BJYM Central bhubaneswar

BJYM Central bhubaneswar BHARATIYA JANATA YUVAMORCHA,CENTRAL BHUBANESWAR
NATION 1ST
PARTY NEXT
SELF LAST

କେବେ ଦେଖିଥିଲେ ଏମିତି ଦୃଶ୍ୟ?????୨୪ବର୍ଷ ଶାସନ ରେ Naveen Patnaik  କେତେ ଥର ଏମିତି ଗ୍ରାଉଣ୍ଡ ଜ଼ିରୋ ରୁ ବନ୍ୟା ସ୍ଥିତି ସମୀକ୍ଷା କରିଥିଲ...
18/08/2026

କେବେ ଦେଖିଥିଲେ ଏମିତି ଦୃଶ୍ୟ?????

୨୪ବର୍ଷ ଶାସନ ରେ Naveen Patnaik କେତେ ଥର ଏମିତି ଗ୍ରାଉଣ୍ଡ ଜ଼ିରୋ ରୁ ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ କି????
କିନ୍ତୁ
ବିଜେପି ସରକାର ରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମହୋଦୟ ବନ୍ୟା ର ସ୍ଥିତି ଗ୍ରାଉଣ୍ଡ ଜ଼ିରୋ ରୁ ସମୀକ୍ଷା କରିବା ସହ ସମାଧାନ ର ବାଟ କାଢୁଛନ୍ତି

ସେଥିପାଇଁ ତ କୁହା ଯାଏ ଲୋକ ଙ୍କ ମୁଖ୍ୟମନ୍ତ୍ରୀ ଆମ ମୋହନ ଭାଇ!!!

ଶାସନ ଓ କ୍ଷମତା ଠୁ ଉର୍ଦ୍ଧ କୁ ଯାଇ ଜନତା ଓ ନେତା ଙ୍କ ମଧ୍ୟ ରେ ବ୍ୟବଧାନ କମେଇ ଜନତା ଙ୍କ ସୁଖଦୁଃଖ ରେ ଭାଗିଦାର ହେବା ହିଁ ସୁଶାସନ ର ପରିଚୟ!!!!
Facebook for Creators Facebook CMO Odisha Jagannath Pradhan
Mohan Charan Majhi
Manmohan Samal
Babu Singh
BJP Odisha
Niranjan Mishra

  Mohan Charan Majhi CMO Odisha Jagannath Pradhan Babu Singh Niranjan Mishra
10/08/2026


Mohan Charan Majhi
CMO Odisha
Jagannath Pradhan
Babu Singh
Niranjan Mishra

ଭୁବନେଶ୍ୱରର ସେବକ 🇮🇳ଦେଶର ଗୌରବ ତ୍ରିରଙ୍ଗାକୁ ହାତରେ ଧରି, ଭୁବନେଶ୍ୱରବାସୀଙ୍କ ସେବା ଓ ସମର୍ପଣର ସଂକଳ୍ପ ସହ ଆଗକୁ ବଢ଼ିବାର ଏହି ଯାତ୍ରା।ଜନସ...
09/08/2026

ଭୁବନେଶ୍ୱରର ସେବକ 🇮🇳
ଦେଶର ଗୌରବ ତ୍ରିରଙ୍ଗାକୁ ହାତରେ ଧରି, ଭୁବନେଶ୍ୱରବାସୀଙ୍କ ସେବା ଓ ସମର୍ପଣର ସଂକଳ୍ପ ସହ ଆଗକୁ ବଢ଼ିବାର ଏହି ଯାତ୍ରା।
ଜନସେବା ହିଁ ଲକ୍ଷ୍ୟ, ଭୁବନେଶ୍ୱରର ବିକାଶ ହିଁ ସଂକଳ୍ପ। 🙏🇮🇳
#ଭୁବନେଶ୍ୱରରସେବକ #ଜନସେବା #ସମର୍ପଣ #ବିକାଶ 🇮🇳
Jagannath Pradhan Mohan Charan Majhi Niranjan Mishra

08/08/2026

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା'ସମଲେଇଙ୍କ ଆଶୀର୍ବାଦରୁ ମୁଁ କେବେ ଓଡ଼ିଆଙ୍କ ମୁଣ୍ଡ ତଳକୁ କରିନାହିଁ କି କରିବି ନାହିଁ।
Dharmendra Pradhan
Jagannath Pradhan
BJP Odisha
Babu Singh
Niranjan Mishra

