05/07/2026
Mining road Banarji କଲୋନୀ 9no ୱାର୍ଡ ର ସୁନ୍ଦର ଦୃଶ୍ୟ ମ୍ୟୁନିସିପାଲିଟୀ ଙ୍କ ଦ୍ଵାରା କରାଯାଇଥିବା କିଛି ଅଲୌକିକ କାର୍ଯ୍ୟ। କେତେ ସଫା ଦେଖନ୍ତୁ।kachra ବାଲା ଆସିକି ବି ଏଠିକାର ଲୋକ ମାନେ ରାସ୍ତା ଉପରେ ମଇଳା ଆବର୍ଜନା ପକାଇ ସୁନ୍ଦର୍ ପରିବେଶ କରୁଛନ୍ତି।
ଏମିତି ହେବାର କାରଣ comment re ଲେଖନ୍ତୁ