TITU BHAI FAN CLUB

TITU BHAI FAN CLUB india's fighter against corruption – turning streets into dreams, one honest promise at a time. Join

27/03/2026
ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
03/03/2026

ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଓଁ ନମଃ ଶିବାୟ, ପବିତ୍ର ଶିବ ରାତ୍ରି ଉପଲକ୍ଷେ ଆପଣଙ୍କୁ ଏଵଂ ଆପଣଙ୍କ ପରିବାର ସମସ୍ତା ସଦସ୍ୟ ମାନଙ୍କୁ  ଆନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା 🙏...
15/02/2026

ଓଁ ନମଃ ଶିବାୟ, ପବିତ୍ର ଶିବ ରାତ୍ରି ଉପଲକ୍ଷେ ଆପଣଙ୍କୁ ଏଵଂ ଆପଣଙ୍କ ପରିବାର ସମସ୍ତା ସଦସ୍ୟ ମାନଙ୍କୁ ଆନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା 🙏🙏🙏

ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ଆସନ୍ତୁ ଆମ ସମ୍ବିଧାନକୁ ସମ୍ମାନ ଜଣାଇ ଏକ ସମୃଦ୍ଧ ଭାରତ ଗଠନ କରିବା।"🙏🙏🙏
25/01/2026

ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ଆସନ୍ତୁ ଆମ ସମ୍ବିଧାନକୁ ସମ୍ମାନ ଜଣାଇ ଏକ ସମୃଦ୍ଧ ଭାରତ ଗଠନ କରିବା।"🙏🙏🙏

✨ ମା ସରସ୍ୱତୀଙ୍କ ଆଶୀର୍ବାଦ ଆପଣଙ୍କ ଜୀବନରେ ଜ୍ଞାନ ଓ ବୁଦ୍ଧି ଭରିଦେଉ । ଶୁଭ ବସନ୍ତ ପଞ୍ଚମୀ! 🙏📖 ୟା କୁନ୍ଦେନ୍ଦୁ ତୁଷାରହାର ଧବଳା, ଶୁଭ୍ରା ...
23/01/2026

✨ ମା ସରସ୍ୱତୀଙ୍କ ଆଶୀର୍ବାଦ ଆପଣଙ୍କ ଜୀବନରେ ଜ୍ଞାନ ଓ ବୁଦ୍ଧି ଭରିଦେଉ । ଶୁଭ ବସନ୍ତ ପଞ୍ଚମୀ! 🙏
📖 ୟା କୁନ୍ଦେନ୍ଦୁ ତୁଷାରହାର ଧବଳା, ଶୁଭ୍ରା ଶୁଭ୍ର ବସ୍ତ୍ରାବୃତା... ଜ୍ଞାନର ଦେବୀ ମା' ସରସ୍ୱତୀଙ୍କୁ ନମସ୍କାର ।
✍️ ବିଦ୍ୟା ଦାୟିନୀ ମାତା ସରସ୍ୱତୀ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରନ୍ତୁ ।

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାର ର ସମସ୍ତଙ୍କୁ ଅନେକ ଅନେକ ଭଲପାଇବା ଏବଂ ଶୁଭକାମନା 🙏🙏🙏
14/01/2026

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାର ର ସମସ୍ତଙ୍କୁ ଅନେକ ଅନେକ ଭଲପାଇବା ଏବଂ ଶୁଭକାମନା 🙏🙏🙏

ପ୍ରକୃତି ହିଁ ଆମର ଜୀବନ ତ ଜୀବନ ର କିଛି ମୁହୂର୍ତ ବଢେଇବା ର ପ୍ରୟାସ "SAVE THE NATURE TO SAVE THE ENVIRONMENT SAVE THE ENVIRONMENT...
14/01/2026

ପ୍ରକୃତି ହିଁ ଆମର ଜୀବନ ତ ଜୀବନ ର କିଛି ମୁହୂର୍ତ ବଢେଇବା ର ପ୍ରୟାସ
"SAVE THE NATURE TO SAVE THE ENVIRONMENT SAVE THE ENVIRONMENT TO SAVE THE WORLD" ଜୟ ଜଗନ୍ନାଥ 🙏🙏🙏

ସ୍ୱାମି ବିବେକାନନ୍ଦ ଜୟନ୍ତୀ ରେ କିଛି ସମୟ 😊😊😊
14/01/2026

ସ୍ୱାମି ବିବେକାନନ୍ଦ ଜୟନ୍ତୀ ରେ କିଛି ସମୟ 😊😊😊

ସମସ୍ତଙ୍କୁ ଆଦର ଭରା ନିମନ୍ତ୍ରଣ 🙏🙏🙏
09/01/2026

ସମସ୍ତଙ୍କୁ ଆଦର ଭରା ନିମନ୍ତ୍ରଣ 🙏🙏🙏

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଏଵଂ ରାଷ୍ଟ୍ରୀୟା ଯୁବ ଦିବସ ଅବସରରେ ଆପଣ ମନଙ୍କୁ ନିମନ୍ତ୍ରଣ 🙏🙏🙏
08/01/2026

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଏଵଂ ରାଷ୍ଟ୍ରୀୟା ଯୁବ ଦିବସ ଅବସରରେ ଆପଣ ମନଙ୍କୁ ନିମନ୍ତ୍ରଣ 🙏🙏🙏

କବି ଦୀନକୃଷ୍ଣ ଦାସ ଙ୍କ ଜନ୍ମ ମାଟି ମୁଣତୁଣିଆ ପଲ୍ଲିମେଳା ରେ ଅନୁଷ୍ଠିତ ସ୍ବର୍ଗତ ଗୁରୁ ପ୍ରଫୁଲ୍ଲ ବେହେରା ଙ୍କ ସମ୍ମାନ ଓ ସାଂସ୍କୃତିକ ଉତ୍ସବ...
04/01/2026

କବି ଦୀନକୃଷ୍ଣ ଦାସ ଙ୍କ ଜନ୍ମ ମାଟି ମୁଣତୁଣିଆ ପଲ୍ଲିମେଳା ରେ ଅନୁଷ୍ଠିତ ସ୍ବର୍ଗତ ଗୁରୁ ପ୍ରଫୁଲ୍ଲ ବେହେରା ଙ୍କ ସମ୍ମାନ ଓ ସାଂସ୍କୃତିକ ଉତ୍ସବ ରେ କିଛି ମୁହୁର୍ତ । 😊☺️☺️

Address

Muntunia
Jaleswar
756033

Website

Alerts

Be the first to know and let us send you an email when TITU BHAI FAN CLUB posts news and promotions. Your email address will not be used for any other purpose, and you can unsubscribe at any time.

Share