Jugal kishor Pod BJP

Jugal kishor Pod BJP District President, BJP Kalahandi

ଜିଲ୍ଲା ସଭାପତି , ଭାରତୀୟ ଜନତା ପାର୍ଟି କଳାହାଣ୍ଡି

ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଦ୍ଧକୃତଶେଖରାମ୍।ବୃଷାରୂଢ଼ାଂ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ୱିନୀମ୍॥ପବିତ୍ର ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପ...
22/09/2025

ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଦ୍ଧକୃତଶେଖରାମ୍।
ବୃଷାରୂଢ଼ାଂ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ୱିନୀମ୍॥

ପବିତ୍ର ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ପ୍ରଣାମ। ମା'ଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଭରିଯାଉ।

ଜୟ ମାଁ ମାଣିକେଶ୍ଵରୀ 🙏ଥିଆମୁଳ ରାମପୁର ଠାରେ କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଙ୍କ ଦିବ୍ୟ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରି ମ...
22/09/2025

ଜୟ ମାଁ ମାଣିକେଶ୍ଵରୀ 🙏

ଥିଆମୁଳ ରାମପୁର ଠାରେ କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଙ୍କ ଦିବ୍ୟ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରି ମାଁ ଙ୍କ ଶ୍ରୀ ଚରଣେ କଳାହାଣ୍ଡି ବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ କାମନା କଲି।

କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଉପସଭାପତି ଲକ୍ଷ୍ମୀକାନ୍ତ ବାଗ ଙ୍କ ମାତା ଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଶୋ...
22/09/2025

କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଉପସଭାପତି ଲକ୍ଷ୍ମୀକାନ୍ତ ବାଗ ଙ୍କ ମାତା ଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଓଁ ଶାନ୍ତି 🙏

ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଳୁଥିବା ସେବା ପକ୍ଷ ପାଳନ ଅନ୍ତର୍ଗତ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର କଳମପୁର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ...
21/09/2025

ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଳୁଥିବା ସେବା ପକ୍ଷ ପାଳନ ଅନ୍ତର୍ଗତ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର କଳମପୁର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଆମ ଦଳର ନେତୃବୃନ୍ଦଙ୍କ ସହ ଉପସ୍ଥିତ ହୋଇ, ରକ୍ତଦାତାମାନଙ୍କୁ ଉତ୍ସାହିତ କଲି।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଳୁଥିବା ସେବା ପକ୍ଷ ଅନ୍ତର୍ଗତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଜୟପାଟଣା ଠାରେ ଜୟପାଟଣା ମଣ୍ଡଳ , ବାନେର ମଣ୍ଡ...
21/09/2025

ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଳୁଥିବା ସେବା ପକ୍ଷ ଅନ୍ତର୍ଗତ
ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଜୟପାଟଣା ଠାରେ ଜୟପାଟଣା ମଣ୍ଡଳ , ବାନେର ମଣ୍ଡଳ ଏବଂ ବଡ଼ କର୍ଲାକୋଟ ମଣ୍ଡଳ ବିଜେପି ଦ୍ବାରା ଆୟୋଜିତ ରକ୍ତଦାନ ଶିବିରରେ ଆମ ଦଳର ନେତୃବୃନ୍ଦଙ୍କ ସହ ଉପସ୍ଥିତ ହୋଇ, ରକ୍ତଦାତାମାନଙ୍କୁ ଉତ୍ସାହିତ କଲି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ମଣ୍ଡଳ , କେ-ଗାଁ ମଣ୍ଡଳ ଓ ଦଶପୁର ମଣ୍ଡଳର ଭାରତୀୟ ଜନତା ପାର୍ଟି ର ମିଳିତ ପ୍ରୟାସରେ ସେବା...
20/09/2025

