BANKI janata DALA Mundali

BANKI janata DALA Mundali Jagan Dalai

17/05/2026
 #ଆଗାମୀ_ଦିନରେ_ବାଙ୍କୀହେବ_ଓଡ଼ିଶାର_ଏକଅଗ୍ରଣୀ_ପର୍ଯ୍ୟଟନକେନ୍ଦ୍ରଆଜି ମାନ୍ୟବର ବିଧାୟକଙ୍କ ସକ୍ରିୟ ପଦକ୍ଷେପରେ କଟକ ଜିଲ୍ଲାପାଳ ଓ ବରିଷ୍ଠ ବି...
15/05/2026

#ଆଗାମୀ_ଦିନରେ_ବାଙ୍କୀହେବ_ଓଡ଼ିଶାର_ଏକଅଗ୍ରଣୀ_ପର୍ଯ୍ୟଟନକେନ୍ଦ୍ର
ଆଜି ମାନ୍ୟବର ବିଧାୟକଙ୍କ ସକ୍ରିୟ ପଦକ୍ଷେପରେ କଟକ ଜିଲ୍ଲାପାଳ ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ସହ ବାଙ୍କୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ — ଦେବୀଦ୍ୱାରା,ପାଣ୍ଡବ ବଖରା, ଅନାହତଗୁମ୍ଫା, ଡମପଡ଼ା ଅଭ୍ୟାରଣ୍ୟ , ତପସ୍ଵି ହନୁମାନଙ୍କ ପୀଠ ଓ ଅଂଶୁପାର ସର୍ବାଙ୍ଗୀଣ ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଯାଇଛି।
- ଲକ୍ଷ କେବଳ ପର୍ଯ୍ୟଟନର ବିକାଶ ନୁହେଁ ବରଂ ବାଙ୍କୀର ଯୁବଶକ୍ତିଙ୍କ ପାଇଁ ନୂଆ ରୋଜଗାର ଓ ବାଙ୍କୀକୁ ଓଡ଼ିଶାର ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବା ।
- ବାଙ୍କୀର ଐତିହ୍ୟ, ସଂସ୍କୃତି ଓ ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ହେଉଛି ଆମର ଦୃଢ଼ ସଂକଳ୍ପ।
“ସଶକ୍ତ ବାଙ୍କୀ, ସମୃଦ୍ଧ ବାଙ୍କୀ” ଏହା ଆମର ସଂକଳ୍ପ। ✨

ବାଙ୍କୀ ବ୍ଲକ ଅନ୍ତର୍ଗତ ଗୋଳାଗଣ୍ଡ ଗ୍ରାମପଞ୍ଚାୟତର ସାମପୁର ଗ୍ରାମରେ ଗତରାତିରେ ଘଟିଥିବା ହୃଦୟବିଦାରକ ଅଗ୍ନିକାଣ୍ଡ ଘଟଣା ପରେ ଘଟଣାସ୍ଥଳରେ ପହ...
09/05/2026

ବାଙ୍କୀ ବ୍ଲକ ଅନ୍ତର୍ଗତ ଗୋଳାଗଣ୍ଡ ଗ୍ରାମପଞ୍ଚାୟତର ସାମପୁର ଗ୍ରାମରେ ଗତରାତିରେ ଘଟିଥିବା ହୃଦୟବିଦାରକ ଅଗ୍ନିକାଣ୍ଡ ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚି ପୀଡିତ ପରିବାରଙ୍କ ଦୁଃଖରେ ସାମିଲ ହୋଇ ସମବେଦନା ଜଣାଇବା ସହିତ ଦୁଃଖ ଓ ବିପଦର ଏହି କଷ୍ଟକର ସମୟରେ ପରିବାରଙ୍କ ପାଖରେ ସରକାରୀ ସ୍ତରରେ ଯଥାଶୀଘ୍ର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଧାୟକ।
ଜନତାଙ୍କ ଦୁଃଖକୁ ନିଜ ଦୁଃଖ ଭାବି ସଦା ସେବାରେ ସମର୍ପିତ ଆମ ପ୍ରିୟ ବିଧାୟକ।

#ସୁଖଦୁଃଖରସାଥୀ_ଦେବୀରଞ୍ଜନତ୍ରିପାଠୀ

09/05/2026

ଖରା,ବର୍ଷା,ଶୀତ — କୌଣସି ପରିସ୍ଥିତିକୁ ଖାତିର ନକରି ସଦା ଜନସେବାକୁ ପ୍ରାଥମିକତା ଦେଇ ଆଗେଇ ଚାଲୁଥିବା ଆମ ବିଧାୟକ।
କେବଳ କଥାରେ ନୁହେଁ, କାର୍ଯ୍ୟ ଓ ଲୋକସେବାରେ ବିଶ୍ୱାସ ରଖୁଥିବା ଜନନେତା।
#ଜନସେବା ିଧାୟକ #ଲୋକସେବା #ବିକାଶର_ପଥ

09/05/2026

Mo neta. Mo Adarsha

ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ସୁନାଦେଈ ମୁଣ୍ଡିଆ ଠାରେ ନିର୍ମାଣାଧୀନ ୫୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସଭାଗୃହ (କଲ୍ୟାଣ ମଣ୍ଡପ)ର ପରିଦର...
08/05/2026

ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ସୁନାଦେଈ ମୁଣ୍ଡିଆ ଠାରେ ନିର୍ମାଣାଧୀନ ୫୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସଭାଗୃହ (କଲ୍ୟାଣ ମଣ୍ଡପ)ର ପରିଦର୍ଶନ କରି ମାନ୍ୟବର ବିଧାୟକ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବାଙ୍କୀ ଏନ.ଏ.ସି ର ଉପନଗରପାଳ ଓ ନଗରପାଳଙ୍କ ପ୍ରତିନିଧିଙ୍କ ତଥା ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ସମୀକ୍ଷା କରିଛନ୍ତି।
ଏହି ଅତ୍ୟାଧୁନିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ କେବଳ ବାଙ୍କୀ ଏନ.ଏ.ସି ନୁହେଁ, ବରଂ ବାଙ୍କୀ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ସାର୍ବଜନୀନ କାର୍ଯ୍ୟକଳାପ ପାଇଁ ଏକ ଆଧୁନିକ କେନ୍ଦ୍ର ଭାବେ ପରିଣତ ହେବ। ଜନସାଧାରଣଙ୍କ ସୁବିଧାକୁ ଅଧିକ ସୁଦୃଢ଼ କରିବା ସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ଏହି ପ୍ରକଳ୍ପ ଏକ ଆଧୁନିକ ଓ ଉପଯୋଗୀ କେନ୍ଦ୍ର ଭାବେ ପରିଚିତ ହେବ।


ମାନ୍ୟବର ବିଧାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୃଢ ପଦକ୍ଷେପରେ କାର୍ଯ୍ୟ ବିଭାଗକୁ ବାଙ୍କୀ ନିର୍ବାଚନ ମଣ୍ଡଳୀର ୨୫ କି.ମି. ରାସ୍ତା ଉନ୍ନତି ପାଇଁ ...
30/04/2026

ମାନ୍ୟବର ବିଧାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୃଢ ପଦକ୍ଷେପରେ କାର୍ଯ୍ୟ ବିଭାଗକୁ ବାଙ୍କୀ ନିର୍ବାଚନ ମଣ୍ଡଳୀର ୨୫ କି.ମି. ରାସ୍ତା ଉନ୍ନତି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହି ନିରନ୍ତର ପ୍ରୟାସ ସଫଳତାରେ ପରିଣତ ହୋଇ (ରାମଚନ୍ଦ୍ରପୁର ଠାରୁ କଳାପଥର) ଏବଂ (ତୁଳସୀପୁର ଠାରୁ ନରଗାଙ୍ଗ) ପର୍ଯ୍ୟନ୍ତ ରାସ୍ତା ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ ମିଳିଛି।
ଏହା ବାଙ୍କୀବାସୀଙ୍କ ବହୁଦିନର ମୌଳିକ ଆବଶ୍ୟକତା ଓ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ମାନ୍ୟବର ବିଧାୟକଙ୍କୁ ଅନ୍ତରିକ କୃତଜ୍ଞତା ଓ ଅନେକ ଅନେକ ଧନ୍ୟବାଦ।
#ଆମବିଧାୟକ_ଆମଗର୍ବ
#ବାଙ୍କୀ_ବିକାଶ #ଉନ୍ନତିର_ନୂଆ_ପଥ #ବିକାଶର_ଧାରା

ଆଜି ବାଙ୍କୀ ଏନ.ଏ.ସି ବାତ୍ୟା ଆଶ୍ରୟସ୍ଥଳୀ ପ୍ରାଙ୍ଗଣରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଙ୍କୀ ପକ୍ଷରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ ...
29/04/2026

ଆଜି ବାଙ୍କୀ ଏନ.ଏ.ସି ବାତ୍ୟା ଆଶ୍ରୟସ୍ଥଳୀ ପ୍ରାଙ୍ଗଣରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଙ୍କୀ ପକ୍ଷରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଏକ ସମଗ୍ର ମାଷ୍ଟରପ୍ଲାନର ଚୂଡାନ୍ତ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନ.ଏ.ସିର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ମାନ୍ୟବର ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଙ୍କୀର ଦୀର୍ଘକାଳୀନ ବର୍ଷାଜଳ ନିଷ୍କାସନ, ଜଳ ସଂରକ୍ଷଣ ଓ ତାହାକୁ ଚାଷୋପଯୋଗୀ କରିବା ପାଇଁ ଦୂରଦର୍ଶୀ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବାଙ୍କୀର ସାମଗ୍ରିକ ବିକାଶ, ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଆଗାମୀ ପିଢ଼ି ପାଇଁ ସୁଦୃଢ଼ ପାଇଁ ଏହି ମାଷ୍ଟରପ୍ଲାନ ଏକ ଐତିହାସିକ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

28/04/2026

ଭକ୍ତ ବାବୁ କହିଲେ ଆମେ ବିଜେଡି ସହ ମେଣ୍ଟ କରିବୁନି- ତାହାଲେ ଭକ୍ତ ବାବୁ ନବୀନ ବାବୁ ଙ୍କୁ ପାନେ ଦଲେ ଏବେ ନବୀନ ବାବୁ ଙ୍କ ନିଦ ଭାଙ୍ଗିବ ନା ନାଇଁ କି କଂଗ୍ରେସ ପ୍ରେମ ଆହୁରି ଝରିବ 🫣😂

Address

Mundali
Cuttack
754006

Website

Alerts

Be the first to know and let us send you an email when BANKI janata DALA Mundali posts news and promotions. Your email address will not be used for any other purpose, and you can unsubscribe at any time.

Share