ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu

  • Home
  • India
  • Hinjilicut
  • ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu

ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu social media
(1)

ବିଜୁ ଜନତା ଦଳ ଓଡିଶା. ଗଞ୍ଜାମ
ଜୟ ବିଜେଡି 💚💚💚💚
ବିଜୁ ଯୁବ ଓ ଛାତ୍ର ଜନତା ଦଳ ହିଞ୍ଜିଳିକାଟୁ
BJD Hinjilicut .......
https://www.instagram.com/bjdhinjilicut?utm_source=qr&igsh=MTcyZnA0czBtZWltcw==

01/09/2026

ମିଛ ଆରୋପ ଲଗାଇ, ବିଜେଡି ନେତାଙ୍କୁ ଫସାଇବାକୁ ଚେଷ୍ଟା କରିଥିଲା ବିଜେପି। ମାନ୍ୟବର କୋର୍ଟ ସବୁର ପର୍ଦ୍ଦାଫାସ କରିଦେଲେ।



💚💚💚
24/08/2026

💚💚💚

Congratulations Bhai 💐💐💐💐💐
24/08/2026

Congratulations Bhai 💐💐💐💐💐

ନୂଆ ନେତୃତ୍ୱ, ନୂଆ ଉତ୍ସାହ, ଆହୁରି ମଜବୁତ ସଂଗଠନ। ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ବିଜୁ ଯୁବ-ଛାତ୍ର ଜନତା ଦଳ...
22/08/2026

ନୂଆ ନେତୃତ୍ୱ, ନୂଆ ଉତ୍ସାହ, ଆହୁରି ମଜବୁତ ସଂଗଠନ। ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ବିଜୁ ଯୁବ-ଛାତ୍ର ଜନତା ଦଳର ନୂଆ ଜିଲ୍ଲା ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜୁ ଜନତା ଦଳ ଆଗକୁ ବଢ଼ୁଛି, ଆହୁରି ସଶକ୍ତ ହେଉଛି।


Congratulations to all.. 💐💐💐

ବିନା ହେଲମେଟରେ insta ରେ ରାନୀ ପ୍ରିୟଦର୍ଶିନୀ reel କରିଥିଲେ ଯେ STA(ରାଜ୍ୟ ପରିବହନ ଏଜେନ୍ସି) ତାଙ୍କୁ 20 ହଜାର FINE କରି ଗାଡି ସିଜ କରିଥ...
17/08/2026

ବିନା ହେଲମେଟରେ insta ରେ ରାନୀ ପ୍ରିୟଦର୍ଶିନୀ reel କରିଥିଲେ ଯେ STA(ରାଜ୍ୟ ପରିବହନ ଏଜେନ୍ସି) ତାଙ୍କୁ 20 ହଜାର FINE କରି ଗାଡି ସିଜ କରିଥିଲା। କହିଥିଲା 'ଆପଣ ରୋଲ ମଡେଲ, ଆପଣ ହେଲମେଟ ନପିନ୍ଧିଲେ ଲୋକ ପିନ୍ଧିବେନି।"
ତେବେ ମୁଖ୍ୟମନ୍ତ୍ରୀ କଣ ରୋଲ ମଡେଲ ନୁହଁନ୍ତି କି???
ଗାଡି ଜବତ କରି ଡ୍ରାଇଭରଙ୍କୁ ତୁରନ୍ତ ଫାଇନ କର। ପଛ ଆଡେ ବସିଥିବା ମୁଖ୍ୟମନ୍ତ୍ରୀଙ୍କୁ ଫାଇନ କର।
ଆପଣଙ୍କର ମନେ ଥିବ, ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ଭଦ୍ରକ ବାଇକରେ ଗଲା ବେଳେ ହେଲମେଟ ପିନ୍ଧିଥିଲେ।
ନିୟମ ମାନ। ସାଧାରଣ ଲୋକ ଫାଇନ ଦେଇ ଦେଇ ତଳିତଳାନ୍ତ ହେଲେଣି।

ଗଞ୍ଜାମ ଜିଲ୍ଲାରେ ରାଷ୍ଟ୍ରପତି ଙ୍କୁ ଆପମାନ ମହାମହିମ ବଦଳରେ ମାନ୍ୟବର ଲେଖା ହୋଇଛି l ଯେମିତି ସେ ଜଣେ ବିଧାୟକ କିମ୍ବା ସାଂସଦ 😔
03/08/2026

ଗଞ୍ଜାମ ଜିଲ୍ଲାରେ ରାଷ୍ଟ୍ରପତି ଙ୍କୁ ଆପମାନ
ମହାମହିମ ବଦଳରେ ମାନ୍ୟବର ଲେଖା ହୋଇଛି l ଯେମିତି ସେ ଜଣେ ବିଧାୟକ କିମ୍ବା ସାଂସଦ 😔

ଛାତ୍ର ଛତ୍ରୀ ଙ୍କ ବହିରେ ତ୍ରୁଟି ନେଇ ବିଜେଡ଼ି କୁ ଦାୟୀ କରାଯାଇଥିଲା...ରାଷ୍ଟ୍ରପତି ଙ୍କ ପୋଷ୍ଟର ରେ ମହାମହିମ ଜାଗାରେ ମାନ୍ୟବର ଲେଖାଯାଇଛି....
03/08/2026

ଛାତ୍ର ଛତ୍ରୀ ଙ୍କ ବହିରେ ତ୍ରୁଟି ନେଇ ବିଜେଡ଼ି କୁ ଦାୟୀ କରାଯାଇଥିଲା...ରାଷ୍ଟ୍ରପତି ଙ୍କ ପୋଷ୍ଟର ରେ ମହାମହିମ ଜାଗାରେ ମାନ୍ୟବର ଲେଖାଯାଇଛି...
ଭୁଲ ଟି କିଏ କଲା...🤔

ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନ ଠାରେ ଭଟଲିର ପୂର୍ବତନ ବିଧାୟକ ସୁଶାନ୍ତ ସିଂହଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି ବିଜେଡି ସଭ...
27/07/2026

ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନ ଠାରେ ଭଟଲିର ପୂର୍ବତନ ବିଧାୟକ ସୁଶାନ୍ତ ସିଂହଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

🙏🙏
24/07/2026

🙏🙏

ଶେରଗଡ଼ ବ୍ଳକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଆଜି ଶେରଗଡ଼ ବିଜେପି ନେତା ତଥା କୁମାରପାଣି ବିଜେପି ସରପଞ୍ଚ ଉଦୟ ପ୍ରଧାନ ଗ...
22/07/2026

ଶେରଗଡ଼ ବ୍ଳକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ
ଆଜି ଶେରଗଡ଼ ବିଜେପି ନେତା ତଥା କୁମାରପାଣି ବିଜେପି ସରପଞ୍ଚ ଉଦୟ ପ୍ରଧାନ ଗିରଫ...
ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ...

Address

Hinjilicut
Hinjilicut
761102

Telephone

+919090216371

Website

Alerts

Be the first to know and let us send you an email when ବିଜୁ ଜନତା ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ। Biju Janata Dala Hinjilikatu posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share