Meera MaaOfficialpage

Meera MaaOfficialpage You Define Your Own Life, Don't Let Other People Write Your Script.
(1)

ମଣିଷର ସବୁଠାରୁ ଅମୂଲ୍ୟ ଧନ ହେଲା ତାର ବ୍ୟବହାର 🙏
20/07/2026

ମଣିଷର ସବୁଠାରୁ ଅମୂଲ୍ୟ ଧନ ହେଲା ତାର ବ୍ୟବହାର 🙏

ବର୍ଷାରେ ଭିଜିଲା ମୋ କାଳିଆ ସୁନା।ଭିଜିଗଲା ତା'ର ରଥ, ଭିଜିଗଲା ତା'ର ସାଜସଜ୍ଜା, ଆଉ ଭିଜିଗଲା ଲକ୍ଷ ଲକ୍ଷ ଭକ୍ତଙ୍କ ଭକ୍ତିଭରା ହୃଦୟ।ମୁଁ ମଧ୍ୟ...
16/07/2026

ବର୍ଷାରେ ଭିଜିଲା ମୋ କାଳିଆ ସୁନା।
ଭିଜିଗଲା ତା'ର ରଥ, ଭିଜିଗଲା ତା'ର ସାଜସଜ୍ଜା, ଆଉ ଭିଜିଗଲା ଲକ୍ଷ ଲକ୍ଷ ଭକ୍ତଙ୍କ ଭକ୍ତିଭରା ହୃଦୟ।
ମୁଁ ମଧ୍ୟ ଭିଜିଲି... କେବଳ ବର୍ଷାରେ ନୁହେଁ, ତା'ର ଅପାର ପ୍ରେମରେ।
ହାତରେ ଛତା ଥିଲା, କିନ୍ତୁ ସେ ବର୍ଷାକୁ ଅଟକାଇ ପାରିଲା ନାହିଁ; କାରଣ ସେ ବର୍ଷା ଥିଲା କାଳିଆର କରୁଣାର ବର୍ଷା।
ତା'ର ସେ କଳା, ବଡ଼ ବଡ଼ ଆଖିକୁ ଦେଖି ମନରେ ଜମିଥିବା ସବୁ କଥା କହିଦେଲି।
କେତେ ଅଭିଯୋଗ, କେତେ ଅଭିମାନ, କେତେ ଅନୁରୋଧ, କେତେ ଅକୁହା ବେଦନା...
ମୁଁ କହୁଥିଲି, ସେ ନିରବରେ ଶୁଣୁଥିଲା।
ସେ କିଛି କହିଲାନି, ହସିଲାନି; କେବଳ ତା'ର ସେଇ ଚକାଡୋଳା ଆଖିରେ ମୋତେ ଚାହିଁ ରହିଲା।
ସେ ନିରବ ଦୃଷ୍ଟିରେ ମନେହେଲା ଯେପରି କହୁଛି—
"ଭୟ କରନି... ମୁଁ ଅଛି ତୁମ ସାଙ୍ଗରେ।"
ସେଇ ଗୋଟିଏ ନିରବ ବାର୍ତ୍ତା ମୋ ମନର ସବୁ ଝଡ଼କୁ ଶାନ୍ତ କରିଦେଲା।
ଇଚ୍ଛା ଥିଲା ତା'ର ପବିତ୍ର ପାଦପଦ୍ମରେ ମୁଣ୍ଡ ରଖି ଲୁହରେ ସବୁ ଅଭିମାନ ଭସାଇ ଦେବି।
କିନ୍ତୁ ସେ ସୁଯୋଗ ମିଳିଲା ନାହିଁ।
ମନକୁ ବୁଝେଇ, କପଟିଆ କାଳିଆ ବୋଲି ଟିକେ ଅଭିମାନ କରି, ଭିଜା ମନ ଆଉ ଭିଜା ଆଖି ନେଇ ଘରକୁ ଫେରିଆସିଲି।
କିନ୍ତୁ ଆଜି ବି ମନେ ହୁଏ...
ସେ କିଛି କହିନଥିଲା, ତଥାପି ସବୁ କହିଦେଇଥିଲା।
"ତୁମେ ଏକା ନୁହଁ... ମୁଁ ଅଛି, ସବୁବେଳେ ତୁମ ସାଙ୍ଗରେ।"
ଜୟ ଜଗନ୍ନାଥ। 🙏🌺

"ଜୀବନ ଅମୂଲ୍ୟ—ତାହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ❤️"
13/07/2026

"ଜୀବନ ଅମୂଲ୍ୟ—ତାହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ❤️"

12/07/2026

We are deeply saddened by the tragic boat accident near Phu Quoc Island, Vietnam, which claimed the precious lives of several Indian tourists.

On behalf of SAKHA, we extend our heartfelt condolences to the bereaved families and express our deepest sympathy during this time of immense grief. Our thoughts and prayers are with all those who have lost their loved ones.

We also pray for the speedy and complete recovery of those who were injured. May the departed souls rest in eternal peace, and may God grant strength, courage, and comfort to every family affected by this heartbreaking tragedy.

Our hearts stand in solidarity with the victims and their families.

Om Shanti.🙏

"ପାଣିର ଛାତି ଉପରେ ଭାସୁଛି ଆଶା, ପରିଶ୍ରମ ଆଉ ଜୀବିକା। 💙"
05/07/2026

"ପାଣିର ଛାତି ଉପରେ ଭାସୁଛି ଆଶା, ପରିଶ୍ରମ ଆଉ ଜୀବିକା। 💙"

30/06/2026

“ହେ କାଳିଆ ଠାକୁର, ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ ଓ କୃପା ବର୍ଷା କର।”🙏 ଜୟ ଜଗନ୍ନାଥ 🙏           #
30/06/2026

“ହେ କାଳିଆ ଠାକୁର, ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ ଓ କୃପା ବର୍ଷା କର।”
🙏 ଜୟ ଜଗନ୍ନାଥ 🙏

#

ଦେବସ୍ନାନ ପୂର୍ଣ୍ଣିମା ର ଶୁଭେଚ୍ଛା ସମସ୍ତଙ୍କୁ 🙏
29/06/2026

ଦେବସ୍ନାନ ପୂର୍ଣ୍ଣିମା ର ଶୁଭେଚ୍ଛା ସମସ୍ତଙ୍କୁ 🙏

ଶୁଭ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  ଭାଇ ମା ବିରଜା ଓ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ  ଆପଣଙ୍କ ଉପରେ ସବୁବେଳେ ଏମିତି ରହିଥା...
28/06/2026

ଶୁଭ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ ମା ବିରଜା ଓ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ଏମିତି ରହିଥାଉ🙏

1. Professional & Inspiring🌈 Skill Today, Dignity Forever (SAMMAN)At SAKHA, we believe empowerment begins with opportuni...
27/06/2026

1. Professional & Inspiring
🌈 Skill Today, Dignity Forever (SAMMAN)
At SAKHA, we believe empowerment begins with opportunity. Through skill development, social entitlements, livelihood support, health access, and advocacy, we are building a future of dignity, inclusion, and equality for transgender and women communities in Odisha.
Empowered Skills. Dignified Lives. Equal Future.



Address

Bhubaneswar

Telephone

+919438358262

Website

Alerts

Be the first to know and let us send you an email when Meera MaaOfficialpage posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Meera MaaOfficialpage:

Shortcuts

Share

Category