NHM, Keonjhar

NHM, Keonjhar WelComes U 2 NHM, Keonjhar,Odisha,INDIA

18/05/2025
Observation of Jana Oushadhi Diwas at different AMM-SCs of Keonjhar.
08/03/2025

Observation of Jana Oushadhi Diwas at different AMM-SCs of Keonjhar.



କେନ୍ଦୁଝର ଅଡିଟୋରିଅମ ହଲ ରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ର ବାର୍ଷିକ ସମ୍ମିଳନୀ ଅନ...
08/03/2025

କେନ୍ଦୁଝର ଅଡିଟୋରିଅମ ହଲ ରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ l ଏଥିରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଅନନ୍ତ ନାୟକ, ଜିଲ୍ଲାପାଳ, ଡି ଏଫ ଓ ସ୍ୱାସ୍ଥ୍ୟ ବିଭାଗ ର ପଦାଧିକାରୀ ଙ୍କ ସମେତ ଆଶା, ଅଙ୍ଗନବାଡି କର୍ମୀ ଓ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ମାନେ ଯୋଗ ଦେଇଥିଲେ l

କୃମି ସଂକ୍ରମଣ ଦ୍ଵାରା ଶିଶୁମାନଙ୍କ ଠାରେ ଅପପୁଷ୍ଟି, ରକ୍ତହୀନତା, ଦୁର୍ବଳତା, ଭୋକ ଓ ଓଜନ କମିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏହି ଜାତୀୟ କୃମି...
14/02/2025

କୃମି ସଂକ୍ରମଣ ଦ୍ଵାରା ଶିଶୁମାନଙ୍କ ଠାରେ ଅପପୁଷ୍ଟି, ରକ୍ତହୀନତା, ଦୁର୍ବଳତା, ଭୋକ ଓ ଓଜନ କମିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏହି ଜାତୀୟ କୃମିନାଶକ ଦିବସରେ ନିଜ ଶିଶୁମାନଙ୍କୁ କୃମିନାଶକ ଔଷଧ ଖୁଆନ୍ତୁ ଏବଂ କୃମିମୁକ୍ତ ଓଡ଼ିଶା ଗଠନ କରିବାରେ ସାହାଯ୍ୟ କରନ୍ତୁ।

ଅଦ୍ୟାବଧି କେନ୍ଦୁଝର ଜିଲ୍ଲାର ସମୁଦାୟ ୧୦୪ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଜାତୀୟ ସ୍ତରରେ "ଜାତୀୟ ଗୁଣବତ୍ତା ଆଶ୍ୱାସନ ମାନକ" ପ୍ରମାଣ ପତ୍ର ବା "ଏ...
04/02/2025

ଅଦ୍ୟାବଧି କେନ୍ଦୁଝର ଜିଲ୍ଲାର ସମୁଦାୟ ୧୦୪ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଜାତୀୟ ସ୍ତରରେ "ଜାତୀୟ ଗୁଣବତ୍ତା ଆଶ୍ୱାସନ ମାନକ" ପ୍ରମାଣ ପତ୍ର ବା "ଏନକ୍ୟୁଏଏସ୍" ଓ ରାଜ୍ୟ ସ୍ତରରେ "ରାଜ୍ୟ ଗୁଣବତ୍ତା ଆଶ୍ୱାସନ ମାନକ" ପ୍ରମାଣ ପତ୍ର ବା "ଏସକ୍ୟୁଏଏସ୍" ପ୍ରାପ୍ତ ହୋଇଛନ୍ତି।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ୩୧ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ "ଜାତୀୟ ଗୁଣବତ୍ତା ଆଶ୍ୱାସନ ମାନକ" ପ୍ରମାଣ ପତ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୬୫ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ "ରାଜ୍ୟ ଗୁଣବତ୍ତା ଆଶ୍ୱାସନ ମାନକ" ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।
ସେହିପରି ୫ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୩ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ "ଏନକ୍ୟୁଏଏସ୍" ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। NHM, Keonjhar

