Manoj Kumar Nahak

Manoj Kumar Nahak Contact information, map and directions, contact form, opening hours, services, ratings, photos, videos and announcements from Manoj Kumar Nahak, Social service, Aska, Ganjam, Odisha.

ବିଶିଷ୍ଟ କାଠ କଣ୍ଢେଇ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
01/06/2024

ବିଶିଷ୍ଟ କାଠ କଣ୍ଢେଇ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Happy Birth Day Sir...
29/05/2024

Happy Birth Day Sir...

09/05/2024

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଆମ ଦଳର ସଭାପତି ଶ୍ରୀ Naveen Patnaik ସାଧାରଣ ନିର୍ବାଚନ ୨୦୨୪ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି।

Biju Janata Dal Odisha ର ଇସ୍ତାହାର ପତ୍ର ଉନ୍ମୋଚନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ।
09/05/2024

Biju Janata Dal Odisha ର ଇସ୍ତାହାର ପତ୍ର ଉନ୍ମୋଚନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେବା ଅବସରରେ...
09/05/2024

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେବା ଅବସରରେ...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି।
28/04/2024

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି।

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।
26/04/2024

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।

ଜାତୀୟ ପଞ୍ଚାୟତିରାଜ ଦିବସରେ ଅଭିନନ୍ଦନ ଜଣାଉଛି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶାରେ ସୁଦୃଢ କରିବାରେ ବିଜୁ ବାବୁଙ୍କ ଭୂମିକାକୁ ସ୍ମରଣ କରି ...
24/04/2024

ଜାତୀୟ ପଞ୍ଚାୟତିରାଜ ଦିବସରେ ଅଭିନନ୍ଦନ ଜଣାଉଛି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶାରେ ସୁଦୃଢ କରିବାରେ ବିଜୁ ବାବୁଙ୍କ ଭୂମିକାକୁ ସ୍ମରଣ କରି ଆସନ୍ତୁ ମିଳିତ ଭାବେ କାର୍ଯ୍ୟ କରିବା ଓ ଓଡ଼ିଶାକୁ ଏକ ନୂତନ ସ୍ତରରେ ପହଞ୍ଚାଇବା।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀରେ ମୁଁ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରୁଛି l
21/04/2024

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀରେ ମୁଁ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରୁଛି l

Radiating peace and compassion: Happy Mahavir Jayanti!
21/04/2024

Radiating peace and compassion: Happy Mahavir Jayanti!

Behind every successful nation, there are dedicated civil servants. Happy Civil Service Day!
21/04/2024

Behind every successful nation, there are dedicated civil servants. Happy Civil Service Day!

Address

Aska, Ganjam
Odisha

Website

Alerts

Be the first to know and let us send you an email when Manoj Kumar Nahak posts news and promotions. Your email address will not be used for any other purpose, and you can unsubscribe at any time.

Share

Category