12/08/2026
ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋଙ୍କ ପିତା ସ୍ୱର୍ଗୀୟ ଜଗଦୀଶ କାନୁନଗୋଙ୍କ ଶେଷ ଦର୍ଶନ ଲାଗି ଏକାମ୍ର ବିଧାନସଭା, ଭୁବନେଶ୍ୱରର ସମ୍ପାଦକ ତଥା ୱାର୍ଡ ନଂ ୬୫ର ସଭାପତି ଏମଡି ଅମିରୁଦ୍ଦିନ୍, ୱାର୍ଡ ନଂ ୬୪ର ସଭାପତି ଇଂ. ମୁକ୍ତାର୍ ଖାଁ ଏବଂ ୱାର୍ଡ ନଂ ୬୭ର ଉପସଭାପତି ଶେଖ୍ ମୁସ୍ତାକ୍ ଅଲ୍ଲୀଙ୍କ ସମେତ ପାର୍ଟିର ବରିଷ୍ଠ ବୃନ୍ଦ ଓ ସାଥୀମାନେ ସକାଳ ୯ ଘଟିକା ପୂର୍ବରୁ IRC Village ସ୍ଥିତ ବାସଭବନରେ ପହଞ୍ଚି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛୁ।
ଓଁ ଶାନ୍ତି 🙏