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ମଣ୍ଡଳ , କେ-ଗାଁ ମଣ୍ଡଳ ଓ ଦଶପୁର ମଣ୍ଡଳର ଭାରତୀୟ ଜନତା ପାର୍ଟି ର ମିଳିତ ପ୍ରୟାସରେ ସେବାପକ୍ଷ ପାଳନ ଅନ୍ତର୍ଗତ ବ୍ଲକ ସ୍ତରୀୟ ରକ୍ତଦାନ ଶିବିରରେ ୨୦୬ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ରେକର୍ଡ ସୃଷ୍ଟି ହୋଇଛି। ଏଥିପାଇଁ ସମସ୍ତ ରକ୍ତଦାତା , ଆମ ଦଳର କାର୍ଯ୍ୟକର୍ତ୍ତାବୃନ୍ଦ ଓ ସମର୍ପିତ ମେଡିକାଲ ଟିମ୍‌ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସମାଜସେବା ପ୍ରତି ସମସ୍ତଙ୍କ ଅପାର ଉତ୍ସାହ ଓ ଅବିଚଳିତ ସମର୍ପଣକୁ ଦେଖି ଅତ୍ୟନ୍ତ ଆନନ୍ଦିତ।

ରକ୍ତଦାନ ହେଉଛି ମାନବତା ପ୍ରତି ସର୍ବୋତ୍କୃଷ୍ଟ ସେବା। ଏହି ଅଭିନବ ଉଦ୍ୟମରୁ ପ୍ରେରଣା ପାଇ, ଆଗାମୀଦିନରେ ଆହୁରି ବିଶାଳ ପରିମାଣରେ ଜନସାଧାରଣଙ୍କ ଭାଗିଦାରୀ ସହିତ ଏପରି ଉତ୍ସାହଭରା ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି ଆଶା କରୁଛି।



BJP Kalahandi BJP Odisha Manmohan Samal

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଆ ମଣ୍ଡଳ, ଉତ୍କେଲା ମଣ୍ଡଳ, କଶୃପଡା ମଣ୍ଡଳ ଭାରତୀୟ ଜନତା ପାର୍ଟି ଦ୍ବାରା  ସେବା ପକ୍ଷ ପାଳନ ଅ...
20/09/2025

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଆ ମଣ୍ଡଳ, ଉତ୍କେଲା ମଣ୍ଡଳ, କଶୃପଡା ମଣ୍ଡଳ ଭାରତୀୟ ଜନତା ପାର୍ଟି ଦ୍ବାରା ସେବା ପକ୍ଷ ପାଳନ ଅନ୍ତର୍ଗତ ରକ୍ତଦାନ ଶିବିରରେ ଯୋଗଦେଲି । ରକ୍ତଦାନ ମାନବତା ପ୍ରତି ସର୍ବୋତ୍କୃଷ୍ଟ ସେବା। ଏହି ଅବସରରେ ସମସ୍ତ ରକ୍ତଦାତାଙ୍କ ଉତ୍ସାହ, ସେବାଭାବ ଓ ତ୍ୟାଗକୁ ହୃଦୟରୁ ସାଧୁବାଦ ଜଣାଇଲି।

ବିକଶିତ ଭାରତ ର ରଙ୍ଗ କଳା ମାଧ୍ୟମରେ ଏକ ବିଶ୍ବ କୀର୍ତ୍ତିମାନ ସୃଷ୍ଟି କରିବା ଦିଗରେ ଭବାନୀପାଟଣା ସ୍ଥିତ ପିଏମ୍ ଶ୍ରୀ ମ୍ୟୁନିସିପାଲ ଉଚ୍ଚ ବିଦ...
20/09/2025

ବିକଶିତ ଭାରତ ର ରଙ୍ଗ କଳା ମାଧ୍ୟମରେ ଏକ ବିଶ୍ବ କୀର୍ତ୍ତିମାନ ସୃଷ୍ଟି କରିବା ଦିଗରେ ଭବାନୀପାଟଣା ସ୍ଥିତ ପିଏମ୍ ଶ୍ରୀ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିକଶିତ ଭାରତ ବିଷୟ ବସ୍ତୁ କୁ ନେଇ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଯୋଗଦେଲି। ଏ ଅବସରରେ ଆମ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, କଳାହାଣ୍ଡି ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ

ଏହି ସୃଜନାତ୍ମକ ପ୍ରୟାସ କେବଳ ଶିଶୁ-ଶିକ୍ଷାର୍ଥୀଙ୍କର କଳାକୁଶଳକୁ ପ୍ରକାଶ କରିବା ସହ ସେମାନଙ୍କ ମନରେ ଦେଶପ୍ରେମ ଓ ବିକଶିତ ଭାରତ ଗଢ଼ିବା ପ୍ରତି ସଙ୍କଳ୍ପକୁ ଆହୁରି ଦୃଢ଼ କରିବ।

BJP Odisha Manmohan Samal BJP Kalahandi

କଳାହାଣ୍ଡି ଜିଲ୍ଲା ବିଜେପି ର ଉପସଭାପତି ଜୁନାଗଡ଼ NAC ର ପୂର୍ବତନ ନଗରପାଳ ଭାଇ ମୁକେଶ ଅଗ୍ରୱାଲ ଙ୍କ ଜନ୍ମ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅ...
20/09/2025

କଳାହାଣ୍ଡି ଜିଲ୍ଲା ବିଜେପି ର ଉପସଭାପତି ଜୁନାଗଡ଼ NAC ର ପୂର୍ବତନ ନଗରପାଳ ଭାଇ ମୁକେଶ ଅଗ୍ରୱାଲ ଙ୍କ ଜନ୍ମ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଁ ମାଣିକେଶ୍ଵରୀ ଆପଣଙ୍କୁ ଲୋକସେବା ନିମନ୍ତେ ଅସୀମ ଶକ୍ତି ପ୍ରଦାନ କରିବା ସହ ଦୀର୍ଘାୟୁ କରନ୍ତୁ।

କୁଶଳ ଓ କର୍ମଠ ସଂଗଠକ, ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓଡ଼ିଶା ପ୍ରଭାରୀ ମାନନୀୟ ଶ୍ରୀ Sunil Bansal  ଜୀ ଙ୍କ ଜନ୍ମ ଦିବସରେ ହାର୍ଦ୍ଦି...
20/09/2025

କୁଶଳ ଓ କର୍ମଠ ସଂଗଠକ, ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓଡ଼ିଶା ପ୍ରଭାରୀ ମାନନୀୟ ଶ୍ରୀ Sunil Bansal ଜୀ ଙ୍କ ଜନ୍ମ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଁ ମାଣିକେଶ୍ଵରୀ ଆପଣଙ୍କୁ ମାଁ ଭାରତୀ ର ସେବା ନିମନ୍ତେ ଅସୀମ ଶକ୍ତି ପ୍ରଦାନ କରିବା ସହ ଦୀର୍ଘାୟୁ କରନ୍ତୁ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଳୁଥିବା ସେବା ପକ୍ଷ ଅନ୍ତର୍ଗତ ନର୍ଲା ନିର୍ବାଚନ ମଣ୍ଡଳୀ ର ମ.ରାମପୁର CHC ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଆ...
19/09/2025

ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଳୁଥିବା ସେବା ପକ୍ଷ ଅନ୍ତର୍ଗତ
ନର୍ଲା ନିର୍ବାଚନ ମଣ୍ଡଳୀ ର ମ.ରାମପୁର CHC ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଆମ ଦଳର ନେତୃବୃନ୍ଦଙ୍କ ସହ ଉପସ୍ଥିତ ହୋଇ, ରକ୍ତଦାତାମାନଙ୍କୁ ଉତ୍ସାହିତ କଲି।

Address

Kalahandi

Website

Alerts

Be the first to know and let us send you an email when Jugal kishor Pod BJP posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jugal kishor Pod BJP:

Share