15/07/2022
*ପ୍ରିୟ ଗ୍ରାହକ*
*july ୩୧ 2022 ହେଲା ଆର୍ଥିକ ବର୍ଷ 2021 -2022 ର income tax ଆବେଦନ କରିବାର ଶେଷ ତାରିଖ .ଶେଷ ତାରିଖ ପୂର୍ବରୁ income tax ଆବେଦନ ନକଲେ ସରକାର ଅତି କମରେ ୫୦୦୦ ଟଙ୍କା ପଯ୍ୟନ୍ତ ଜୋରିମାନା କରିପାରନ୍ତି .ଆପଣଙ୍କର ୧ ଟଙ୍କା ଟାକ୍ସ କଟିଥିଲେ ବି tds return ବାଧ୍ୟତାମୂଳକ ତା ସହିତ ଏହା କୁ ମଧ୍ୟ ସମସ୍ତ ଫାଇନାନ୍ସ ବାଙ୍କ କ୍ରେଡିଟ କାର୍ଡ ଆବେଦନ lone ଆବେଦନ ପାଇଁ income proof ହିସାବରେ ଧରାଯିବ .ଆଜିହିଁ tax2 win ରେ ଆପଣଙ୍କର କାଟିଥିବା income tax ଆବେଦନ କରନ୍ତୁ ଯଥାଶୀଘ୍ର କାଟିଥିବା ଟଙ୍କା କୁ ଆପଣଙ୍କର ବାଙ୍କ account କୁ ଫେରସ୍ତ ପାଆନ୍ତୁ .ଅଧିକ ସୂଚନା ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ*