Republican Party Of India,Odisha

  • Home
  • Republican Party Of India,Odisha

Republican Party Of India,Odisha Never says no

୨୦୨୯ ସାଧାରଣ ନିର୍ବାଚନ କୁ ଅପେକ୍ଷା କରି ରହିଲା ଆର୍.ପି.ଆଇ.(ଆମ୍ବେଦକର)ଜାତୀୟ ରାଜନୈତିକ ଦଳ
14/11/2025

୨୦୨୯ ସାଧାରଣ ନିର୍ବାଚନ କୁ ଅପେକ୍ଷା କରି ରହିଲା ଆର୍.ପି.ଆଇ.(ଆମ୍ବେଦକର)
ଜାତୀୟ ରାଜନୈତିକ ଦଳ

10/10/2025
28/08/2024

ଫେସବୁକ୍ ବନ୍ଧୁମାନଙ୍କର ଯୋଗାଯୋଗ ନମ୍ବର ସହିତ
ହ୍ୱାଟ୍ସ୍ଅପ୍ ନମ୍ବର ଦରକାର୍ ଯେଉଁମାନେ ଦେବାକୁ ଇଛୁକ
ମ୍ୟାସେଜ୍ କରିବେ

୨୦୨୪ ନିର୍ବାଚନ ରେ ଆମ ଦଳ ତରଫ ରୁ କୌଣସୀ ଆର୍ଥିକ ସହଯୋଗ ମିଳିପାରିନଥିଲା ମୋ ରାଜ୍ୟ ର ବିଧାୟକ ୫ ପ୍ରାର୍ଥୀ ଏବଂ ଏକମାତ୍ର ସାଂସଦ ପ୍ରାର୍ଥୀ ଙ...
25/08/2024

୨୦୨୪ ନିର୍ବାଚନ ରେ ଆମ ଦଳ ତରଫ ରୁ କୌଣସୀ ଆର୍ଥିକ ସହଯୋଗ ମିଳିପାରିନଥିଲା ମୋ ରାଜ୍ୟ ର ବିଧାୟକ ୫ ପ୍ରାର୍ଥୀ ଏବଂ ଏକମାତ୍ର ସାଂସଦ ପ୍ରାର୍ଥୀ ଙ୍କୁ ନିଜସ୍ୱ ସ୍ୱଳ୍ପ ଆର୍ଥିକ ଶକ୍ତି ତଥା ପରିଚିତ ବ୍ୟକ୍ତି ମାନଙ୍କର ସ୍ୱଳ୍ପ ସହାୟତା ଆମକୁ ନିର୍ବାଚନ ରେ ନିଜ ଦଳକୁ ଉତ୍କଳ ପ୍ରଦେଶ(ଓଡ଼ିଶା) ରେ ପରିଚୟ ଦେଇଥିବାରୁ ମୁଁ ମୋର ସମସ୍ତ ପ୍ରାର୍ଥୀ, ଜିଲ୍ଲା ସଭାପତି ଏବଂ କାର୍ଯ୍ୟକର୍ତ୍ତା ଙ୍କ ପାଖରେ ସର୍ବଦା ଆଭାରୀ ରହିବି କିନ୍ତୁ ଆସନ୍ତା ସେପ୍ଟେମ୍ବର ରୁ ନେଇ ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ଆମ ଦଳ ଲୋକଲୋଚନ ରେ ରହିବ 🙏🏼💐🌟

ଭାରତୀୟ ଜନତା ପାର୍ଟି ର ଆହ୍ୱାନ ରେ ଯୁବଶକ୍ତିଯାହାର ରାଜନୈତିକ ପୃଷ୍ଠଭୂମି ନଥିବ ସେମାନେନିଶ୍ଚୟ ରାଜନୀତି କୁ ଆସିବେ, ତା ପୂର୍ବରୁ ମୁଁ ଆସି ସ...
25/08/2024

ଭାରତୀୟ ଜନତା ପାର୍ଟି ର ଆହ୍ୱାନ ରେ ଯୁବଶକ୍ତି
ଯାହାର ରାଜନୈତିକ ପୃଷ୍ଠଭୂମି ନଥିବ ସେମାନେ
ନିଶ୍ଚୟ ରାଜନୀତି କୁ ଆସିବେ, ତା ପୂର୍ବରୁ ମୁଁ ଆସି ସାରିଛି
ମୋର କୌଣସୀ ରାଜନୈତିକ ପୃଷ୍ଠଭୂମି ନାହିଁ ଏବଂ ମୁଁ
ପ୍ରଦେଶ ର ସର୍ବୋଚ୍ଚ ପଦବୀ ରେ ଅଛି ଜାତୀୟ ରାଜନୈତିକ
ଦଳ, "ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆମ୍ବଦକର୍)" ର
ଭାରତୀୟ ଜନତା ପାର୍ଟି ଏଥିରେ ନିଜର ସମ୍ମତି ଦେଉଛି ତ?
ନା କେବଳ ଯୁବଶକ୍ତି କୁ ଭାରତୀୟ ଜନତା ପାର୍ଟି ରେ
ଯୋଗଦାନ କରି ରାଜନୀତି କୁ ଆସିବା କଥା?
ଉତ୍ତର କୁ ଆଶାକରି ରହିଲି

