Legend Himself

Legend Himself Love me or hate me but can't ignore me ...
We Believe in Biswadip

23/02/2026

ବେଗୁନିଆ ବ୍ଲକ ଅନ୍ତର୍ଗତ କୁଞ୍ଜୁରୀ ପଞ୍ଚାୟତର ଛଣିଆ ଗ୍ରାମର ମା ମଙ୍ଗଳା କ୍ରିକେଟ୍ କ୍ଲବ୍ ଦ୍ବାରା ଅନୁଷ୍ଟିତ ହୋଇଥିବା ରାତ୍ରୀକାଳୀନ କ୍ରିକେଟ୍ ମ୍ୟାଚ୍ ରେ ଯୋଗଦେଇ ନିଜର ଅଭିଭାଷଣ ରଖିବା ଅବସରରେ ଯୁବନେତା Bajranath Biswadip Pradhan ।

ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସ୍ଵତୀଙ୍କ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା’ ସରସ...
23/01/2026

ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସ୍ଵତୀଙ୍କ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା’ ସରସ୍ଵତୀଙ୍କ ଅପାର କରୁଣାରୁ ସଭିଙ୍କ ଜ୍ଞାନର ଭଣ୍ଡାର ପରିପୂର୍ଣ୍ଣ ହେବା ସହ ସୁଖ ଓ ସମୃଦ୍ଧି ପ୍ରାପ୍ତ ହେଉ।🙏

ଓଡ଼ିଶାର ମାନନୀୟା ଉପ ମୁଖ୍ୟମନ୍ତ୍ରୀ Prabhati Parida ଖୋରଧାର ମାନନୀୟ ବିଧାୟକ Prasant Kumar Jagadev ଖୋରଧାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ...
22/01/2026

ଓଡ଼ିଶାର ମାନନୀୟା ଉପ ମୁଖ୍ୟମନ୍ତ୍ରୀ Prabhati Parida
ଖୋରଧାର ମାନନୀୟ ବିଧାୟକ Prasant Kumar Jagadev
ଖୋରଧାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରସାଶନିକ ଅଧିକାରୀ ମାନଙ୍କ ସହିତ ଖୋରଧା ଜିଲ୍ଲା ପଲ୍ଲିଶ୍ରୀ ମେଳା ଅବସରରେ ଏକ ବିଶେଷ ମୂହୁର୍ତ୍ତରେ ଆମର ପ୍ରିୟ ଯୁବ-ଛାତ୍ର ସଙ୍ଗଠକ Bajranath Biswadip Pradhan ।

Let go of the past and welcome brighter days as the sun enters Makara Rashi. Warm wishes on Makar Sankranti to all. ☀️🌾 ...
14/01/2026

Let go of the past and welcome brighter days as the sun enters Makara Rashi. Warm wishes on Makar Sankranti to all. ☀️🌾

26/12/2025

😇
Bajranath Biswadip Pradhan

May the light of Diwali illuminate your life with joy, prosperity, and love. Celebrate traditions, create memories, and ...
20/10/2025

May the light of Diwali illuminate your life with joy, prosperity, and love. Celebrate traditions, create memories, and shine bright! 🙏🪔✨

 #ଗଜପତି_ଗୌରବ_ଦିବସ
29/06/2025

#ଗଜପତି_ଗୌରବ_ଦିବସ


Address

Odisha,India
Khordha
752056

Website

Alerts

Be the first to know and let us send you an email when Legend Himself posts news and promotions. Your email address will not be used for any other purpose, and you can unsubscribe at any time.

Share