08/02/2026
ଗତ କାଲି କଣ୍ଟେଇକୁଳିଆ ପଞ୍ଚାୟତ ୮୫ ନଂ ବୁଥ୍ ରେ ପଂଚାୟତ ପ୍ରମୂଖ ନରେଶ ସାହୁ ଏବଂ ବୁଥ ସଭାପତି ପ୍ରଦୀପ ସାହୁ ଙ୍କ ଉପସ୍ଥିତ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ #ନରେନ୍ଦ୍ର_ମୋଦି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ #ଧର୍ମେନ୍ଦ୍ର_ପ୍ରଧାନ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଛାଡ଼ି ବିଜେପିରେ ୩ନଂ ୱାର୍ଡର ମାନସ ଦେହୁରୀ (ଅଁରାବେରେଣି) ୪ନଂ ୱାର୍ଡ଼ (ଚାରିଖମଣ)ର ଧରଣୀଧର ସାହୁ, ପ୍ରଫୁଲ୍ଲ ସାହୁ, ବେଲାରସନ ସାହୁ ମିଶିଲେ। ପଞ୍ଚାୟତ ସମ୍ପାଦକ ଅସିତ୍ କୁମାର ସାହୁ, ହିଞରିଡ଼ା -୮୩ ବୁଥ ସଭାପତି ରଞ୍ଜନ ବେହେରା, କଣ୍ଟେଇକୁଳିଆ -୮୪ବୁଥ ସଭାପତି ରଞ୍ଜିତ ସାହୁ, ଇଚ୍ଛାପୁର -୯୦ ବୁଥ ସଭାପତି ଶରତ କୁମାର ସାହୁ, ପ୍ରଦୀପ ଦେହୁରୀ, ପ୍ରସନ୍ନ ସାହୁ ଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Dharmendra Pradhan
Narendra Modi
Mohan Charan Majhi BJP Odisha BJYM Odisha