BJP Chikiti

BJP Chikiti Official page of BJP Chikiti

ଚିକିଟି ବିଧାନସଭା ତୁରୁବୁଡି ଗ୍ରାମର କୁରାଳ ସମାଜ (ସମ୍ପୂର୍ଣ କୁମ୍ଭାର ସାହି ) ବାସିନ୍ଦା ଆଜି ବିଧିବଦ୍ଧ ଭାବେ ବିଜେଡି ଛାଡି ବିଜେପି ବିଧାୟକ...
28/04/2026

ଚିକିଟି ବିଧାନସଭା ତୁରୁବୁଡି ଗ୍ରାମର କୁରାଳ ସମାଜ (ସମ୍ପୂର୍ଣ କୁମ୍ଭାର ସାହି ) ବାସିନ୍ଦା ଆଜି ବିଧିବଦ୍ଧ ଭାବେ ବିଜେଡି ଛାଡି ବିଜେପି ବିଧାୟକ ଶ୍ରୀ Manoranjan Dyan Samantara ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହେଲେ

ଚିକିଟିଗଡ଼ ଶ୍ରୀ ଶ୍ରୀ ମାଁ ଗୁଡ଼ିଆ ଠାକୁରାଣୀ ଙ୍କ ଯାତ୍ରା ଦର୍ଶନ କରି ଅଞ୍ଚଳ ର ଶାନ୍ତି ରକ୍ଷା ପାଇଁ ପାର୍ଥନା କରିଲେ ଚିକିଟି ର ଜନପ୍ରିୟ ବିଧ...
25/04/2026

ଚିକିଟିଗଡ଼ ଶ୍ରୀ ଶ୍ରୀ ମାଁ ଗୁଡ଼ିଆ ଠାକୁରାଣୀ ଙ୍କ ଯାତ୍ରା ଦର୍ଶନ କରି ଅଞ୍ଚଳ ର ଶାନ୍ତି ରକ୍ଷା ପାଇଁ ପାର୍ଥନା କରିଲେ ଚିକିଟି ର ଜନପ୍ରିୟ ବିଧାୟକ ଶ୍ରୀ Manoranjan Dyan Samantara (ମନୁ_ବାବୁ)

ଚିକିଟି ବଡ଼ପଲଙ୍କ ଗ୍ରାମ ର ତିନଟି ପ୍ରକଳ୍ପ ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନୂତନ କୋଠା,ସୁଭଦ୍ରା ଶକ୍ତି କେନ୍ଦ୍ର ଏବଂ ପ୍ରଧାନ ସମାଜ କୋଠଘର ର...
20/04/2026

ଚିକିଟି ବଡ଼ପଲଙ୍କ ଗ୍ରାମ ର ତିନଟି ପ୍ରକଳ୍ପ ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନୂତନ କୋଠା,ସୁଭଦ୍ରା ଶକ୍ତି କେନ୍ଦ୍ର ଏବଂ ପ୍ରଧାନ ସମାଜ କୋଠଘର ର ଶୁଭ ଉଦ୍ଘାଟନ କରିବା ଅବସରରେ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ସହ ଧର୍ମିଣୀ ଶ୍ରୀମତୀ Manoranjan Dyan Samantara

19/04/2026

କିଛି ଦିନ ଭିତରେ ପୁଣି ଏକ ବଡ଼ ମିଶ୍ରଣ ପର୍ବ ହେବ । ଚିକିଟି ବ୍ଲକ ଗୋଟେ ପଂଚାୟତ ର ଲୋକେ BJP Odisha ରେ ଯୋଗଦେବେ ।
#ମିଶ୍ରଣପର୍ବ

ପାତ୍ରପୁର ବ୍ଲକ ଆମ୍ବପୁର ଏବଂ ବିଜୁପୁର ଗ୍ରାମ ର ଦୁଇଟି କାର୍ଯ୍ୟକର୍ତ୍ତା ଙ୍କ ଦେହାନ୍ତ ଖବର ପାଇ ବାସଭବନ ରେ ପହଞ୍ଚିବା ସହ ଗଭୀର ସମବେଦନା ଜଣ...
18/04/2026

ପାତ୍ରପୁର ବ୍ଲକ ଆମ୍ବପୁର ଏବଂ ବିଜୁପୁର ଗ୍ରାମ ର ଦୁଇଟି କାର୍ଯ୍ୟକର୍ତ୍ତା ଙ୍କ ଦେହାନ୍ତ ଖବର ପାଇ ବାସଭବନ ରେ ପହଞ୍ଚିବା ସହ ଗଭୀର ସମବେଦନା ଜଣାଇଲେ ଚିକିଟି ର ଲୋକପ୍ରିୟ ବିଧାୟକ ଶ୍ରୀ Manoranjan Dyan Samantara

ଚିକିଟି ବ୍ଲକ ଗିରିସୋଲା ରୁ ୩୫ ପରିବାର ବିଜେଡି ଛାଡି ବିଜେପି ରେ ଯୋଗଦାନ |ଚିକିଟି ବ୍ଲକ ଗିରିସୋଲା ପଞ୍ଚାୟତ କୃଷ୍ଣନଗର ର ୩୪ ପରିବାର ଏବଂ ଏର...
16/04/2026

ଚିକିଟି ବ୍ଲକ ଗିରିସୋଲା ରୁ ୩୫ ପରିବାର ବିଜେଡି ଛାଡି ବିଜେପି ରେ ଯୋଗଦାନ |

ଚିକିଟି ବ୍ଲକ ଗିରିସୋଲା ପଞ୍ଚାୟତ କୃଷ୍ଣନଗର ର ୩୪ ପରିବାର ଏବଂ ଏରେଣ୍ଡ୍ରା ର ୧ ପରିବା ବିଜୁ ଜନତା ଦଳ ଛାଡି ବିଜେପି ରେ ଯୋଗ ଦେଲେ | କହିବା ଅନୁଯାୟୀ ବିଜୁ ଜନତା ଦଳ ରେ ସେମାନେ କେବେ ବିଧାୟିକା ଙ୍କ ସହ ସିଧା ସଳଖ କଥା ହୋଇପାରୁନଥିଲେ ମଧ୍ୟସ୍ଥି ଙ୍କୁ ଧରିଲେ ଅଧାରୁ ବାଟବଣା ହେଉଥିଲେ କିନ୍ତୁ ବିଜେପି ରେ ତାହା ନାହିଁ ସେଥି ପାଇଁ ବିଧାୟକ ଙ୍କୁ ସାଧୁବାଦ ଜଣାଇଲେ |
ଭାରତ ମାତା କି ଜୟ 🙏

BJP Odisha Mohan Charan Majhi PMO India Bharatiya Janata Party (BJP)

Address

Patrapur Infront Of CHC Medical
Chikitigarh
761004

Website

Alerts

Be the first to know and let us send you an email when BJP Chikiti posts news and promotions. Your email address will not be used for any other purpose, and you can unsubscribe at any time.

Share