Bhaba Prasad Das

Bhaba Prasad Das Ex Chairman Jajpur municipality And Ashok Das Foundation Secretary
(1)

03/09/2026

କୋରେଇ ନିର୍ବାଚନ ମଣ୍ଡଳୀ ଗନ୍ଧଣ ପଞ୍ଚାୟତ ଠାରେ ବାବୁଲି ଦାସଙ୍କ ଦେହ ଅସୁସ୍ଥ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଆଶୁ ଆରୋଗ୍ୟ କାମନା କର...
02/09/2026

କୋରେଇ ନିର୍ବାଚନ ମଣ୍ଡଳୀ ଗନ୍ଧଣ ପଞ୍ଚାୟତ ଠାରେ ବାବୁଲି ଦାସଙ୍କ ଦେହ ଅସୁସ୍ଥ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଆଶୁ ଆରୋଗ୍ୟ କାମନା କରିବା ସହ ଭଲମନ୍ଦ ପଚାରି ବୁଝିଥିଲି।

କୋରେଇ ନିର୍ବାଚନ ମଣ୍ଡଳୀ ପହଙ୍ଗା ପଞ୍ଚାୟତ ଠାରେ ଶବରସାହି ଗ୍ରାମଦେବତୀ ଙ୍କ ପୂଜା ଉତ୍ସବରେ ଯୋଗଦେଇ ଆଶିର୍ବାଦ ଲାଭ କରିବା ସହ ସମସ୍ତଙ୍କ ମଙ୍ଗ...
02/09/2026

କୋରେଇ ନିର୍ବାଚନ ମଣ୍ଡଳୀ ପହଙ୍ଗା ପଞ୍ଚାୟତ ଠାରେ ଶବରସାହି ଗ୍ରାମଦେବତୀ ଙ୍କ ପୂଜା ଉତ୍ସବରେ ଯୋଗଦେଇ ଆଶିର୍ବାଦ ଲାଭ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କଲି।

କୋରେଇ ନିର୍ବାଚନ ମଣ୍ଡଳୀ ପହଙ୍ଗା ପଞ୍ଚାୟତ ଠାରେ ସରସ୍ୱତୀ ଦଳାଇଙ୍କ ଏକାଦଶାହାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି...
02/09/2026

କୋରେଇ ନିର୍ବାଚନ ମଣ୍ଡଳୀ ପହଙ୍ଗା ପଞ୍ଚାୟତ ଠାରେ ସରସ୍ୱତୀ ଦଳାଇଙ୍କ ଏକାଦଶାହାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କଲି।

କୋରେଇ ନିର୍ବାଚନ ମଣ୍ଡଳୀ ପହଙ୍ଗା ପଞ୍ଚାୟତ ଠାରେ ପାଗଳା ସାହୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ ତାଙ୍କ ବାସଭବନରେ ପହଞ୍ଚି ପରିବାରବର...
02/09/2026

କୋରେଇ ନିର୍ବାଚନ ମଣ୍ଡଳୀ ପହଙ୍ଗା ପଞ୍ଚାୟତ ଠାରେ ପାଗଳା ସାହୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ ତାଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି।

କୋରେଇ ନିର୍ବାଚନ ମଣ୍ଡଳୀ ଅମୃତିଆ ପଞ୍ଚାୟତ ଠାରେ ନିତ୍ୟାନନ୍ଦ ସେଠୀଙ୍କ ଧର୍ମପତ୍ନୀ ଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ ତାଙ୍କ ବାସଭବ...
02/09/2026

କୋରେଇ ନିର୍ବାଚନ ମଣ୍ଡଳୀ ଅମୃତିଆ ପଞ୍ଚାୟତ ଠାରେ ନିତ୍ୟାନନ୍ଦ ସେଠୀଙ୍କ ଧର୍ମପତ୍ନୀ ଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ ତାଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି।

କୋରେଇ ନିର୍ବାଚନ ମଣ୍ଡଳୀ ତାହାରପୁର ପଞ୍ଚାୟତ ଠାରେ ସଂଜୀବ ଜେନାଙ୍କ ଏକାଦଶାହାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି...
01/09/2026

କୋରେଇ ନିର୍ବାଚନ ମଣ୍ଡଳୀ ତାହାରପୁର ପଞ୍ଚାୟତ ଠାରେ ସଂଜୀବ ଜେନାଙ୍କ ଏକାଦଶାହାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କଲି।

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ଧାରୀ ପଞ୍ଚାୟତ ଠାରେ ଅନନ୍ତ ନାୟକ ଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ ତାଙ୍କ ବାସଭବନରେ ପହଞ୍ଚି ପରିବାର...
01/09/2026

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ଧାରୀ ପଞ୍ଚାୟତ ଠାରେ ଅନନ୍ତ ନାୟକ ଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ ତାଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି।

କୋରେଇ ନିର୍ବାଚନ ମଣ୍ଡଳୀ ଅସଂଝର ପଞ୍ଚାୟତ ଠାରେ କାଳନ୍ଦୀ ମଲ୍ଲିକଙ୍କ ବାପାଙ୍କ ଏକାଦଶାହାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍...
01/09/2026

କୋରେଇ ନିର୍ବାଚନ ମଣ୍ଡଳୀ ଅସଂଝର ପଞ୍ଚାୟତ ଠାରେ କାଳନ୍ଦୀ ମଲ୍ଲିକଙ୍କ ବାପାଙ୍କ ଏକାଦଶାହାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କଲି।

Address

Jajpur

Telephone

+919348547675

Website

Alerts

Be the first to know and let us send you an email when Bhaba Prasad Das posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bhaba Prasad Das:

Shortcuts

Share