Radhe Bhakt Bidyashree

Radhe Bhakt Bidyashree Radha Rani is My Life Line...❤--√\_...
👉Advocate 👉 Social Activist 👉 Actress
(2)

02/09/2026

🎈🎈Happy Birthday To You Sushreeta Madam 🎂, Radha Rani Ji Bless You Always 🙌🎈🎈

ଆପଣ ମାନେ ଅଧିକ ମାତ୍ରାରେ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସଫଳ କରାଇବେ ବୋଲି ଆଶା ଅଛି। ଏବଂ ଯେଉଁ ମାନେ ଚାହିଁବେ ଉକ୍ତ ଦିନ ଗୁଡ଼ିକରେ ଆମ ରା...
30/08/2026

ଆପଣ ମାନେ ଅଧିକ ମାତ୍ରାରେ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସଫଳ କରାଇବେ ବୋଲି ଆଶା ଅଛି। ଏବଂ ଯେଉଁ ମାନେ ଚାହିଁବେ ଉକ୍ତ ଦିନ ଗୁଡ଼ିକରେ ଆମ ରାଧାରାଣୀ ସେବା ଟ୍ରଷ୍ଟ, ସେବାକୁଞ୍ଜ ଆଶ୍ରମ କୁ ଆସି ପରିଦର୍ଶନ ସହ ପ୍ରସାଦ ସେବନ କରି ରାଧା ରାଣୀ ଙ୍କ ଆଶିର୍ବାଦ ନେବା ସହ ଆମ ଆଶ୍ରମ ବାସି ଙ୍କୁ ଭଲପାଇବା ଦେଇ ମୋ ମୁଣ୍ଡ ଉପରେ ହାତ ରଖି ମୋତେ ଆଶ୍ରମ କୁ ଆହୁରି ଆଗକୁ ବଢାଇନେବା ପାଇଁ ଆଶିର୍ବାଦ କରିଗଲେ ଆମେ ଆଶ୍ରମ ବାସି ଅତ୍ୟନ୍ତ ଖୁସି ହେବୁ। ରାଧେ ରାଧେ 🙏

28/08/2026

🐄🌸 ଗୋମାତାଙ୍କୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ଉତ୍ସବର ଶୁଭାରମ୍ଭ 🌸🙏

ଏଇଟା ପ୍ରଥମ ଥର ମୋ ଚାରି ଭାଇ ଙ୍କ ସହ ଏକାଠି ମୋ ଫଟୋ। ଆମ ପୁରା ବଂଶରେ କେହି ଝିଅ ନାହିଁ ବୋଲି ମୁଁ ଚାରି ଭାଇ ରେ ଗୋଟେ ଭଉଣି ପ୍ରତିବର୍ଷ ମୁଁ...
28/08/2026

ଏଇଟା ପ୍ରଥମ ଥର ମୋ ଚାରି ଭାଇ ଙ୍କ ସହ ଏକାଠି ମୋ ଫଟୋ। ଆମ ପୁରା ବଂଶରେ କେହି ଝିଅ ନାହିଁ ବୋଲି ମୁଁ ଚାରି ଭାଇ ରେ ଗୋଟେ ଭଉଣି ପ୍ରତିବର୍ଷ ମୁଁ ଯାଏ ଭାଇ ମାନଙ୍କ ପାଖକୁ ରାକ୍ଷୀ ବାନ୍ଧିବା ପାଇଁ, ହେଲେ କୋଉ ବର୍ଷ ବି ଚାରି ଜଣଙ୍କ ହାତରେ ଏକାଠି ବାନ୍ଧି ପାରି ନ ଥିଲି ଜଣେ ଥିଲେ ଆଉ ଜଣେ ନଥାନ୍ତି। କିନ୍ତୁ ରାଧାରାଣୀ ଙ୍କ କୃପାରୁ ଏଇ ବର୍ଷ ମୋ ଚାରି ଭାଇ ଆସି ଥିଲେ ମୋ ପାଖକୁ ରାକ୍ଷୀ ବାନ୍ଧିବା ପାଇଁ ଆମ ଆଶ୍ରମ କୁ। ଆଶ୍ରମରେ ମୋ ସେବା ଦେଖି ମୋ ଭାଇମାନେ ବହୁତ ଖୁସି ।

