Manas Ranjan Barik

Manas Ranjan Barik Son of India ଗର୍ବିତ ଓଡ଼ିଆ। ଓଡ଼ିଆ ଭାଷା, ଖାଦ୍ୟ ଓ ସଂସ୍କୃତି ମୋ ରକ୍ତ ରେ। ��ଜୟ ଜଗନ୍ନାଥ

I have reached 700 followers! Thank you for your continued support. I could not have done it without each of you. 🙏🤗🎉
29/07/2024

I have reached 700 followers! Thank you for your continued support. I could not have done it without each of you. 🙏🤗🎉

21/05/2024
16/04/2024

🚩ଜୟ ଶ୍ରୀରାମ 🚩
ମୋର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
🙏🙏

14/04/2024

ପବିତ୍ର ପଣାସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।
ଜୟ ଶ୍ରୀରାମ 🏹

05/06/2020

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭକାମନା l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମଗ୍ର ବିଶ୍ୱ ମହାମାରୀ କରୋନା ସଙ୍କଟରୁ ଶୀଘ୍ର ଉଦ୍ଧାର ହେଉ ।🙏ଜୟ ଜଗନ୍ନାଥ🙏

29/05/2020

#ବନ୍ଦେ_ଉତ୍କଳ_ଜନନୀ

ବନ୍ଦେ ଉତ୍କଳଜନନୀ,
ଚାରୁ-ହାସମୟୀ ଚାରୁ-ଭାଷମୟୀ,
ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥

ଘନ-ଘନ-ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥

ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗୀ ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳୀ ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ॥

ଉତ୍କଳ-ସୁରବର-ଦର୍ପିତ-ଗେହେ,
ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ,
ବିଶ୍ୱଭୁମଣ୍ଡଳ-କୃତବରସ୍ନେହେ,
ଜନନୀ, ଜନନୀ, ଜନନୀ॥

କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ,
ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ॥

26/05/2020

ଛୋଟ କୁନି ଝିଅ ,ପୁରା ପାଟି ଖୋଲି ନାହିଁ କିନ୍ତୁ ଧାରାବାହିକ ମହାଭାରତର ଟାଇଟଲ ଗୀତର କେଡେ କେଡେ କଠିନ ଶବ୍ଦକୁ ମନେ ରଖି ଗାଇ ପାରୁଛି । ଆଶ୍ଚର୍ଯ୍ୟ ନୁହେଁକି ?

08/05/2020

#ଚାଷ_ଅଛି_ଯାହାର_କି_ଆନନ୍ଦ_ତାହାର। #ଚାଷୀ_ଭାଇ_ଯୋଗାଉଛି_ଦୁନିଆକୁ_ଆହାର। #ସତରେ_କୃଷକ_ଟିଏ_ହସିଲେ_ଦୁନିଆ_ହସେ ।
🙏🙏

07/05/2020

ଦଇବ ଦାଉ ସାଜୁଛି 😔😭
ହେ ସୃଷ୍ଟି କର୍ତ୍ତା କଣ କଣ ସବୁ ଉଲ୍ଲେଖ କରିଛ ୨୦୨୦ ରେ 😔😭

 #ଉଠରେ_ଉଠରେ_ଉତ୍କଳ_ସନ୍ତାନ_ଉଠିବୁ_ତୁ_କେତେ_ଦିନେ, #ପୂରୁବ_ଗୌରବ_ପୂରୁବ_ସାହସ_ପଡିବକି_କେବେ_ମନେ ? 💐💐💐💐🙏🙏🙏🙏🙏🙏ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗ...
28/04/2020

#ଉଠରେ_ଉଠରେ_ଉତ୍କଳ_ସନ୍ତାନ_ଉଠିବୁ_ତୁ_କେତେ_ଦିନେ,
#ପୂରୁବ_ଗୌରବ_ପୂରୁବ_ସାହସ_ପଡିବକି_କେବେ_ମନେ ? 💐💐💐💐🙏🙏🙏🙏🙏🙏
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର #ଉତ୍କଳ_ଗୌରବ_ମଧୁସୂଦନ_ଦାସଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।

ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମ...
13/04/2020

ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ।

Address

BHUBANESWAR
Bhubaneswar

Telephone

+919668991200

Website

Alerts

Be the first to know and let us send you an email when Manas Ranjan Barik posts news and promotions. Your email address will not be used for any other purpose, and you can unsubscribe at any time.

Share

Category