14/05/2025
Date - ୧୪/୦୫/୨୦୨୫
ସାମାଜିକ ସହାୟତା ଟ୍ରଷ୍ଟ
ସାମାଜିକ ସହାୟତା ଟ୍ରଷ୍ଟ ତରଫ ରୁ ଆଜି ଓଡ଼ିଶା ରେ ଯଳଛତ୍ର ର ଆୟୋଜନ କରା ଯାଇଥିଲା, ଆଜିର ଏହି କାର୍ଯ୍ୟକ୍ରମ ରେ ଆମ ସଂଗଠନ ର ସଦସ୍ୟ ଦିପୁନ କୁମାର ବାରିକ ଏବଂ ତାଙ୍କ ସହଯୋଗୀ ମାନେ ମିଶି କାର୍ଯ୍ୟକ୍ରମ କୁ ସୂଚାର ରୂପେ ତୁଲାଇ ଥିଲେ, ଆଗକୁ ଏହା ଜାରି ରଖିବା ପାଇଁ ଆମେ ଚେଷ୍ଟା କରିବୁ ଏବଂ ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଆମର ସଦସ୍ୟ ମାନଙ୍କୁ ପରିବାର ତରଫ ରୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ 🙏❤️🙏
TEAM:- ସାମାଜିକ ସହାୟତା ଟ୍ରଷ୍ଟ