28/08/2026

ଆମ ଆଶ୍ରମରେ ମୋର ଦୁଇ ଶାରୀରିକ ଦିବ୍ୟାଙ୍ଗ ଭାଇ ନିଜ ହାତରେ ରାକ୍ଷୀ ବାନ୍ଧି ଆଜି ବହୁତ ଖୁସି ହେଲେ। ❤️
ସେମାନଙ୍କ ସହ ଆମର ଲିଲି ମଧ୍ୟ ଏହି ରକ୍ଷାବନ୍ଧନ ଉତ୍ସବରେ ସାମିଲ ହୋଇ ଆଜି ବହୁତ ଖୁସି ହୋଇଛି। ସେ କଥା କହିପାରେ ନାହିଁ କି ଶୁଣିପାରେ ନାହିଁ, କିନ୍ତୁ ତା'ର ମୁହଁର ହସ ଆଜି ତା'ର ସମସ୍ତ ଖୁସିକୁ ବ୍ୟକ୍ତ କରିଦେଉଥିଲା। ❤️
ଏହି ଛୋଟ ଛୋଟ ଖୁସିର ମୁହୂର୍ତ୍ତ ହିଁ ମୋ ଜୀବନର ସବୁଠାରୁ ବଡ଼ ସମ୍ପଦ। 🙏
ହେ ରାଧାରାଣୀ, ମୋତେ ଏତିକି ଶକ୍ତି ଓ ସାମର୍ଥ୍ୟ ଦିଅ, ଯେପରି ମୁଁ ସାରା ଜୀବନ ଏମାନଙ୍କ ମୁହଁରେ ଏମିତି ହସ ଫୁଟାଇ ପାରିବି ଏବଂ ଏମାନଙ୍କୁ ସଦା ଖୁସିରେ ରଖିପାରିବି। 🌸🙏

🪔ସ୍ଵର୍ଗତ ଦବରାଜ ସାସମଲ ସାର୍ ଙ୍କୁ ଆମ ରାଧାରାଣୀ ସେବା ଟ୍ରଷ୍ଟ, ସେବାକୁଞ୍ଜ ଆଶ୍ରମ ବାସି ଙ୍କ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🪔
27/08/2026

🪔ସ୍ଵର୍ଗତ ଦବରାଜ ସାସମଲ ସାର୍ ଙ୍କୁ ଆମ ରାଧାରାଣୀ ସେବା ଟ୍ରଷ୍ଟ, ସେବାକୁଞ୍ଜ ଆଶ୍ରମ ବାସି ଙ୍କ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🪔

🪔ତୁଷାର ଭାଇ ଓ ଅନୁ ଭାଉଜ ଙ୍କୁ ଆମ ସେବା କୁଞ୍ଜ ଆଶ୍ରମ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🪔
27/08/2026

🪔ତୁଷାର ଭାଇ ଓ ଅନୁ ଭାଉଜ ଙ୍କୁ ଆମ ସେବା କୁଞ୍ଜ ଆଶ୍ରମ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🪔

27/08/2026

Happy Birthday To You Sushil Bhai 🎂

25/08/2026

ଜଟାଧାରୀ ପ୍ୟାକର୍ସ ଆଣ୍ଡ ମୁଭର୍ସ ଟ୍ରାନ୍ସପୋର୍ଟ (Jatadhari Packers and Movers Transport) ର ଜଟାଧାରୀ ଭାଈ ଙ୍କ ବିବାହ ବାର୍ଷିକୀରେ ରେ ଆମ ଆଶ୍ରମ ରେ ପ୍ରସାଦ ସେବନ ବ୍ୟବସ୍ଥା କରାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ବିବାହ ବାର୍ଷିକୀ ର ଢେର ସାରା ଶୁଭେଚ୍ଛା 🙏 ରାଧା ରାଣୀ ମଙ୍ଗଳ କରନ୍ତୁ 🙏

ଶ୍ରାବଣ ମାସର ପବିତ୍ର ଅବସରରେ ବୋଲବମ୍ ଭକ୍ତମାନଙ୍କ ସେବାରେ ହିନ୍ଦୁ ସେନାର ଏକ ଛୋଟ ପ୍ରୟାସ। ❤️🙏🔱 ହର ହର ମହାଦେବ 🔱
24/08/2026

ଶ୍ରାବଣ ମାସର ପବିତ୍ର ଅବସରରେ ବୋଲବମ୍ ଭକ୍ତମାନଙ୍କ ସେବାରେ ହିନ୍ଦୁ ସେନାର ଏକ ଛୋଟ ପ୍ରୟାସ। ❤️🙏
🔱 ହର ହର ମହାଦେବ 🔱

Address

Cuttack

Alerts

Be the first to know and let us send you an email when Radhe Bhakt Bidyashree posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share