ଯଜ୍ଞଦତ୍ତ ମହାନ୍ତି
ପ୍ରଦେଶ ଅଧ୍ୟକ୍ଷ
ଉତ୍କଳ ପ୍ରଦେଶ(ଓଡ଼ିଶା)
ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ(ଆମ୍ବେଦକର)
ଜାତୀୟ ରାଜନୈତିକ ଦଳ

ସତ୍ୟ
21/07/2024

ସତ୍ୟ

ଶ୍ରୀଗୁଣ୍ଡିଚା ଯାତ୍ରା ର ଅଭିନନ୍ଦନ ଆମ ତରଫ ରୁମୋର ରାଜ୍ୟବାସୀଙ୍କୁ, ଜୟ ଜଗନ୍ନାଥଯଜ୍ଞଦତ୍ତ ମହାନ୍ତିରାଜ୍ୟ ସଭାପତି ଓଡ଼ିଶାଆର୍.ପି.ଆଇ.(ଏ)
07/07/2024

ଶ୍ରୀଗୁଣ୍ଡିଚା ଯାତ୍ରା ର ଅଭିନନ୍ଦନ ଆମ ତରଫ ରୁ
ମୋର ରାଜ୍ୟବାସୀଙ୍କୁ, ଜୟ ଜଗନ୍ନାଥ

ଯଜ୍ଞଦତ୍ତ ମହାନ୍ତି
ରାଜ୍ୟ ସଭାପତି ଓଡ଼ିଶା
ଆର୍.ପି.ଆଇ.(ଏ)

ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆମ୍ବେଦକର୍) ଏକ ରାଜନୈତିକଦଳ ସହିତ ଏକ ବୃହତ ସାମରିକ ବାହିନୀ ମଧ୍ୟ ଏବେ ନିଜେସେନାପତି ମଇଦାନ ରେ ଲୋକସଭା ସ...
08/05/2024

ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆମ୍ବେଦକର୍) ଏକ ରାଜନୈତିକ
ଦଳ ସହିତ ଏକ ବୃହତ ସାମରିକ ବାହିନୀ ମଧ୍ୟ ଏବେ ନିଜେ
ସେନାପତି ମଇଦାନ ରେ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ
କୋରାପୁଟ୍ ସଂସଦୀୟ ନିର୍ବାଚନ ମଣ୍ଡଳୀ ରେ,ହଁ ଆପଣ ଙ୍କ ପୂର୍ଣ
ସମର୍ଥନ ଏବଂ ଆଶିର୍ବାଦ ଆଶା ରେ

ସଭାପତି
ଉତ୍କଳ ପ୍ରଦେଶ
ଆର୍.ପି.ଆଇ.(ଏ)

ଆମ ଯୋଦ୍ଧାମାନେ ପ୍ରସ୍ତୁତ ଯୁଦ୍ଧ ପାଇଁକୋରାପୁଟ,ମାଲକାନଗିରି,ନବରଙ୍ଗପୁର ଓ ରାୟଗଡ଼ା ରେ
04/05/2024

ଆମ ଯୋଦ୍ଧାମାନେ ପ୍ରସ୍ତୁତ ଯୁଦ୍ଧ ପାଇଁ
କୋରାପୁଟ,ମାଲକାନଗିରି,ନବରଙ୍ଗପୁର ଓ ରାୟଗଡ଼ା ରେ

ଆର୍.ପି.ଆଇ.(ଆମ୍ବେଦକର୍) ରାଜନୈତିକ ଦଳ ରଉତ୍କଳ ପ୍ରଦେଶ ଅଭିଯାନ ର ଶୁଭାରମ୍ଭ
03/05/2024

ଆର୍.ପି.ଆଇ.(ଆମ୍ବେଦକର୍) ରାଜନୈତିକ ଦଳ ର
ଉତ୍କଳ ପ୍ରଦେଶ ଅଭିଯାନ ର ଶୁଭାରମ୍ଭ

03/05/2024

ମୋର ସମସ୍ତ ଆଶାୟୀ ପ୍ରାର୍ଥୀ କଟକ ଠାରେ ଏକତ୍ରିତ

Address


Telephone

+917894439760

Website

Alerts

Be the first to know and let us send you an email when Republican Party Of India,Odisha posts news and promotions. Your email address will not be used for any other purpose, and you can unsubscribe at any time.

  • Want your organization to be the top-listed Government Service?

Share