Biju Janata Dal - BJD Gogua,Kendrapara

Biju Janata Dal - BJD Gogua,Kendrapara Bjd it is a poltical party .This page promote&update the Anti Public gov't work of our area. Thank You For All Your Support.

Biju Janata Dal ଜିନ୍ଦାବାଦ
Naveen Patnaik ଜିନ୍ଦାବାଦ୍
ସୁଜାତା ଅପା ଜିନ୍ଦାବାଦ୍

୨ବର୍ଷରେ ଅଧା ଓଡିଶା ବିକ୍ରି ହୋଇସାରିଲାଣି। ସାବଧାନ ଓଡ଼ିଶାବାସୀ... ଆଗକୁ ସବୁ ବିକି ଭାଙ୍ଗି ଖାଇଯିବ ବିଜେପି।                           ...
28/08/2026

୨ବର୍ଷରେ ଅଧା ଓଡିଶା ବିକ୍ରି ହୋଇସାରିଲାଣି। ସାବଧାନ ଓଡ଼ିଶାବାସୀ... ଆଗକୁ ସବୁ ବିକି ଭାଙ୍ଗି ଖାଇଯିବ ବିଜେପି।


Sold out

28/08/2026

I got over 8,000 reactions on my posts last week! Thanks everyone for your support! 🎉

ଅନ୍ୟର ସ୍ୱାର୍ଥପାଇଁ, ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇବାରେ ପୁରା ମାହିର ବିଜେପି ସରକାର..
28/08/2026

ଅନ୍ୟର ସ୍ୱାର୍ଥପାଇଁ, ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇବାରେ ପୁରା ମାହିର ବିଜେପି ସରକାର..

।। ଅସୁବିଧା ଭିତରେ ସୁଯୋଗ ।। କିଛି ଲୋକ ଅଛନ୍ତି ସବୁବେଳେ ନିଜ ସ୍ୱାର୍ଥ କଥା ଚିନ୍ତା କରନ୍ତି । ଯେଉଁଭଳି ଏତେ ବଡ଼ ଖଣ୍ଡ ପ୍ରଳୟ ଆସିଲା ଶହ ଶହ...
27/08/2026

।। ଅସୁବିଧା ଭିତରେ ସୁଯୋଗ ।।

କିଛି ଲୋକ ଅଛନ୍ତି ସବୁବେଳେ ନିଜ ସ୍ୱାର୍ଥ କଥା ଚିନ୍ତା କରନ୍ତି । ଯେଉଁଭଳି ଏତେ ବଡ଼ ଖଣ୍ଡ ପ୍ରଳୟ ଆସିଲା ଶହ ଶହ ଲୋକ ଭାସିଗଲେ ଏବେବି କେତେ ନିଖୋଜ ଅଛନ୍ତି । ଘର ଦ୍ୱାର ଭାଙ୍ଗି ସବୁ ନଷ୍ଟ ହୋଇଗଲା ବହୁତଳ ବିଶିଷ୍ଟ କୋଠା ସବୁ ନିମିଷକ ମଧ୍ୟରେ ଧ୍ୱଂସ ହୋଇଗଲା । କେତେ ଯେ ଲୋକଙ୍କ ଅଧା ଖଣ୍ଡିଆ ଶବ ମିଳୁଛି ତାରି ଭିତରୁ ଲୋକେ ଜୀବନ ବଞ୍ଚାଇବା ବଦଳରେ ସୁଯୋଗ ଖୋଜିବାରେ ବ୍ୟସ୍ତ ଅଛନ୍ତି । ଏଭଳି କିଛି ଘୃଣ୍ୟ ମାନସିକତା ମନୁଷ୍ୟ ପାଇଁ ପୁର ମାନବ ସମାଜ ଆଜି କଳଙ୍କିତ । ଏଭଳି ଲୋକ ଖାଲି ନେପାଳ ନୁହଁ ସାରା ବିଶ୍ୱରେ ଭାରି ରହିଛନ୍ତି ତେଣୁ ତାଙ୍କ ଠାରୁ ଟିକେ ସଜାଗ ରୁହନ୍ତୁ ନହେଲେ କେତେବେଳେ ସୁଯୋଗ ପାଇଲେ ଆପଣମାନେ ବି ତାଙ୍କର ଶିକାର ହେବେ ।

