26/11/2025
ଓଡ଼ିଶାର ଗାନ୍ଧିବାଦୀ ସ୍ଵାଧୀନତା ସଂଗ୍ରାମୀ ସମାଜସେବୀ, ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ତଥା ଜନନେତା #ରବିରାୟ ଙ୍କ ଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ବାଚସ୍ପତି ଭାବରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ, ଗାନ୍ଧିଜୀଙ୍କ ନୀତି ଆଦର୍ଶର ପ୍ରସାର ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣ ହୋଇ ରହିବ ।