31/10/2025
ଆମ ଦଳର ଲଖନପୂର ମଣ୍ଡଳ ର ସକ୍ରିୟ କାର୍ୟକର୍ତା ତଥା ଭାରତିୟ ଜନତା ପାର୍ଟିର ଜଣେ ପୁରୁଣା କର୍ମୀ ପଣ୍ଡରି ଗ୍ରାମ ର ଗୋବିନ୍ଦ ମେହେର ଭାଇ ଆଉ ଆମ ଗହଣ ରେ ନାହାନ୍ତି,ଗତକାଲି ରାତି ଇହ ଧାମ ତ୍ୟାଗ କରିଛନ୍ତି... ଝାରସୁଗୁଡ଼ା ବିଜେପି ପରିବାର ତରଫରୁ ବିନମ୍ବ୍ର ଶ୍ରଦ୍ଧାଞ୍ଜଳି ଜଣାଉଛୁ🪔🪔। ଓମ ଶାନ୍ତି 🙏🙏।
ତାଙ୍କ ଆତ୍ମୀୟ ପରିବାର ବର୍ଗ ଙ୍କୁ ଏହି ଦୁଃଖଦ ସମୟରେ ମାଁ ସମଲେଇ ସାହସ ଦିଅନ୍ତୁ ।