Bandita Parida

Bandita Parida Contact information, map and directions, contact form, opening hours, services, ratings, photos, videos and announcements from Bandita Parida, Bhubaneswar.

ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଜିଲ୍ଲା ସାଂଗଠନିକ ବୈଠକ ରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ...
30/07/2026

ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଜିଲ୍ଲା ସାଂଗଠନିକ ବୈଠକ ରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇଙ୍କ ସହ ଯୋଗ ଦେଇଥିଲି।

ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଡୋଲୀପୁର ୱାର୍ଡ ନଂ ୧୯ ର କମ୍ ବୟସ୍କ ଯୁବକ ସ୍ମୃତିଶ ବ୍ରହ୍ମଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ବର୍ଗତ...
29/07/2026

ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଡୋଲୀପୁର ୱାର୍ଡ ନଂ ୧୯ ର କମ୍ ବୟସ୍କ ଯୁବକ ସ୍ମୃତିଶ ବ୍ରହ୍ମଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲି।

ବ୍ୟାସନଗର ପୌର ପରିଷଦ ର ପୂର୍ବତନ କର୍ମଚାରୀ ତଥା ଆମ ନଟପଡା ଗ୍ରାମର ବଡ଼ ଭାଇ ଅନିରୁଦ୍ଧ ସାମଲ (ବୁଲୁ ଭାଇ) ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ...
28/07/2026

ବ୍ୟାସନଗର ପୌର ପରିଷଦ ର ପୂର୍ବତନ କର୍ମଚାରୀ ତଥା ଆମ ନଟପଡା ଗ୍ରାମର ବଡ଼ ଭାଇ ଅନିରୁଦ୍ଧ ସାମଲ (ବୁଲୁ ଭାଇ) ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଇଥିଲି 🙏

ପୂର୍ବତନ ଶିକ୍ଷୟିତ୍ରୀ ପ୍ରମୋଦିନି ଦାସଙ୍କ ପୁତ୍ର ର ବିବାହ ଉତ୍ସବରେ ଯୋଗ ଦେଇ ଉଭୟ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲି ।
28/07/2026

ପୂର୍ବତନ ଶିକ୍ଷୟିତ୍ରୀ ପ୍ରମୋଦିନି ଦାସଙ୍କ ପୁତ୍ର ର ବିବାହ ଉତ୍ସବରେ ଯୋଗ ଦେଇ ଉଭୟ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲି ।

Congratulations Jyotirmayee. win the Indian idol trophy
27/07/2026

Congratulations Jyotirmayee. win the Indian idol trophy

ରାଜ୍ୟ ସାମ୍ବାଦିକ ସଂଘ ସଭାପତି ତଥା ପ୍ରଗତିବାଦୀ ସାମ୍ବାଦିକ କୈଳାଶ ନାୟକଙ୍କ ନାତି ର ପ୍ରଥମ ଜନ୍ମ ଉତ୍ସବରେ ଯୋଗ ଦେଇ ତାକୁ ଆଶ୍ରୀବାଦ ପ୍ରଦାନ...
27/07/2026

ରାଜ୍ୟ ସାମ୍ବାଦିକ ସଂଘ ସଭାପତି ତଥା ପ୍ରଗତିବାଦୀ ସାମ୍ବାଦିକ କୈଳାଶ ନାୟକଙ୍କ ନାତି ର ପ୍ରଥମ ଜନ୍ମ ଉତ୍ସବରେ ଯୋଗ ଦେଇ ତାକୁ ଆଶ୍ରୀବାଦ ପ୍ରଦାନ କରିଥିଲି

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜହ୍ନା ଗ୍ରାମର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ମୋ ପ୍ରତି...
23/07/2026

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜହ୍ନା ଗ୍ରାମର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ମୋ ପ୍ରତି ସ୍ନେହ ଶ୍ରଦ୍ଧା ଦେଖି ସେମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି 🙏

ବ୍ୟାସନଗର ପୌରାଞ୍ଚଳ ନଟପଡା ଗ୍ରାମର ପ୍ରଭାତ କୁମାର ରଥଙ୍କ ଭୁବନେଶ୍ୱର ଠାରେ ଆୟୋଜିତ ପୁତ୍ର ର ବିବାହ ଉତ୍ସବରେ ଯୋଗ ଦେଇ ଉଭୟ ନବ ଦମ୍ପତିଙ୍କୁ ...
20/07/2026

ବ୍ୟାସନଗର ପୌରାଞ୍ଚଳ ନଟପଡା ଗ୍ରାମର ପ୍ରଭାତ କୁମାର ରଥଙ୍କ ଭୁବନେଶ୍ୱର ଠାରେ ଆୟୋଜିତ ପୁତ୍ର ର ବିବାହ ଉତ୍ସବରେ ଯୋଗ ଦେଇ ଉଭୟ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲି।

ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଗ୍ରାମର ଧର୍ମପରାୟଣ ବ୍ୟକ୍ତି ତଥା ସଂକୀର୍ତ୍ତନ ପ୍ରେମୀ ଲକ୍ଷ୍ମୀଧର ପୁହାଣଙ୍କ ଏକାଦଶାହ କାର୍ଯ୍ୟକ୍ରମ ର...
19/07/2026

ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଗ୍ରାମର ଧର୍ମପରାୟଣ ବ୍ୟକ୍ତି ତଥା ସଂକୀର୍ତ୍ତନ ପ୍ରେମୀ ଲକ୍ଷ୍ମୀଧର ପୁହାଣଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି।

କୋରେଇ ବ୍ଲକ ଅନ୍ତର୍ଗତ ମୁଳିସରଗଡା  ଗ୍ରାମର ମୁରଲୀଧର ସାହୁଙ୍କ ସହଧର୍ମିଣୀ ବୀଣାପାଣି ସାହୁଙ୍କ ଏକାଦଶାହ କ୍ରିୟା ରେ ଯୋଗ ଦେଇ ସ୍ବର୍ଗତ ଆତ୍ମା...
18/07/2026

କୋରେଇ ବ୍ଲକ ଅନ୍ତର୍ଗତ ମୁଳିସରଗଡା ଗ୍ରାମର ମୁରଲୀଧର ସାହୁଙ୍କ ସହଧର୍ମିଣୀ ବୀଣାପାଣି ସାହୁଙ୍କ ଏକାଦଶାହ କ୍ରିୟା ରେ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି।

Address

Bhubaneswar

Website

Alerts

Be the first to know and let us send you an email when Bandita Parida posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share