I Support Debi Prasad Mishra

I Support Debi Prasad Mishra Contact information, map and directions, contact form, opening hours, services, ratings, photos, videos and announcements from I Support Debi Prasad Mishra, Political Party, Badamba, Cuttack.

22/05/2024

ଆରେ ଭାଇ ତମେ କହିଥିଲ ଓଡ଼ିଶାକୁ ଏକ ନମ୍ବର କରିବ
ହେ ତମେ ସବୁ ରାଜ୍ୟ କୁ ଏକ ନମ୍ବର କରିବ ବୋଲି କହୁଛ
ତା ମାନେ ମିଛ ଗ୍ୟାରେଣ୍ଟି
ଆମର ଦରକାର ନାହିଁ
Debi Prasad Mishra

ଏମାନେ ଖାଲି ନିଜ ମନ ର କଥା କହିବେଲୋକଙ୍କ ହୃଦୟର କଥା କେବଳ ବିଜେଡ଼ି ବୁଝିଥାଏDebi Prasad Mishra
01/05/2024

ଏମାନେ ଖାଲି ନିଜ ମନ ର କଥା କହିବେ
ଲୋକଙ୍କ ହୃଦୟର କଥା କେବଳ ବିଜେଡ଼ି ବୁଝିଥାଏ
Debi Prasad Mishra

20/04/2024

ଯେତେବେଳେ ରାଜ୍ୟ ବଜେପି ପାର୍ଟି ଅଫିସ ରୁ କଲ ଆସିଲା କଣ କହୁଛନ୍ତି ସାଧାରଣ ଲୋକ ??
#ବଡ଼ମ୍ବା #ନରସିଂହପୁର
Debi Prasad Mishra

26/03/2024
11/03/2024

"ଶଙ୍ଖ ଚିହ୍ନରେ ଭୋଟ୍ ଦେବୁ
ସବୁ ବୁଝିବେ ଦେବୀ ବାବୁ"

07/03/2024

ମେଣ୍ଟ ହଉ କି ଘାଣ୍ଟ ହଉ
ବଡ଼ମ୍ବା - ନରସିଂହପୁର
ଜନସାଧାରଣଙ୍କ ପ୍ରିୟ ନେତା
ଦେବୀ ପ୍ରସାଦ ମିଶ୍ର

 #ଆଠଗଡ଼ ସର୍କଲ ଅଧିନସ୍ଥ  କଷିକିଆରୀ PACSର ନୂତନ ଅଫିସ ଗୃହ ମାନ୍ୟବର  #ବିଧାୟକ ଶ୍ରୀ  #ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି...
27/02/2024

#ଆଠଗଡ଼ ସର୍କଲ ଅଧିନସ୍ଥ କଷିକିଆରୀ PACSର ନୂତନ ଅଫିସ ଗୃହ ମାନ୍ୟବର #ବିଧାୟକ ଶ୍ରୀ #ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀଙ୍କ ସହ PRI ସଦସ୍ୟ ଉପସ୍ଥିତ ଥିଲେ 🙏

#ପୁଣିଦେବୀଭାଇନା Debi Prasad Mishra BJD IT Cell

16/02/2024

#ପୁଣିଥରେଦେବୀମିଶ୍ର

#ମୋ_ହୃଦୟର_କଥା
Debi Prasad Mishra
#ମୋ_ନେତା #ଦେବୀ_ପ୍ରସାଦ_ମିଶ୍ର
#ବଡ଼ମ୍ବା_ନରସିଂହପୁର

16/02/2024

ଲୋକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଦୃଢ଼ ହେଉଛି ପ୍ରୟାସ। ମଧୁବାବୁ ପେନସନ୍ ଯୋଜନାରେ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ବିଧବା ଓ ଅସହାୟଙ୍କ ଭଳି ବିଭିନ୍ନ ବର୍ଗର ଲୋକ ହେଉଛନ୍ତି ଉପକୃତ। ଲୋକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବା ସହ ସୁରକ୍ଷିତ ହେଉଛି ଜୀବନ।
#ବଡ଼ମ୍ବା_ନରସିଂହପୁର #ଦେବୀ_ପ୍ରସାଦ_ମିଶ୍ର

ମିଶନ ଶକ୍ତି ଅଧୀନରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ହେବ ବ୍ୟାପକ କାର୍ଯ୍ୟକ୍ରମ। #ଦେବୀ_ପ୍ରସାଦ_ମିଶ୍ର  #ବଡ଼ମ୍ବା_ନରସିଂହପୁର
15/02/2024

ମିଶନ ଶକ୍ତି ଅଧୀନରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ହେବ ବ୍ୟାପକ କାର୍ଯ୍ୟକ୍ରମ।
#ଦେବୀ_ପ୍ରସାଦ_ମିଶ୍ର #ବଡ଼ମ୍ବା_ନରସିଂହପୁର

Address

Badamba
Cuttack

Website

Alerts

Be the first to know and let us send you an email when I Support Debi Prasad Mishra posts news and promotions. Your email address will not be used for any other purpose, and you can unsubscribe at any time.

Share