“ପାଣ୍ଡୁ ଚେଲା ବୋଧେ ଭୁଲିଯାଇଛି… ଦୀଘା ଆଉ ଧାମ ହେଇକି ନାହିଁ! 😄ନିଜ ଅଞ୍ଚଳରେ ଜନସମର୍ଥନ ଦେଖାଇବାକୁ ଲୋକ ମିଳୁନାହାନ୍ତି, ତେଣୁ ଅନ୍ୟ ଅଞ୍ଚଳକ...
08/08/2026

“ପାଣ୍ଡୁ ଚେଲା ବୋଧେ ଭୁଲିଯାଇଛି… ଦୀଘା ଆଉ ଧାମ ହେଇକି ନାହିଁ! 😄
ନିଜ ଅଞ୍ଚଳରେ ଜନସମର୍ଥନ ଦେଖାଇବାକୁ ଲୋକ ମିଳୁନାହାନ୍ତି, ତେଣୁ ଅନ୍ୟ ଅଞ୍ଚଳକୁ ଯାଇ ଫଟୋ ଉଠାଇ ପତିଆରା ଦେଖାଇବାକୁ ଯାଇ ଭୁଲ୍ ଭାଲ ଲେଖୁଛନ୍ତି

Jagannath Pradhan
Central Bhubaneswar
BJP Odisha Niranjan Mishra

08/08/2026

#ଆସଯିବାକୋରାପୁଟ

ନିଜ ମାଟିରେ ଯେଉଁଠି ଗ୍ରହଣୀୟତା ହ୍ରାସ ପାଏ, ସେଠି ପତିଆରା ଦେଖାଇବା କଷ୍ଟକର। ତେଣୁ ପର ମାଟିରେ ଧାରକରା ଭିଡ଼, ଧାରକରା ପ୍ରଶଂସା ଓ ଧାରକରା ପତିଆରାରେ ନିଜ ପ୍ରଭାବ ଦେଖାଇବାର ପ୍ରୟାସ—ଏହା ହିଁ ବୋଧହୁଏ ‘ବାହ୍ୟ ପତିଆରା’ର ନୂଆ ପରିଭାଷା।

ଆତ୍ମପ୍ରଚାର
Jagannath Pradhan
Niranjan Mishra

02/08/2026

ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା ସହ ମତାମତ ଉପସ୍ଥାପାନ କରିଛନ୍ତି ଆମ ନେତା Jagannath Pradhan
CMO Odisha Manmohan Samal
Niranjan Mishra
Kanak News

02/08/2026

ଆଜି ରାତି ୧୦:୩୦ରେ କନକ ନ୍ୟୁଜ୍‌ର ସ୍ୱତନ୍ତ୍ର ରିପୋର୍ଟ "ଭୁଲ୍ ରହିଲା କେଉଁଠି?"ରେ ମୋର ଏକ ବିଶେଷ ସାକ୍ଷାତ୍କାର ପ୍ରସାରିତ ହେବ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା ସହ ମୋର ମତାମତ ଉପସ୍ଥାପିତ ହୋଇଛି।

ସମସ୍ତଙ୍କୁ ଅନୁରୋଧ, ଆଜି ରାତି ୧୦:୩୦ରେ କନକ ନ୍ୟୁଜ୍‌ ଦେଖନ୍ତୁ l

🙏 ଧନ୍ୟବାଦ।
Jagannath Pradhan

 #ମୁଖ୍ୟମନ୍ତ୍ରୀଙ୍କ_ବନ୍ୟାଞ୍ଚଳ_ପରିଦର୍ଶନଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ସହ କ୍ଷୟକ୍ଷତି ଆକଳନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ...
01/08/2026

#ମୁଖ୍ୟମନ୍ତ୍ରୀଙ୍କ_ବନ୍ୟାଞ୍ଚଳ_ପରିଦର୍ଶନ
ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ସହ କ୍ଷୟକ୍ଷତି ଆକଳନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ
BJP Odisha
BJYM Bhubaneswar
Jagannath Pradhan
Narendra Modi
Mohan Charan Majhi
Manmohan Samal

Address

Bhubaneswar

Telephone

+17205660164

Website

Alerts

Be the first to know and let us send you an email when BJYM Central bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJYM Central bhubaneswar:

Shortcuts

Share