AISF Boudh

AISF Boudh Official Page of AISF BOUDH District Council

30/09/2025
AISF ବୌଦ୍ଧ ଜିଲ୍ଲା ପରିଷଦ ତରଫରୁ ଅମର ଶହୀଦ ଭଗତ ସିଂହ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଭାତ ଫେରି ହୋଇଥିଲା ଏବଂ ଶହୀଦ ଭଗତ ସିଂହ ଙ୍କୁ ସ୍ମରଣ ...
28/09/2025

AISF ବୌଦ୍ଧ ଜିଲ୍ଲା ପରିଷଦ ତରଫରୁ ଅମର ଶହୀଦ ଭଗତ ସିଂହ ଙ୍କ ଜନ୍ମ ଜୟନ୍ତୀ ଅବସରରେ
ପ୍ରଭାତ ଫେରି ହୋଇଥିଲା ଏବଂ
ଶହୀଦ ଭଗତ ସିଂହ ଙ୍କୁ ସ୍ମରଣ କରି ତାଙ୍କର ସ୍ଵପ୍ନ ର ଭାରତ କିପରି ଥିଲା , ସେ ବିଷୟରେ ଆଲୋଚନା ହୋଇଥିଲା

ଶହୀଦ ଭଗତ ସିଂହ ଅମର ରହେ

✊❤️🌹🚩🚩


ବୌଦ୍ଧ ଜିଲ୍ଲା ପରିଷଦ ତରଫରୁ AISF ୯୦ ତମ ପ୍ରତିଷ୍ଠା ଦିବସ ପାଳିତ ।
15/08/2025

ବୌଦ୍ଧ ଜିଲ୍ଲା ପରିଷଦ ତରଫରୁ AISF ୯୦ ତମ ପ୍ରତିଷ୍ଠା ଦିବସ ପାଳିତ ।








AISF BOUDH ଜିଲ୍ଲା ତରଫରୁ ଭୈରବୀ କଲେଜ ଓ ଭୈରବୀ ଡିଗ୍ରୀ କଲେଜ ରେ ସୌମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ, ଦୁଇଟି ଦାବୀ କରିଥିଲୁ ୧ )...
27/07/2025

AISF BOUDH ଜିଲ୍ଲା ତରଫରୁ ଭୈରବୀ କଲେଜ ଓ ଭୈରବୀ ଡିଗ୍ରୀ କଲେଜ ରେ ସୌମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ, ଦୁଇଟି ଦାବୀ କରିଥିଲୁ

୧ )ନ୍ୟାୟିକ ତଦନ୍ତ ଦାବି
୨) ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି

AISF ଲଢେ଼ଇ କରିବ ଦାବି ପୁରଣ ନ ହେଲା ଯାଏ ବୋଲି ନିଷ୍ପତ୍ତି ନିଆଗଲା।

ଏଥିରେ ଲକ୍ଷ୍ମୀ ପ୍ରଧାନ ଓ ରଞ୍ଜନ କୁମାର ନାଏକ ନେତୃତ୍ଵ ନେଇଥିଲେ।

Address

Boudh

Website

Alerts

Be the first to know and let us send you an email when AISF Boudh posts news and promotions. Your email address will not be used for any other purpose, and you can unsubscribe at any time.

Share