23/08/2026
ରାଜ୍ୟସଭା ସାଂସଦ ଡ଼ଃ ସନ୍ତୃପ୍ତ ମିଶ୍ରଙ୍କ ପିତା ପ୍ରଫେସର ଡ଼ଃ ବିଶ୍ୱମୋହନ ମିଶ୍ରଙ୍କ ଏକାଦଶାହରେ ଯୋଗଦେଇ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ।