SUCI Communist Odisha

SUCI Communist Odisha Official page of Socialist Unity Centre of India (Communist), SUCI(C), Odisha State Committee.

Demonstration by SUCI ( Communist) in front of the Cuttack collectorate against deteriorating law and order situation in...
11/05/2026

Demonstration by SUCI ( Communist) in front of the Cuttack collectorate against deteriorating law and order situation in Odisha.

#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ

 ଟ୍ରେଡ୍‌ ୟୁନିଅନ ନେତା, ସି. ଆଇ. ଟି. ୟୁ. ର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ସର୍ଵ ଭାରତୀୟ ଉପସଭାତି ତଥା ସି.ପି.ଆଇ.(ଏମ) ରାଜ୍ୟ ସମ୍ପାଦକମଣ୍ଡ...
09/05/2026


ଟ୍ରେଡ୍‌ ୟୁନିଅନ ନେତା, ସି. ଆଇ. ଟି. ୟୁ. ର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ସର୍ଵ ଭାରତୀୟ ଉପସଭାତି ତଥା ସି.ପି.ଆଇ.(ଏମ) ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଦୁଃଖଦ ମୃତ୍ୟରେ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି । ତାଙ୍କ ପାର୍ଥିବ ଶରୀରରେ ଏସୟୁସିଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ସଦସ୍ୟ ତଥା ରାଜ୍ୟ ସମ୍ପାଦକ କମ୍ରେଡ ଶଙ୍କର ଦାଶଗୁପ୍ତ ଏବଂ AIMSS ସର୍ବ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଛବି ମହାନ୍ତି ପୁଷ୍ପଗୁଚ୍ଛ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 #ଏସ୍‌ୟୁସିଆଇ_କମ୍ୟୁନିଷ୍ଟ ସର୍ବନିମ୍ନ ଦୈନିକ ମଜୁରୀ ୧୦ଟଙ୍କା ବୃଦ୍ଧିକରି ବିଜ୍ଞାପନରେ ଖର୍ଚ୍ଚ ହେଲାଣି ଲକ୍ଷାଧିକ ଟଙ୍କା, ସରକାର ଏଭଳି ପ୍ରହ...
04/05/2026

#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ ସର୍ବନିମ୍ନ ଦୈନିକ ମଜୁରୀ ୧୦ଟଙ୍କା ବୃଦ୍ଧିକରି ବିଜ୍ଞାପନରେ ଖର୍ଚ୍ଚ ହେଲାଣି ଲକ୍ଷାଧିକ ଟଙ୍କା, ସରକାର ଏଭଳି ପ୍ରହସନ ବନ୍ଦ କରି ଶ୍ରମିକ ମାନଙ୍କ ସର୍ବନିମ୍ନ ମାସିକ ମଜୁରୀ ୨୮ହଜାର କରନ୍ତୁ।

 #ଏସ୍‌ୟୁସିଆଇ_କମ୍ୟୁନିଷ୍ଟ   Omfed କ୍ଷୀର ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ପାଇଁ ଆଗେଇ ଆସନ୍ତୁ।
03/05/2026

#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ
Omfed କ୍ଷୀର ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ପାଇଁ ଆଗେଇ ଆସନ୍ତୁ।

 #ଏସ୍‌ୟୁସିଆଇ_କମ୍ୟୁନିଷ୍ଟ   କମର୍ସିଆଲ ଗ୍ୟାସ ସିଲିଣ୍ଡର୍ ଦାମ୍ ଏକାଥରକେ ବଢ଼ିଲା ୯୯୩ଟଙ୍କା, ଅନ୍ୟାୟ ଦର ବୃଦ୍ଧି ବିରୁଦ୍ଧରେ ଆଗେଇ ଆସିବାକୁ...
01/05/2026

#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର୍ ଦାମ୍ ଏକାଥରକେ ବଢ଼ିଲା ୯୯୩ଟଙ୍କା, ଅନ୍ୟାୟ ଦର ବୃଦ୍ଧି ବିରୁଦ୍ଧରେ ଆଗେଇ ଆସିବାକୁ ଆହ୍ୱାନ।

