BJD It Cell Angul

BJD It Cell Angul Contact information, map and directions, contact form, opening hours, services, ratings, photos, videos and announcements from BJD It Cell Angul, Plot No: 6R-3, Near Capital Hospital, Bhubaneswar.

ନବୀନ-ପାଣ୍ଡିଆନଙ୍କ ବିରୋଧରେ ହୋଇଥିବା ମାମଲାକୁ ମାନ୍ୟବର କୋର୍ଟଙ୍କ ଖାରଜ। ସତ୍ୟ ଆଜି ପୁଣି ପ୍ରମାଣିତ।
02/09/2026

ନବୀନ-ପାଣ୍ଡିଆନଙ୍କ ବିରୋଧରେ ହୋଇଥିବା ମାମଲାକୁ ମାନ୍ୟବର କୋର୍ଟଙ୍କ ଖାରଜ। ସତ୍ୟ ଆଜି ପୁଣି ପ୍ରମାଣିତ।

ଓଡିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ବ, ଓଡିଶା ବିକାଶର ଏବଂ ଓଡ଼ିଆଙ୍କ ରୋଜଗାରର ଏକ ସଫଳ ମାର୍ଗ ହୋଇପାରିଥାନ୍ତା କିନ୍ତୁ ସେ ଅର୍ଥକୁ ବିଜେପ...
02/09/2026

ଓଡିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ବ, ଓଡିଶା ବିକାଶର ଏବଂ ଓଡ଼ିଆଙ୍କ ରୋଜଗାରର ଏକ ସଫଳ ମାର୍ଗ ହୋଇପାରିଥାନ୍ତା କିନ୍ତୁ ସେ ଅର୍ଥକୁ ବିଜେପି, ଖୁସି ଖୁସି କେନ୍ଦ୍ରକୁ ଟେକିଦେଲା..

ଓଡ଼ିଶାର ଖଣିଜ ସମ୍ପଦରୁ ଆସୁଥିବା ରାଜସ୍ୱ ଓଡ଼ିଶାର ବିକାଶରେ ଲାଗିବା କଥା। କିନ୍ତୁ ସଂଶୋଧିତ MMDR ବିଲ୍ ଯଦି ରାଜ୍ୟର ରାଜସ୍ୱକୁ ଦୁର୍ବଳ କରେ,...
02/09/2026

ଓଡ଼ିଶାର ଖଣିଜ ସମ୍ପଦରୁ ଆସୁଥିବା ରାଜସ୍ୱ ଓଡ଼ିଶାର ବିକାଶରେ ଲାଗିବା କଥା। କିନ୍ତୁ ସଂଶୋଧିତ MMDR ବିଲ୍ ଯଦି ରାଜ୍ୟର ରାଜସ୍ୱକୁ ଦୁର୍ବଳ କରେ, ତେବେ ଏହାର ପ୍ରଭାବ ପଡ଼ିବ ଓଡ଼ିଶାର ସ୍କୁଲ, ମେଟ୍ରୋ ଓ ଭବିଷ୍ୟତ ବିକାଶ ଉପରେ।
ଓଡ଼ିଶାର ସମ୍ପଦ, ଓଡ଼ିଶାର ବିକାଶ ପାଇଁ ହେବା ଦରକାର। ଯାହାକୁ ବିଜେପି ସରକାର କେନ୍ଦ୍ର ଶରଣରେ ସମର୍ପି ଦେଇଛନ୍ତି।

ସତ୍ୟର ଜୟ ହୋଇଛି। ବିଜେଡି ନେତାଙ୍କୁ ଜାମିନ ମିଳିଛି। ମିଛ କେସ୍ ରେ, ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିବା ଘଟଣାର ...
01/09/2026

ସତ୍ୟର ଜୟ ହୋଇଛି। ବିଜେଡି ନେତାଙ୍କୁ ଜାମିନ ମିଳିଛି। ମିଛ କେସ୍ ରେ, ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିବା ଘଟଣାର ପର୍ଦ୍ଦାଫାସ କରିଛନ୍ତି ମାନ୍ୟବର କୋର୍ଟ।

ସଂଶୋଧିତ MMDR ବିଲ, ଓଡ଼ିଶାର ସ୍ୱାର୍ଥ ବିରୁଦ୍ଧରେ ପାସ୍ କରାହେଇଛି। ସବୁ ଜାଣି ବି ଓଡିଶା ବିଜେପିର ସାଂସଦମାନେ ମୁହଁରେ ବେଙ୍ଗ ଦେଇ ବସିଛନ୍ତି...
01/09/2026

ସଂଶୋଧିତ MMDR ବିଲ, ଓଡ଼ିଶାର ସ୍ୱାର୍ଥ ବିରୁଦ୍ଧରେ ପାସ୍ କରାହେଇଛି। ସବୁ ଜାଣି ବି ଓଡିଶା ବିଜେପିର ସାଂସଦମାନେ ମୁହଁରେ ବେଙ୍ଗ ଦେଇ ବସିଛନ୍ତି....