ବିଶ୍ୱ କର୍କଟ ଦିବସ ୨୦୨୫ NHM, Keonjhar
04/02/2025

ବିଶ୍ୱ କର୍କଟ ଦିବସ ୨୦୨୫ NHM, Keonjhar

୫ ବର୍ଷରୁ କମ୍ ବୟସର ପିଲା ଠାରେ ଜ୍ଵର ହେବା, ନିଶ୍ଵାସ ନେବାରେ କଷ୍ଟ ହେବା, ଛାତି ପଞ୍ଜରା ହାଡ଼ ଭିତରକୁ ଟାଣି ହେବା, ଅଚେତ କିମ୍ବା ନିସ୍ତେଜ ...
11/01/2025

୫ ବର୍ଷରୁ କମ୍ ବୟସର ପିଲା ଠାରେ ଜ୍ଵର ହେବା, ନିଶ୍ଵାସ ନେବାରେ କଷ୍ଟ ହେବା, ଛାତି ପଞ୍ଜରା ହାଡ଼ ଭିତରକୁ ଟାଣି ହେବା, ଅଚେତ କିମ୍ବା ନିସ୍ତେଜ ହେବା ନିମୋନିଆର ଲକ୍ଷଣ ହୋଇପାରେ। ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । NHM, Keonjhar

ଏହି ପୁରୁଷ ବନ୍ଧ୍ୟାକରଣ ପକ୍ଷରେ ପରିବାର ନିୟୋଜନ ଚର୍ଚ୍ଚାର ଶୁଭାରମ୍ଭ କରନ୍ତୁ I ରାଜ୍ଯ ସରକାରଙ୍କ ତରଫରୁ ସେବା ଗ୍ରହଣକାରୀଙ୍କ ପାଇଁ ୨୦୦୦/- ...
30/11/2024

ଏହି ପୁରୁଷ ବନ୍ଧ୍ୟାକରଣ ପକ୍ଷରେ ପରିବାର ନିୟୋଜନ ଚର୍ଚ୍ଚାର ଶୁଭାରମ୍ଭ କରନ୍ତୁ I ରାଜ୍ଯ ସରକାରଙ୍କ ତରଫରୁ ସେବା ଗ୍ରହଣକାରୀଙ୍କ ପାଇଁ ୨୦୦୦/- ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି I

On this  , let's join hands to raise awareness regarding Diabetes, take steps to lower Diabetes risks, and ensure that e...
14/11/2024

On this , let's join hands to raise awareness regarding Diabetes, take steps to lower Diabetes risks, and ensure that everyone diagnosed with Diabetes has access to fair, affordable, and high-quality treatment.

"Breaking Barriers, Bridging Gaps."

ଏହି ବିଶ୍ୱ ଷ୍ଟ୍ରୋକ୍ ଦିବସରେ ନିୟମିତ ଭାବେ ମଧୁମେହ ଓ ଉଚ୍ଚ ରକ୍ତଚାପ ପରୀକ୍ଷା କରାନ୍ତୁ ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ସେବନ କରନ୍ତୁ I ନିୟମି...
29/10/2024

ଏହି ବିଶ୍ୱ ଷ୍ଟ୍ରୋକ୍ ଦିବସରେ ନିୟମିତ ଭାବେ ମଧୁମେହ ଓ ଉଚ୍ଚ ରକ୍ତଚାପ ପରୀକ୍ଷା କରାନ୍ତୁ ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ସେବନ କରନ୍ତୁ I ନିୟମିତ ଯୋଗ କରନ୍ତୁ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ।

On this  , ensure to immunize your children timely with the recommended   vaccination to protect them from the highly ri...
24/10/2024

On this , ensure to immunize your children timely with the recommended vaccination to protect them from the highly risky Polio Virus. NHM, Keonjhar

"A chance for reflection and a reminder to reach every last child."

Address

DPMU
Keonjhar

Website

Alerts

Be the first to know and let us send you an email when NHM, Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Share