BJP Jajpur

BJP Jajpur Bharatiya Janata Party Jajpur Parliamentary Constituency
(1)

29/10/2025

ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ଏହି ଅବସରରେ ଯାଜପୁର ଜିଲ୍ଲାର ଏନସି କଲେଜ୍ ଠାରୁ ଇଣ୍ଡୋର୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ବିଶାଳ ଗଣଦୌଡରେ ଉପସ୍ଥିତ ରହିବାକୁ ଅନୁରୋଧ।

29/10/2025
20/10/2025

ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଏହି ଆଲୋକର ପର୍ବ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ଅସୀମ ଖୁସି ଓ ସମୃଦ୍ଧି ଆଣିଦେଉ, ଏହା ମା'ଙ୍କ ପାଖରେ ପ୍ରାର୍ଥନା ।

30/09/2025

“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା |
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ||”

ମହାମାୟାଙ୍କ ମହା ଅଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତଜନନୀ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ। 🙏🙏

09/09/2025

ସ୍ବାଗତମ୍... ସ୍ବାଗତମ୍...
ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଯାଜପୁରର ପବିତ୍ର ମାଟିକୁ ସୁସ୍ୱାଗତମ୍।

Address

BJP Office Ankula Jajpur Town
Jajpur Town

Telephone

+919437164100

Website

Alerts

Be the first to know and let us send you an email when BJP Jajpur posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJP Jajpur:

Share