Odisha State Civil Supplies Corporation

Odisha State Civil Supplies Corporation ଖାଦ୍ୟ ଶସ୍ୟ ସଂଗ୍ରହ, ସଞ୍ଚୟ ଓ ସର୍ବସାଧାରଣ ଏବଂ ହିତାଧିକାରୀଙ୍କ ପାଇଁ ବଣ୍ଟନ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା କରିବା |

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପଶାସନ ସଚିବ ରାୟଗଡ଼ ଜିଲ୍ଲା ଗସ୍ତକରି ବିଭିନ୍ନ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ର...
06/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପଶାସନ ସଚିବ ରାୟଗଡ଼ ଜିଲ୍ଲା ଗସ୍ତକରି ବିଭିନ୍ନ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ରେ ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ । ଏହି ଅବସରରେ ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଚାଷୀ ଭାଇଭଉଣୀମାନେ ଯେପରି ସହଜ, ସ୍ୱଚ୍ଛ ଓ ନିର୍ବିଘ୍ନ ଭାବେ ପଞ୍ଜିକରଣ କରିପାରିବେ, ସେଥିପାଇଁ ସରକାରଙ୍କ ନିର୍ଦ୍ଧାରିତ ସମସ୍ତ ନିୟମାବଳୀର ସଠିକ୍ ପାଳନ କରିବାକୁ LAMPCS କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida District Administration, Rayagada

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ(ସଂଗ୍ରହଣ) ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍...
06/09/2026

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ(ସଂଗ୍ରହଣ) ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida Dhenkanal District Administration District Administration, Anugola

ରାଜ୍ୟରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଠୁଳ କରି ରଖୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍...
06/09/2026

ରାଜ୍ୟରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଠୁଳ କରି ରଖୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ତଥ୍ୟ: ତା: ୦୬.୦୯.୨୦୨୬



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ(ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀମତୀ ପ୍ରଣତି ପ୍ରିୟଦର୍ଶିନୀ ରାଉତ କେନ୍ଦ୍ରାପଡା ଜିଲ୍ଲାର ଦାନପୁ...
06/09/2026

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ(ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀମତୀ ପ୍ରଣତି ପ୍ରିୟଦର୍ଶିନୀ ରାଉତ କେନ୍ଦ୍ରାପଡା ଜିଲ୍ଲାର ଦାନପୁର ଓ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଚାଷୀ ଭାଇଭଉଣୀମାନେ ଯେପରି ସହଜ, ସ୍ୱଚ୍ଛ ଓ ନିର୍ବିଘ୍ନ ଭାବେ ପଞ୍ଜିକରଣ କରିପାରିବେ, ସେଥିପାଇଁ ସରକାରଙ୍କ ନିର୍ଦ୍ଧାରିତ ସମସ୍ତ ନିୟମାବଳୀର ସଠିକ୍ ପାଳନ କରିବାକୁ PACS କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida

ଖରିଫ ବିପଣନ ବର୍ଷ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ଜାରି! ଚାଷୀଙ୍କ ସ୍ୱାର୍ଥ ଓ ସୁବିଧାକୁ ପ୍ରାଥମିକତା ଦେଇ ଅଗଷ୍ଟ ୬ ତାରିଖ ରୁ ଖରିଫ ଧାନ ପାଇ...
06/09/2026

ଖରିଫ ବିପଣନ ବର୍ଷ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ଜାରି!
ଚାଷୀଙ୍କ ସ୍ୱାର୍ଥ ଓ ସୁବିଧାକୁ ପ୍ରାଥମିକତା ଦେଇ ଅଗଷ୍ଟ ୬ ତାରିଖ ରୁ ଖରିଫ ଧାନ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି।
ଏପର୍ଯ୍ୟନ୍ତ ୨୧ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଲେଣି।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ(ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀମତୀ ପ୍ରଣତି ପ୍ରିୟଦର୍ଶିନୀ ରାଉତ ଯାଜପୁର ଜିଲ୍ଲାର ପଲ୍ଲୀ ମଙ୍ଗ...
05/09/2026

ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସାଧାରଣ ପରିଚାଳକ(ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀମତୀ ପ୍ରଣତି ପ୍ରିୟଦର୍ଶିନୀ ରାଉତ ଯାଜପୁର ଜିଲ୍ଲାର ପଲ୍ଲୀ ମଙ୍ଗଳ ଓ ବଡ଼ଚଣା ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଏହି ଅବସରରେ ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।



CMO Odisha Information & Public Relations Department, Government of Odisha Krushna Chandra Patra Samabaya Bibhaga Kanak Vardhan Singh Deo Department of Food & Public Distribution Prabhati Parida Food Odisha

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନବରଙ୍ଗପୁର ଜିଲ୍ଲା ଗସ୍ତକରି ଝରିଗାଁ ସ୍ଥିତ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ...
05/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନବରଙ୍ଗପୁର ଜିଲ୍ଲା ଗସ୍ତକରି ଝରିଗାଁ ସ୍ଥିତ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ରେ ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ । ଏହି ଅବସରରେ ବିଭାଗୀୟ କର୍ମଚାରୀମାନଙ୍କ ସହ ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida Collectorate Nabarangpur

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କର...
05/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନୁଶାସନ ସଚିବ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ର...
05/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନୁଶାସନ ସଚିବ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida Collector & DM Boudh

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନୁଶାସନ ସଚିବ ଭଦ୍ରକ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ର...
05/09/2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନୁଶାସନ ସଚିବ ଭଦ୍ରକ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗସ୍ତ କରି ଧାନ ସଂଗ୍ରହ ଋତୁ (KMS) ୨୦୨୬-୨୭ ପାଇଁ ଚାଲୁଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ତଦାରଖ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପଞ୍ଜିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅଧିକାରୀ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।



CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida District Administration,Bhadrak

Address

Odisha State Civil Supplies Corporation Limited C/2 Nayapalli Bhubaneswar/
Bhubaneswar
751012

Opening Hours

Monday 10am - 4pm
Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 10am - 4pm

Alerts

Be the first to know and let us send you an email when Odisha State Civil Supplies Corporation posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share