ଼ିଶାର ମାଟିର ପ୍ରଶ୍ନ। ଏହା କେବଳ ଆଜିର ସମ୍ପଦର ପ୍ରଶ୍ନ ନୁହେଁ, ଆଗାମୀ ପିଢ଼ିର ଅଧିକାରର ପ୍ରଶ୍ନ। MM...
29/08/2026

ଏହା କେବଳ ଖଣିର ପ୍ରଶ୍ନ ନୁହେଁ, ଏହା ଓଡ଼ିଶାର ମାଟିର ପ୍ରଶ୍ନ। ଏହା କେବଳ ଆଜିର ସମ୍ପଦର ପ୍ରଶ୍ନ ନୁହେଁ, ଆଗାମୀ ପିଢ଼ିର ଅଧିକାରର ପ୍ରଶ୍ନ। MMDR ସଂଶୋଧନ ନେଇ ଓଡ଼ିଶାର ହିତ ପ୍ରଶ୍ନରେ ଥିବାବେଳେ ବିଜେପି ସାଂସଦମାନଙ୍କ ନୀରବତା ସ୍ପଷ୍ଟ କରୁଛି... ଏମାନେ ଜାଣିଶୁଣି ଓଡ଼ିଶାର ସ୍ୱାର୍ଥକୁ ମାରିଦେବାକୁ ଚାହୁଁଛନ୍ତି।

29/08/2026
27/08/2026
ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଶୁଭ ଅବସରରେ ଆମ ସମାଜରେ ସଦା ଅତୁଟ ରହୁ ପ୍ରେମ, ସଦ୍‌ଭାବ ଓ ଏକତାର ବନ୍ଧନ।
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଶୁଭ ଅବସରରେ ଆମ ସମାଜରେ ସଦା ଅତୁଟ ରହୁ ପ୍ରେମ, ସଦ୍‌ଭାବ ଓ ଏକତାର ବନ୍ଧନ।

27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଭରସା ଓ ସୁରକ୍ଷାର ପବିତ୍ର ବନ୍ଧନ ଆହୁରି ନିବିଡ଼ ହେଉ।

23/08/2026

ସଭାପତି ଶ୍ରୀ Naveen Patnaik ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନଃଗଠନ କରିଛନ୍ତି।

Address

Plot No: 6R-3, Near Capital Hospital
Bhubaneswar
751020

Telephone

+916371704545

Website

Alerts

Be the first to know and let us send you an email when BJD IT Cell posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD IT Cell:

Shortcuts

Share