 #ଆନ୍ତର୍ଜାତିକ_ଶ୍ରମିକ_ଦିବସ_ଜିନ୍ଦାବାଦ #ଏସ୍‌ୟୁସିଆଇ_କମ୍ୟୁନିଷ୍ଟ ବିଶ୍ୱ ଶ୍ରମିକ ଦିବସ ଅବସରରେ ଶ୍ରମିକ ଶ୍ରେଣୀର ଆନ୍ତର୍ଜାତିକ ନେତୃବୃନ୍ଦ...
01/05/2026

#ଆନ୍ତର୍ଜାତିକ_ଶ୍ରମିକ_ଦିବସ_ଜିନ୍ଦାବାଦ
#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ
ବିଶ୍ୱ ଶ୍ରମିକ ଦିବସ ଅବସରରେ ଶ୍ରମିକ ଶ୍ରେଣୀର ଆନ୍ତର୍ଜାତିକ ନେତୃବୃନ୍ଦଙ୍କ ଫଟୋରେ ମାଲ୍ୟାର୍ପଣ ଏବଂ ରକ୍ତ ପତାକା ଉତ୍ତୋଳନ

    ଘଟଣା ପୁଞ୍ଜିବାଦୀ ବ୍ୟବସ୍ଥାର କ୍ରୁରଚିତ୍ରକୁ ଉନ୍ମୋଚନ କରୁଛି
30/04/2026

ଘଟଣା ପୁଞ୍ଜିବାଦୀ ବ୍ୟବସ୍ଥାର କ୍ରୁରଚିତ୍ରକୁ ଉନ୍ମୋଚନ କରୁଛି

24/04/2026

State level public meeting at Saheed Bhawan,Cuttack on the occasion of the 79th foundation day of the SUCI(Communist).


#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ

SUCI Communist Odisha

State level public meeting at Saheed Bhawan,Cuttack on the occasion of the 79th foundation day of the SUCI(Communist). #...
24/04/2026

State level public meeting at Saheed Bhawan,Cuttack on the occasion of the 79th foundation day of the SUCI(Communist).
#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ

SUCI Communist Odisha

ଭାରତବର୍ଷର ଶ୍ରମିକଶ୍ରେଣୀର ବିପ୍ଳବୀ ଦଳଏସୟୁସିଆଇ(କମ୍ୟୁନିଷ୍ଟ)ର ୭୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସମାବେଶ୨୪ ଏପ୍ରିଲ ୨୦୨୬, ଶ...
24/04/2026

ଭାରତବର୍ଷର ଶ୍ରମିକଶ୍ରେଣୀର ବିପ୍ଳବୀ ଦଳ
ଏସୟୁସିଆଇ(କମ୍ୟୁନିଷ୍ଟ)ର ୭୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସମାବେଶ
୨୪ ଏପ୍ରିଲ ୨୦୨୬, ଶହୀଦ ଭବନ, କଟକ, ଦିବା ୧୧ଟା
ମୁଖ୍ୟବକ୍ତା: କମ୍ରେଡ୍ ଦ୍ୱାରିକାନାଥ ରଥ (କେନ୍ଦ୍ରୀୟ କମିଟି ସଦସ୍ୟ, ଏସୟୁସିଆଇ(ସି))
ସଭାପତି: କମ୍ରେଡ୍ ରଘୁନାଥ ଦାସ (ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ, ଏସୟୁସିଆଇ(ସି))
SUCI(C)
Odisha State Committee
#ଏସ୍‌ୟୁସିଆଇ_କମ୍ୟୁନିଷ୍ଟ
SUCI Communist Odisha

Address

Gangotri Nagar, Road Number/3, Sisupalgarh
Bhubaneswar
751002

Alerts

Be the first to know and let us send you an email when SUCI Communist Odisha posts news and promotions. Your email address will not be used for any other purpose, and you can unsubscribe at any time.

Share