Naveen Odisha Vision 2037

Naveen Odisha Vision 2037 Official Page of Student Wing of Biju Janata Dal, Bari Assembly Constituency.

ସରସ୍ଵତୀ ଶିଶୁ ମନ୍ଦିର ର ପିଲା ମାନଙ୍କ ଗ୍ରହଣ ଆମର ନେତା Naveen Patnaik Biju Janata Dal Odisha Pranab Prakash Das Bharatiya Jana...
27/08/2026

ସରସ୍ଵତୀ ଶିଶୁ ମନ୍ଦିର ର ପିଲା ମାନଙ୍କ ଗ୍ରହଣ ଆମର ନେତା Naveen Patnaik

Biju Janata Dal Odisha
Pranab Prakash Das
Bharatiya Janata Party (BJP)

ରକ୍ଷା ବନ୍ଧନ ଅବସରରେ ଆମ ନବୀନ ବାବୁଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରମିଳା ଦିଦି ନବୀନ ବାବୁ ❤️Biju Janata Dal Odisha Naveen Patnaik
27/08/2026

ରକ୍ଷା ବନ୍ଧନ ଅବସରରେ ଆମ ନବୀନ ବାବୁଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରମିଳା ଦିଦି

ନବୀନ ବାବୁ ❤️

Biju Janata Dal Odisha
Naveen Patnaik

MMDR ର ସତ ଓଡ଼ିଶାବାସୀଙ୍କୁ ଜଣାନ୍ତୁ ମୁଖ୍ୟମନ୍ତ୍ରୀ     #ହଟାଅବିଜେପି  #ରଙ୍ଗବଦଳାସରକାର
26/08/2026

MMDR ର ସତ ଓଡ଼ିଶାବାସୀଙ୍କୁ ଜଣାନ୍ତୁ ମୁଖ୍ୟମନ୍ତ୍ରୀ

#ହଟାଅବିଜେପି #ରଙ୍ଗବଦଳାସରକାର

ବିଜୁ ଜନତା ଦଳ ସବୁ ବେଳେ ଲୋକଙ୍କ ସହ ଆମ ସାଂସଦ ସସ୍ମିତ ଦେଲେ ରିପୋର୍ଟ ଆୟୋଗ ଙ୍କୁ  ।।ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ବଳ Biju Janata Dal...
26/08/2026

ବିଜୁ ଜନତା ଦଳ ସବୁ ବେଳେ ଲୋକଙ୍କ ସହ ଆମ ସାଂସଦ ସସ୍ମିତ ଦେଲେ ରିପୋର୍ଟ ଆୟୋଗ ଙ୍କୁ ।।

ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ବଳ

Biju Janata Dal Odisha

ଓଡ଼ିଶା ର ସ୍ୱାସ୍ଥ୍ୟ ବିଭାଗ ର ବହକାଲିଆ ମନ୍ତ୍ରୀ ମହାଲିନ୍ଗ କଣ କହିବେ ବିଜେପି ହଟାଅ ଓଡ଼ିଶା ବନ୍ଚାୟ
26/08/2026

ଓଡ଼ିଶା ର ସ୍ୱାସ୍ଥ୍ୟ ବିଭାଗ ର ବହକାଲିଆ ମନ୍ତ୍ରୀ ମହାଲିନ୍ଗ କଣ କହିବେ
ବିଜେପି ହଟାଅ ଓଡ଼ିଶା ବନ୍ଚାୟ

ଓଡ଼ିଶା ର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କୁ ଘରୋଇକରଣ କରିବା ୟେ ସରକାର ଙ୍କ ଅପାରଗତା ଯୋଗୁଁ ହିଁ ସମ୍ଭବ ବିଜେପି ହଟାଓ ଓଡିଶା ବ...
25/08/2026

ଓଡ଼ିଶା ର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କୁ ଘରୋଇକରଣ କରିବା ୟେ ସରକାର ଙ୍କ ଅପାରଗତା ଯୋଗୁଁ ହିଁ ସମ୍ଭବ

ବିଜେପି ହଟାଓ ଓଡିଶା ବନ୍ଚାଓ

Biju Janata Dal Odisha

ଓଡ଼ିଶା କୁ ଖାଇଲା କିଏ 😉
24/08/2026

ଓଡ଼ିଶା କୁ ଖାଇଲା କିଏ 😉

ଆମ ସୁଖ ଆଉ ଦୁଃଖ ର ଦରଦୀ ନେତା ବବି ଭାଇ Biju Janata Dal Odisha Pranab Prakash Das
23/08/2026

ଆମ ସୁଖ ଆଉ ଦୁଃଖ ର ଦରଦୀ ନେତା ବବି ଭାଇ

Biju Janata Dal Odisha
Pranab Prakash Das

ଦରଦାମ ବୃଦ୍ଧି ଏକ ପ୍ରସଙ୍ଗ ନୁହେଁ ଏହା ଏକ ବାସ୍ତବତା ଯାହା ଆଜି ଆମେ ସମସ୍ତେ ଭୋଗୁଛେ !! ଅପାରଗ ସରକାର ଙ୍କ ଅପାରଗତା ର ଚିନି ଏକ ନିଦର୍ଶନ
21/08/2026

ଦରଦାମ ବୃଦ୍ଧି ଏକ ପ୍ରସଙ୍ଗ ନୁହେଁ ଏହା ଏକ ବାସ୍ତବତା ଯାହା ଆଜି ଆମେ ସମସ୍ତେ ଭୋଗୁଛେ !! ଅପାରଗ ସରକାର ଙ୍କ ଅପାରଗତା ର ଚିନି ଏକ ନିଦର୍ଶନ

ଫଟୋ ଉଠେଇ ବାହା ବାହା କଥା କହୁଥିବା ଲୋକେ ଙ୍କ ସରକାର ରେ ଏଇ ଦୃଶ୍ୟ!! କୁମ୍ଭୀର ଗପ କହି ବୋଟରେ ମାନ୍ୟବର ବୁଲୁଛନ୍ତି ମାତ୍ର ସାଧାରଣ ଲୋକଙ୍କ ପ...
21/08/2026

ଫଟୋ ଉଠେଇ ବାହା ବାହା କଥା କହୁଥିବା ଲୋକେ ଙ୍କ ସରକାର ରେ ଏଇ ଦୃଶ୍ୟ!! କୁମ୍ଭୀର ଗପ କହି ବୋଟରେ ମାନ୍ୟବର ବୁଲୁଛନ୍ତି ମାତ୍ର ସାଧାରଣ ଲୋକଙ୍କ ପାଇଁ ବୋଟ ଟେ ନାହିଁ !!

ନବୀନ ବାବୁଙ୍କ ନେତୃତ୍ଵରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରେ ଏକ ନମ୍ବର ହୋଇଥିଲା ଏବେ ଏହା ରସାତଳ କୁ ଗଲାଣି କିଏ ୟା ପାଇଁ ଦାୟୀ !!!


Address

Bari
Jajpur
755003

Alerts

Be the first to know and let us send you an email when Naveen Odisha Vision 2037 posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Naveen Odisha Vision 2037:

Shortcuts

Share