Helping HANDS SocioSpecific Dhenkanal

Helping HANDS SocioSpecific Dhenkanal social group work for humanity and poor people .Blood donation Is also part. also accept extra food of marriage, reception for redistribute.
(1)

we work on environment,traffic programme, rescuing senior citizens, women from torture (as possible).

10/03/2026

Everyone immerses themselves in the colors of Holi, Spending the day with smiles and happiness. But at the same time, some brave warriors
Set aside their own joy and remain on duty. We celebrate Holi fearlessly, Because they stand firm to ensure our safety.Heartfelt salutations to those police brothers & sisters Who protect us selflessly.
Your sacrifice is the true color of our happiness.
*Warm wishes for a very Happy Holi*

With Lots of Love team h2s2 Youth Organization, Helping HANDS SocioSpecific Dhenkanal

👉 EVERY BLOOD DONATION IS A GIFT OF LIFE ❤ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ  ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲ...
31/10/2025

👉 EVERY BLOOD DONATION IS A GIFT OF LIFE ❤

ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲକ୍ଷ ରଖିଛନ୍ତି (h2s2) ର ସଦସ୍ୟ ସଦସ୍ୟା l ନିଶ୍ଚିତ ହୋଇ କହି ପାରିବୁନି ରକ୍ତ ଯୋଗାଡ଼ କରିଦେବୁ ବୋଲି ହେଲେ ଶତ ପତିଶତ ଚେଷ୍ଟା ରଖିବୁ l ପ୍ରୟାସ ଆମର ସହଯୋଗ ଆପଣଙ୍କର, ଆପଣଙ୍କ ସାହାଯ୍ୟ ଆମର ଏକାନ୍ତ କାମ୍ୟ l ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ବ୍ୟକ୍ତି ପାଇଁ B +ve ରକ୍ତ ଆବଶ୍ୟକ ପଡୁଥିବା ବେଳେ h2s2 ପରିବାର ସଦସ୍ୟ ଅଲ୍ଲୀ ଭାଇ ଙ୍କର ପ୍ରଚେଷ୍ଟା ରେ ଆମ ପ୍ରିୟ ସଭାପତି ମହୋଦୟା ଭଉଣୀ ତାଙ୍କର ବହୁମୂଲ୍ୟ ରକ୍ତଦାନ କରି ଥିଲେ l ଭଉଣୀ ଙ୍କର ଏଇ ମହାନ କାମ ପାଇଁ h2s2 ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ l💐💐

#ଆଶା_କରୁଛୁ_ଆଜିର_ଯୁବ_ସମାଜ_କାଲିର_ଉଦାହରଣ_ହେବ l🤝🙏🤝

👉 EVERY BLOOD DONATION IS A GIFT OF LIFE ❤ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ  ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲ...
14/08/2025

👉 EVERY BLOOD DONATION IS A GIFT OF LIFE ❤

ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲକ୍ଷ ରଖିଛନ୍ତି (h2s2) ର ସଦସ୍ୟ ସଦସ୍ୟା l ନିଶ୍ଚିତ ହୋଇ କହି ପାରିବୁନି ରକ୍ତ ଯୋଗାଡ଼ କରିଦେବୁ ବୋଲି ହେଲେ ଶତ ପତିଶତ ଚେଷ୍ଟା ରଖିବୁ l ପ୍ରୟାସ ଆମର ସହଯୋଗ ଆପଣଙ୍କର, ଆପଣଙ୍କ ସାହାଯ୍ୟ ଆମର ଏକାନ୍ତ କାମ୍ୟ l ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ରେ ଜଣେ ବ୍ୟକ୍ତି ପାଇଁ ପାଇଁ B -ve ରକ୍ତ ଆବଶ୍ୟକ ପଡୁଥିବା ବେଳେ h2s2 ପରିବାର ସଦସ୍ୟ ପିଣ୍ଟୁ ଭାଇ ଙ୍କ ପ୍ରଚେଷ୍ଟାରେ ଭାଇ ତାଙ୍କର ବହୁମୂଲ୍ୟ ରକ୍ତଦାନ କରି ଥିଲେ l ଭାଇ ଙ୍କର ଏଇ ମହାନ କାମ ପାଇଁ h2s2 ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ l💐💐

