Pratap Behera

Pratap Behera Social worker

01/09/2026

ଗାଡି ଆକ୍ସିଡେଣ୍ଟ ରାସ୍ତା ରେ ହୁଏ ତୁମ ଦେଇପିଣ୍ଡି ରେ ନୁହଁ 😡

30/08/2026

ಈ ಸಿನಿಮಾವನ್ನು ಅರ್ಥಮಾಡಿಕೊಳ್ಳಬೇಕಾದರೆ ನಿಮ್ಮ ಮೈಂಡ್ ಟೆಕ್ನಿಕಲ್ ಆಗಿ ಸ್ಟ್ರಾಂಗ್ ಆಗಿರಬೇಕು. ಇಲ್ಲದಿದ್ದರೆ ಈ ಸಿನಿಮಾವನ್ನು ನೀವು ಅರ್ಥಮಾಡಿಕೊಳ್ಳಲು ಸಾಧ್ಯವಾಗುವುದಿಲ್ಲ.

29/08/2026

ଇଏ କୁଆଡେ କେନ୍ଦ୍ର ମନ୍ତ୍ରୀ 😂

25/08/2026

ଅଶ୍ଳୀଳ ଭିଡିଓ ବିଷୟରେ ଡରେଇ ଆଜି ଲୋକଙ୍କୁ ସାବଧାନ ପାଇଁ କହୁଛ

21/08/2026

ପାରାଦୀପ ରେ ତୁମ ମାନଙ୍କ ଲଢେଇ କେବଳ ସତ୍ତା ବଞ୍ଚେଇବା ପାଇଁ , ଲୋକଙ୍କ ପାଇଁ ନୁହେଁ ।

20ft କୁମ୍ଭୀର କୁ ମୁଁ ଡରେ ନାହିଁ  😂😂😂
19/08/2026

20ft କୁମ୍ଭୀର କୁ ମୁଁ ଡରେ ନାହିଁ 😂😂😂

ନାଁ ମୋର ଏତେ followers  ଅଛନ୍ତି ନାଁ ମୁଁ ଅଧିକ ଭିଡ଼ିଓ ବି କରେ କିନ୍ତୁ ମୋ ସହ ଆଗରୁ ଏମିତି ଦଶ ଥର ହୋଇସାରିଛି କିନ୍ତୁ ଆଜି ପୋଷ୍ଟ କରିବାକୁ...
18/08/2026

ନାଁ ମୋର ଏତେ followers ଅଛନ୍ତି ନାଁ ମୁଁ ଅଧିକ ଭିଡ଼ିଓ ବି କରେ କିନ୍ତୁ ମୋ ସହ ଆଗରୁ ଏମିତି ଦଶ ଥର ହୋଇସାରିଛି କିନ୍ତୁ ଆଜି ପୋଷ୍ଟ କରିବାକୁ ଇଛା ହେଲା ଆଜି ସକାଳେ ବାଟରେ ଯାଉଥିଲା ବେଳେ ହଟାତ ଜଣେ ଭାଇ ମୋତେ ଦେଖି ଡାକିଲେ ! ଭାଇ ତୁମ ଭିଡ଼ିଓ ମୁଁ ଦେଖେ ଖୁବ କମ କଥାରେ ଲୋକଙ୍କୁ ବହୁତ ଭଲ କଥା କୁହ ତୁମେ !ଏତିକି କଥାରେ ମୋ ଭିଡ଼ିଓ ବନେଇବାର ଉଦ୍ଦେଶ୍ୟ ସଫଳ କରିଦେଲା ! Singh Rahul ଧନ୍ୟବାଦ ଭାଇ ଏମିତି ଭଲପାଇବା ଥାଉ 🙏

15/08/2026

13/08/2026

ନବୀନ ବାବୁ ଙ୍କ ପରି ତୁମେ ହୋଇପାରିବ କି?

Address

BHUBANESWAR
Bhubaneswar
751007

Website

Alerts

Be the first to know and let us send you an email when Pratap Behera posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share