ଜୟ ଜଗନ୍ନାଥ ନେପାଳ ପୀଡ଼ିତ ମାନଙ୍କୁ ଅଶେଷ ଅଶେଷ ଧର୍ଯ୍ୟ ଦିଅନ୍ତୁ ।

ଡବଲ ଇଞ୍ଜିନ ସରକାରରେ, ଆଉକିଛି ଦିନ ପରେ ସବୁ ବିକି ଦେବେ ରେ ଭାଇ ଦେଖିବା କଣ ହଉଚି.. 😂😂
27/08/2026

ଡବଲ ଇଞ୍ଜିନ ସରକାରରେ, ଆଉକିଛି ଦିନ ପରେ ସବୁ ବିକି ଦେବେ ରେ ଭାଇ ଦେଖିବା କଣ ହଉଚି.. 😂😂

ଡବଲ ଇଞ୍ଜିନ ସରକାରରେ, ଆଉକିଛି ଦିନ ପରେ ଚିନି, ସୁନାଦରରେ ମିଳିବ 🤣
27/08/2026

ଡବଲ ଇଞ୍ଜିନ ସରକାରରେ, ଆଉକିଛି ଦିନ ପରେ ଚିନି, ସୁନାଦରରେ ମିଳିବ 🤣

ଯେଉଁ ଦଳ କହୁଥିଲେ ଆମେ  #ସରକାରକୁ_ଆସିଲେ_ମଦ ବନ୍ଦ କରିବୁ ବୋଲି ସେହି ଦଳ ଶାସନ ଗାଦିରେ ବସିବା ପରେ  ୋକାନର ଫିତା କାଟିବା ପାଇଁ ଆସନ୍ତି !କି ...
26/08/2026

ଯେଉଁ ଦଳ କହୁଥିଲେ ଆମେ #ସରକାରକୁ_ଆସିଲେ_ମଦ ବନ୍ଦ କରିବୁ ବୋଲି ସେହି ଦଳ ଶାସନ ଗାଦିରେ ବସିବା ପରେ ୋକାନର ଫିତା କାଟିବା ପାଇଁ ଆସନ୍ତି !
କି ପାଲାରେ ନାରଣ.

Shout out to my newest followers! Excited to have you onboard! Chinmaya Kumar Nath, Ranjan Rout, Rajendra Prasad Allupat...
26/08/2026

Shout out to my newest followers! Excited to have you onboard! Chinmaya Kumar Nath, Ranjan Rout, Rajendra Prasad Allupati, Bighnesh Pandab, Khireswar Jena, Runa Muduli, Ajaya Muduli, Giridhari Panda, Saroj Kumar Pattnaik, Surendra Jena, Ajaya Sahoo Ajaya, Sujitkumar Panda, Purna Chandra Senapati, Naresh Chandra Bariki, Sumanta Naik, ଭରତ ବେହେରା, Santanuacharya Santanuacharya, Sanatan Bala, Deepak Das, K. Pradhan, Tophan Prusty, Umeshchandra Raula, Sudhir Kumar Rout, Prakash Parida, Tribeni Chouhan, Sasmita Kahali, Happy Swain, Pabitra Chetty, Ranjan Kumar Mohapatra, Sumita Sen, Ajit Jena, Kunal Sahoo, Samaray Majhi Majhi, Sarat Paikray, R Ranju, Kishor Minz, Ranjan Sahu, Pushpa Allu, Kuna Behera, ଆମେ ବେଣୁ ଭାଇ ସେନା, Satya Nayak, Kadara Nayak Nayak, Abhishek Das, Bishwanath Saahoo, Subhasmita Nayak Puja, Nutan Sahu, Prafulla Bhadra

Happy follow-versary to my awesome followers. Thanks for all of your support! Manju Pradhan, Manini Sa, Eswara Sahu, Pit...
26/08/2026

Happy follow-versary to my awesome followers. Thanks for all of your support! Manju Pradhan, Manini Sa, Eswara Sahu, Pitambari Rout, Munu Pradhan

ଆମ ମାଟି, ଆମ ଖଣି, ଆମ ଅଧିକାର। ମାଟିର ସ୍ୱାର୍ଥପାଇଁ, ହକ୍ ପାଇଁ ଲଢ଼ିବାକୁ ସମୟ ଆସିଛି।
26/08/2026

ଆମ ମାଟି, ଆମ ଖଣି, ଆମ ଅଧିକାର। ମାଟିର ସ୍ୱାର୍ଥପାଇଁ, ହକ୍ ପାଇଁ ଲଢ଼ିବାକୁ ସମୟ ଆସିଛି।

Address

Gogwa
754211

Alerts

Be the first to know and let us send you an email when Biju Janata Dal - BJD Gogua,Kendrapara posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share