#ଆଶା_କରୁଛୁ_ଆଜିର_ଯୁବ_ସମାଜ_କାଲିର_ଉଦାହରଣ_ହେବ l🤝🙏🤝

👉 EVERY BLOOD DONATION IS A GIFT OF LIFE ❤ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ  ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲ...
13/08/2025

👉 EVERY BLOOD DONATION IS A GIFT OF LIFE ❤

ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲକ୍ଷ ରଖିଛନ୍ତି (h2s2) ର ସଦସ୍ୟ ସଦସ୍ୟା l ନିଶ୍ଚିତ ହୋଇ କହି ପାରିବୁନି ରକ୍ତ ଯୋଗାଡ଼ କରିଦେବୁ ବୋଲି ହେଲେ ଶତ ପତିଶତ ଚେଷ୍ଟା ରଖିବୁ l ପ୍ରୟାସ ଆମର ସହଯୋଗ ଆପଣଙ୍କର, ଆପଣଙ୍କ ସାହାଯ୍ୟ ଆମର ଏକାନ୍ତ କାମ୍ୟ l ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଜଣେ ବ୍ୟକ୍ତିଙ୍କ ପାଇଁ O +ve ରକ୍ତ ଆବଶ୍ୟକ ପଡୁଥିବା ବେଳେ h2s2 ପରିବାର ର ସଦସ୍ୟ ଅଲ୍ଲୀ ଭାଇଙ୍କ ପ୍ରଚେଷ୍ଟା ରେ ଭାଇ ତାଙ୍କର ବହୁମୂଲ୍ୟ ରକ୍ତଦାନ କରି ଥିଲେ l ଭାଇଙ୍କର ଏଇ ମହାନ କାମ ପାଇଁ h2s2 ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ l💐💐

#ଆଶା_କରୁଛୁ_ଆଜିର_ଯୁବ_ସମାଜ_କାଲିର_ଉଦାହରଣ_ହେବ l🤝🙏🤝

👉 EVERY BLOOD DONATION IS A GIFT OF LIFE ❤ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ  ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲ...
08/08/2025

👉 EVERY BLOOD DONATION IS A GIFT OF LIFE ❤

ରକ୍ତଦାନ ମହାପୁଣ୍ୟ l ଜରୁରୀ କାଳୀନ ସମୟ ଆବଶ୍ୟକୀୟ ଲୋକଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ର ଲକ୍ଷ ରଖିଛନ୍ତି (h2s2) ର ସଦସ୍ୟ ସଦସ୍ୟା l ନିଶ୍ଚିତ ହୋଇ କହି ପାରିବୁନି ରକ୍ତ ଯୋଗାଡ଼ କରିଦେବୁ ବୋଲି ହେଲେ ଶତ ପତିଶତ ଚେଷ୍ଟା ରଖିବୁ l ପ୍ରୟାସ ଆମର ସହଯୋଗ ଆପଣଙ୍କର, ଆପଣଙ୍କ ସାହାଯ୍ୟ ଆମର ଏକାନ୍ତ କାମ୍ୟ l AIIMS ହସ୍ପିଟାଲ, ଭୁବନେଶ୍ୱର ରେ ଜଣେ ବ୍ୟକ୍ତି ପାଇଁ ପାଇଁ O +ve ରକ୍ତ ଆବଶ୍ୟକ ପଡୁଥିବା ବେଳେ h2s2 ପରିବାର ସଦସ୍ୟ ପିଣ୍ଟୁ ଭାଇ ଙ୍କ ପ୍ରଚେଷ୍ଟାରେ ଭାଇ ତାଙ୍କର ବହୁମୂଲ୍ୟ ରକ୍ତଦାନ କରି ଥିଲେ l ଭାଇ ଙ୍କର ଏଇ ମହାନ କାମ ପାଇଁ h2s2 ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ l💐💐

#ଆଶା_କରୁଛୁ_ଆଜିର_ଯୁବ_ସମାଜ_କାଲିର_ଉଦାହରଣ_ହେବ l🤝🙏🤝

Address

Dhenkanal
759001

Website

Alerts

Be the first to know and let us send you an email when Helping HANDS SocioSpecific Dhenkanal posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Helping HANDS SocioSpecific Dhenkanal:

Share