Time to Shine

Time to Shine Contact information, map and directions, contact form, opening hours, services, ratings, photos, videos and announcements from Time to Shine, Social service, Bhubaneswar, Odisha.

ସଂସ୍କୃତି, ପରମ୍ପରା ଓ ଏକତାର ଅନନ୍ୟ ପ୍ରତୀକ - 'ଅଖଣ୍ଡ ଭାରତ'। 🇮🇳'ଅଖଣ୍ଡ ଭାରତ ସଙ୍କଳ୍ପ ଦିବସ' ଅବସରରେ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ। ମା...
14/08/2026

ସଂସ୍କୃତି, ପରମ୍ପରା ଓ ଏକତାର ଅନନ୍ୟ ପ୍ରତୀକ - 'ଅଖଣ୍ଡ ଭାରତ'। 🇮🇳
'ଅଖଣ୍ଡ ଭାରତ ସଙ୍କଳ୍ପ ଦିବସ' ଅବସରରେ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ। ମାତୃଭୂମିର ଗୌରବ ଓ ଅଖଣ୍ଡତା ରକ୍ଷା ପାଇଁ ଆମେ ସଦା ସମର୍ପିତ।
ଜୟ ହିନ୍ଦ୍!





ଭାରତ ମାତାର ବୀର ସପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଖୁଦିରାମ ବୋଷଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶମାତୃକାର ମୁକ୍ତି ପା...
11/08/2026

ଭାରତ ମାତାର ବୀର ସପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଖୁଦିରାମ ବୋଷଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶମାତୃକାର ମୁକ୍ତି ପାଇଁ ତାଙ୍କର ଅତୁଳନୀୟ ତ୍ୟାଗ, ସାହସ ଓ ଅମର ବଳିଦାନ ସଦା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।



ମହାନ ସାରସ୍ୱତ ସାଧକ, ରାମଚରିତମାନସର ରଚୟିତା ଗୋସ୍ୱାମୀ ତୁଳସୀ ଦାସଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ। ଭକ୍ତି ଓ ସାହିତ୍ୟର ସୁବର୍ଣ୍ଣ ଯ...
11/08/2026

ମହାନ ସାରସ୍ୱତ ସାଧକ, ରାମଚରିତମାନସର ରଚୟିତା ଗୋସ୍ୱାମୀ ତୁଳସୀ ଦାସଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ। ଭକ୍ତି ଓ ସାହିତ୍ୟର ସୁବର୍ଣ୍ଣ ଯୁଗ ସୃଷ୍ଟି କରିଥିବା ଏହି ମହାନ ସନ୍ଥଙ୍କ ସନାତନ ବିଚାର ଓ ଆଦର୍ଶ ଆମ ସମସ୍ତଙ୍କୁ ସଦାସର୍ବଦା ମାର୍ଗଦର୍ଶନ କରୁଥାଉ।




ଭାରତର ପୂର୍ବତନ ରାଷ୍ଟ୍ରପତି ବରାହଗିରି ଭେଙ୍କଟ ଗିରି (ଭି. ଭି. ଗିରି) ଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।ଦେଶ ଗଠନ, ଶ୍ରମିକ କଲ୍ୟା...
10/08/2026

ଭାରତର ପୂର୍ବତନ ରାଷ୍ଟ୍ରପତି ବରାହଗିରି ଭେଙ୍କଟ ଗିରି (ଭି. ଭି. ଗିରି) ଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।ଦେଶ ଗଠନ, ଶ୍ରମିକ କଲ୍ୟାଣ ଓ ଜନସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ସଦା ସର୍ବଦା ଅତୁଳନୀୟ।


ଅଗଷ୍ଟ କ୍ରାନ୍ତି ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।ଦେଶର ସ୍ୱାଧୀନତା ପାଇଁ 'ଭାରତ ଛାଡ଼' ଆନ୍ଦୋଳନରେ ଅତୁଳନୀୟ ଯୋଗଦାନ ଦେଇଥିବା ସମସ୍...
08/08/2026

ଅଗଷ୍ଟ କ୍ରାନ୍ତି ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।ଦେଶର ସ୍ୱାଧୀନତା ପାଇଁ 'ଭାରତ ଛାଡ଼' ଆନ୍ଦୋଳନରେ ଅତୁଳନୀୟ ଯୋଗଦାନ ଦେଇଥିବା ସମସ୍ତ ବୀର ସଂଗ୍ରାମୀ ଓ ସହୀଦଙ୍କ ଅମର ତ୍ୟାଗ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି।



ଜାତୀୟ ସଂଗୀତର ସ୍ରଷ୍ଟା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ଅମର ସାହିତ୍ୟ, ସଂଗୀତ ଓ ମାନ...
07/08/2026

ଜାତୀୟ ସଂଗୀତର ସ୍ରଷ୍ଟା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ଅମର ସାହିତ୍ୟ, ସଂଗୀତ ଓ ମାନବବାଦୀ ବିଚାରଧାରା ଅସଂଖ୍ୟ ପିଢ଼ିଙ୍କୁ ନିରନ୍ତର ପ୍ରେରଣା ଯୋଗାଇ ଚାଲିବ।


ଆମ ସଂସ୍କୃତି, ପରମ୍ପରା ଓ ସମୃଦ୍ଧ ଐତିହ୍ୟର ପ୍ରତୀକ "ଜାତୀୟ ହସ୍ତତନ୍ତ ଦିବସ" ଅବସରରେ ସମସ୍ତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍...
07/08/2026

ଆମ ସଂସ୍କୃତି, ପରମ୍ପରା ଓ ସମୃଦ୍ଧ ଐତିହ୍ୟର ପ୍ରତୀକ "ଜାତୀୟ ହସ୍ତତନ୍ତ ଦିବସ" ଅବସରରେ ସମସ୍ତ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା। ଆସନ୍ତୁ, ଦେଶୀ ହସ୍ତତନ୍ତ ସାମଗ୍ରୀ ବ୍ୟବହାର କରି ଆମର ସମୃଦ୍ଧ କଳା ଓ ବୁଣାକାରମାନଙ୍କୁ ସମ୍ମାନିତ କରିବା।


06/08/2026

Thank you, Smruti Madam, for celebrating your birthday with the Time to Shine family. 🎉💐

Your presence made the celebration truly special and memorable. It was our pleasure to express our love and gratitude through a small cake and gift. We hope this new year of your life brings you happiness, good health, success, and countless blessings.

With love,
Team Time to Shine ❤️

ସତ୍ୟ, ସାହସ ଓ ନିରପେକ୍ଷତାର ପ୍ରତୀକ 'ଓଡ଼ିଆ ସାମ୍ବାଦିକତା ଦିବସ' ଅବସରରେ ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାର୍ଦ୍ଦିକ ଶୁଭେଚ...
04/08/2026

ସତ୍ୟ, ସାହସ ଓ ନିରପେକ୍ଷତାର ପ୍ରତୀକ 'ଓଡ଼ିଆ ସାମ୍ବାଦିକତା ଦିବସ' ଅବସରରେ ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ସମାଜର ସତ୍ୟ ସାମ୍ନାକୁ ଆଣିବାରେ ଆପଣଙ୍କ ନିରନ୍ତର ପ୍ରଚେଷ୍ଟା ପ୍ରଶଂସନୀୟ।



ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ବାବା ଭୋଲେନାଥ ସମସ୍ତଙ...
03/08/2026

ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ବାବା ଭୋଲେନାଥ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ।



Address

Bhubaneswar
Odisha

Website

Alerts

Be the first to know and let us send you an email when Time to Shine posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category