Saraskana BJP

Saraskana BJP Contact information, map and directions, contact form, opening hours, services, ratings, photos, videos and announcements from Saraskana BJP, Political Party, saraskana, Jharpokharia.

Official Fan Club of MLA Bhadav Hansda | Saraskana's Pride | Voice of the People 🇮🇳
Follow us for updates, social work, and the powerful leadership journey of Bhadav Hansda Bhai.

25/11/2025

ମୋଦୀଜୀଙ୍କ ନେତୃତ୍ୱରେ ଅଯୋଧ୍ୟା ରାମ ମନ୍ଦିରରେ ଉଡ଼ିବ ଧର୍ମ ଧ୍ୱଜା ।

25/11/2025

ସାଧାରଣ ଜନତାଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଏବଂ ସହାୟତା ପ୍ରଦାନ କରିବା ପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ଆମ ସରକାରଙ୍କ ପକ୍ଷରୁ ସମସ୍ତ ଅଭିଯୋଗ ଗୁଡ଼ିକୁ ସମାନ ଗୁରୁତ୍ୱ ଦେଇ ସମାଧାନ କରାଯାଉଛି । ୧୪ ତମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇ ସାରିଛି । ଆଗାମୀ ଦିନରେ ମଧ୍ୟ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିୟମିତ ପ୍ରୟାସ ଜାରି ରହିବ ।

25/11/2025

ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦୀ ସରକାର।

1️⃣ବନ୍ୟଜନ୍ତୁ ଦ୍ୱାରା ହୋଇଥିବା କ୍ଷତି।
2️⃣ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା କିମ୍ବା ଜଳବନ୍ଦୀ ହେତୁ ଫସଲର କ୍ଷତି।

ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏହି ୨ଟି କ୍ଷତିର କ୍ଷତିପୂରଣ ପ୍ରଦାନ କରାଯିବ।

24/11/2025

ଆମେ କହୁଚୁ ବିଧ୍ୟାୟକ ଙ୍କୁ ଫାଶୀ ଦେଇଦେବା କୋଥା କାରଣ ସେ ବିଜେପି ର ବିଧାୟକ ଏବଂ ସେ ବସିଥିବା ଅବସ୍ଥାରେ ତାଙ୍କର ଚାଳକ ଦ୍ଵାରା ଦୁର୍ଘଟଣା ଘଟିଚି ଏହାକୁ ଆମେ ନିନ୍ଦାକରୁଚୁ lହେଲେ ଏତେ ଘୃଣାକଣ ପାଇଁ କଣ ଲୋକଙ୍କ ପାଈଁ ଓ ଅଞ୍ଚଳର ଵିକାଶ ପାଈଁ ଦିନ ରାତି ଏକ କରିଥିବା ପାଈଁ lବ୍ରେକିଙ୍ଗ ନିଉଜ ସେତେବେଳେ ଭି ଦିଓ ଜାନତାଙ୍କୁ ଯେତେବେଳେ ବିଧ୍ୟାୟକ ରାସ୍ତାର ମୋରାମତି ଵା ନୁତନ ପଲ ନିର୍ମାଣ ହୋଉଛି ଓ ଅଞ୍ଚଳରେ ବିକାଶ ହଉଛି ସେତେବେଳେଭୀ ବ୍ରେକିଙ୍ଗ ନିଉଜ ଟିକେ ହଉ l

04/11/2025

ଲୋକଙ୍କ ସରକାରରେ ସେମିକଣ୍ଡକ୍ଟର ହବ୍ ହେଉଛି ଓଡ଼ିଶା । ଭାରତ ସେମିକଣ୍ଡକ୍ଟର ମିଶନ ଦ୍ୱାରା ଅନୁମୋଦିତ SicSEM କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବର ଭୂମିପୂଜା ଓ ପ୍ରକଳ୍ପ ଶିଳାନ୍ୟାସ ହୋଇଛି । ଏହା ଦ୍ୱାରା ₹୨,୦୬୭ କୋଟି ପୁଞ୍ଜିନିବେଶ ସହିତ ୫,୦୦୦ ନିଯୁକ୍ତି ସୃଷ୍ଟି ହେବ । ଏହାର କ୍ଷମତା ବାର୍ଷିକ ୬୦,୦୦୦ ୱେଫର୍ସ ଉତ୍ପାଦନ ଓ ୯୬ ନିୟୁତ ୟୁନିଟ୍ ପ୍ୟାକେଜିଂ ରହିଛି । ଯାହା ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଭାଗୀଦାରିତା ଆହୁରି ବୃଦ୍ଧି କରିବ ।

Address

Saraskana
Jharpokharia
757051

Website

Alerts

Be the first to know and let us send you an email when Saraskana BJP posts news and promotions. Your email address will not be used for any other purpose, and you can unsubscribe at any time.

Share