28/04/2026
ଶିକ୍ଷକମାନଙ୍କ କି ଦୟନୀୟ ଅବସ୍ଥା l ଏଇ ଘଟଣା ଆମ ରାଜ୍ୟର l ସରକାର ଏଦିଗରେ ଟିକେ ରକ୍ଷଣଶୀଳ ହେଵା ଆବଶ୍ୟକ l ଏଭଳି ଘଟଣା ଆଗକୁ ବି ବଢ଼ିପାରେ l 🙏🙏
ଆମ ପାଖରେ ଯାହା ସୂଚନା #ବ୍ରହ୍ମପୁର #ମ୍ୟୁନିସପାଲକର୍ପୋରେସନ ରେ କାର୍ଯ୍ୟରତ ଥିବା #ଜନଗଣନାଅଧିକାରୀଙ୍କୁ ନା ମିଳିଛି #ଟୋପି ନା #ବ୍ୟାଗ l କିଏଜଣେ #ଵିଶାଲଗୌରବ ନାମକ ଅଧିକାରୀ ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି ତ ଦେଇଦେଲେ ହେଲେ ନା ପ୍ରଦାନ କଲେ ଟୋପି ନା ବ୍ୟାଗ l ଆଗକୁ ଖରାର ପ୍ରକୋପ ବଢିବ ସେଥିପାଇଁ ଏଦିଗରେ ପ୍ରମୁଖ ଶାସନସଚିବ ଦୃଷ୍ଟି ଦେବା ଆବଶ୍ୟକ
CMO Odisha
Revenue & Disaster Management Department, Government of Odisha
Housing & Urban Development Department, Govt. of Odisha
EducationOdisha