କ୍ରିଏଟରମାନଙ୍କୁ ଲଗେଇ ନିଜ ଅଯୋଗ୍ୟପଣକୁ ଲୁଚେଇବାକୁ ଚାହୁଁଛି ବିଜେପି।
31/08/2026

କ୍ରିଏଟରମାନଙ୍କୁ ଲଗେଇ ନିଜ ଅଯୋଗ୍ୟପଣକୁ ଲୁଚେଇବାକୁ ଚାହୁଁଛି ବିଜେପି।

ଓଡିଶା ପାଇଁ ଅଭିଶାପ ସାଜି ଆସିଛି ବିଜେପି।
29/08/2026

ଓଡିଶା ପାଇଁ ଅଭିଶାପ ସାଜି ଆସିଛି ବିଜେପି।

ଓଡ଼ିଶାର ଖଣିଜ ସମ୍ପଦ ଉପରେ ଅଧିକାର କମିଲେ, ପ୍ରତିବର୍ଷ ୧୨ ହଜାର କୋଟିରୁ ଅଧିକ କ୍ଷତିର ଆଶଙ୍କା। ଏତେ ବଡ଼ ପ୍ରଶ୍ନରେ ମଧ୍ୟ ଓଡ଼ିଶା ବିଜେପି ସ...
29/08/2026

ଓଡ଼ିଶାର ଖଣିଜ ସମ୍ପଦ ଉପରେ ଅଧିକାର କମିଲେ, ପ୍ରତିବର୍ଷ ୧୨ ହଜାର କୋଟିରୁ ଅଧିକ କ୍ଷତିର ଆଶଙ୍କା। ଏତେ ବଡ଼ ପ୍ରଶ୍ନରେ ମଧ୍ୟ ଓଡ଼ିଶା ବିଜେପି ସାଂସଦଙ୍କ ନୀରବତା କାହିଁକି? ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ,ଜାଗନ୍ତୁ, ସ୍ୱର ଉଠାନ୍ତୁ, ଓଡ଼ିଶାର ସ୍ୱାର୍ଥ ବଞ୍ଚାନ୍ତୁ।

ସ୍ନେହ, ବିଶ୍ୱାସ ଓ ଅତୁଟ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା।ଭାଇ-ଭଉଣୀଙ୍କ ଅମୂଲ୍ୟ ବନ୍ଧନ ପରି ଆମ ସମାଜରେ ସଦା ଅତୁଟ ରହୁ ଭଲପାଇବା...
27/08/2026

ସ୍ନେହ, ବିଶ୍ୱାସ ଓ ଅତୁଟ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା।
ଭାଇ-ଭଉଣୀଙ୍କ ଅମୂଲ୍ୟ ବନ୍ଧନ ପରି ଆମ ସମାଜରେ ସଦା ଅତୁଟ ରହୁ ଭଲପାଇବା, ଭାଇଚାରା ଓ ଏକତାର ଡୋରି। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଓଡ଼ିଶାଟାକୁ ବିକିଦେବ ବିଜେପି, କ'ଣ ପାଇଁ ଲିଜରେ ଦିଆଯିବ ଭୁବନେଶ୍ୱର ବିମାନବନ୍ଦର?
25/08/2026

ଓଡ଼ିଶାଟାକୁ ବିକିଦେବ ବିଜେପି, କ'ଣ ପାଇଁ ଲିଜରେ ଦିଆଯିବ ଭୁବନେଶ୍ୱର ବିମାନବନ୍ଦର?

Address

Plot No: 6R-3, Near Capital Hospital
Bhubaneswar
751020

Telephone

+918260785605

Website

Alerts

Be the first to know and let us send you an email when BJD It Cell Angul posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD It Cell Angul:

Shortcuts

Share